ଶୁକ୍ରବାର 17 ଜାନୁୟାରୀ 2020- ଏହି ଦିନ କର୍କଟ ରାଶି ସହ ଏହି ୬ଟି ରାଶିଙ୍କ ଭାଗ୍ୟ ବଦଳିବ, ଆସନ୍ତୁ ଜାଣିବା ଆଜିର ରାଶିଫଳ

ଆଜି ଆମେ ଆପଣଙ୍କୁ ୧୭ ଶୁକ୍ରବାର ଦିନ ଜାନୁୟାରୀ ରାଶିଫଳ କହିବାକୁ ଯାଉଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :


ଆଜି ଯାତ୍ରା ବା ନିବେଶ ଆପଣଙ୍କ ମନ ଅନୁଯାଇ ହବ, ଆପଣଙ୍କ ଆର୍ଥିକ ସ୍ଥିତି ଭଲ ହବାକୁ ଲାଗିବ । ଜୀବନସାଥି ବୁଦ୍ଧି ଓ ସ୍ଵଭାବ ଦେଖି ଆପଣଙ୍କ ମନ ବହୁତ ପ୍ରଶନ ରହିବେ, ପରିବାର ରେ କିଛି ଖୁସି ଖବର ଶୁଣିବାକୁ ମିଳି ପାରେ । ସମ୍ପର୍କୀୟ ଲୋକଙ୍କ ଘର କାମ ରେ ଆପଣଙ୍କୁ ସପୋର୍ଟ ମିଳି ପାରେ, ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ ।

ବୃଷ :

ଆଜି ଆପଣଙ୍କୁ ମାନସିକ ଅଶାନ୍ତି ଅନୁଭବ ହବ, ଆପଣଙ୍କୁ ନିଜ ଦ୍ରୁଷ୍ଟିକଣ ବଦଳିବା ଆବଶ୍ୟକ ଅଟେ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ରେ ଲାଗି ରହିବ, ଆଜି ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ ।

ମିଥୁନ :

ଆଜି ଦିନ ଆପଣଙ୍କ ଘରଲୋକଙ୍କ ସହ ସୁଖ ଶାନ୍ତି ରେ କଟିବ, ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବିଧା ହୋଇ ପାରେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ । ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।

କର୍କଟ :

ଆଜି ଆପଣ ଯେତେ ପାରୁଛନ୍ତି ଝଗଡା ଠାରୁ ଦୂରେଇ ରୁହନ୍ତୁ ଏହା ଆପଣଙ୍କ ପାଇଁ ଭଲ ରହିବ, ଘର ସୁଖମୟ ରହିବ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।

ସିଂହ  :

ଆଜି ଆପଣଙ୍କ ସମ୍ପର୍କ ଯାହା ଖରାପ ହୋଇ ଯାଇ ଥିଲା ତାହା ଭଲ ହବ, ଖର୍ଚ ବଢିବ କିନ୍ତୁ ଆପଣ ଚାହିଁଲେ ଏହା ଠିକ ହୋଇ ପାରେ ଆବଶ୍ୟକ ଜିନିଷ କିଣା କିଣି କରନ୍ତୁ । ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ରେ ରହିବ, କୌଣସି ନୂଆ ଜାଗା ଟ୍ରାନ୍ସଫର ହୋଇ ପାରନ୍ତି ବା ଚାକିରି ମଧ୍ୟ ଛାଡ଼ିବା ସମୟ ଆସି ପାରେ ।

କନ୍ୟା :

ଆଜି ଆପଣଙ୍କ ଜୀବନର ବହୁତ ବଡ ଦିନ ଅଟେ, ଆଜି ଆପଣଙ୍କ ସମ୍ମାନ ଓ କୀର୍ତି ଲୋକଙ୍କ ମଧ୍ୟରେ ସ୍ଥାପିତ ହବ । କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ, ଆଜି ଆପଣ ସ୍ଥିତି ସମ୍ଭାଳିବାରେ ସଫଳତା ପ୍ରାପ୍ତ କରିବେ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଅଗ୍ରସର ରହିବ, ଏହା ସହ ଘର ପରିବାର ରେ ଭୁଲ ବୁଝା ମଣା ପାଇଁ ଜୀବନ ଚିନ୍ତାମୟ ରହିବ ।

ତୁଳା :

ଆଜି ଆପଣ ନିଜ କଥା ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ, ଆପଣଙ୍କ ସମ୍ପର୍କୀୟ ଲୋକ ଆପଣଙ୍କୁ ହଇରାଣ କରି ପାରନ୍ତି । ଆଜି ଧନ ଲାଭ ପ୍ରାପ୍ତ ହବ, ଅଧିକ ଲୋକଙ୍କ ଉପରେ ଟଙ୍କା କଥା ଉପରେ ଭରସା କରନ୍ତୁ ନାହିଁ । ଆଜି ଆପଣଙ୍କ ଆର୍ଥିକ ଯୋଜନା ସଫଳ ହୋଇବ, ଆପଣ ଘର ଓ କାର୍ଯ୍ୟ ମଧ୍ୟରେ ସଠିକ ସନ୍ତୁଳନ ବନେଇ ରଖିବେ । କିଛି ଲୋକଙ୍କ ଜୀବନରେ ପ୍ରେମ ଜାଗା ନେଇ ପାରେ ।

ବିଛା :

ଆଜି କାମ ଭଲ ରହିବ, ଖାଦ୍ୟ ପ୍ରତି ସଚେତ ରୁହନ୍ତୁ, ଘର ଲୋକଙ୍କ ସହ ରହିଥିବା ସମୟ ଆପଣଙ୍କ ପାଇଁ ବହୁତ ଆନନ୍ଦପୂର୍ଣ ରହିବ । ବହୁତ ସମୟ ଧରି ଭାରି ଲାଭ ପ୍ରାପ୍ତ କରି ପାରିବେ, ନୂଆ କାର୍ଯ୍ୟ ପାଇଁ ନିବେଶ କରି ପାରନ୍ତି ସମୟ ଶୁଭ ଅଟେ । ଆପଣଙ୍କ ଛାଇକିରି ବା ବ୍ୟବସାୟ କ୍ଷେତ୍ର ରେ ସ୍ପର୍ଦ୍ଧା ଯୁକ୍ତ ରହିବ, ଲୋକଙ୍କୁ ଆଜି ନିବେଶ କରିବାରୁ ବଞ୍ଚିବା ଉଚିତ, ଅଳସୁଆ ଅନୁଭବ କରିବେ ।

ଧନୁ :

ଆଜି ଆପଣ ନିଜ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ, ଆପଣ ସାମୁହିକ କାର୍ଯ୍ୟ ରେ ଭାଗ ନେଇ ପାରନ୍ତି । ବିଦ୍ୟାର୍ଥୀମାନଙ୍କ ପାଇଁ ଦିନ ଟିକେ ସମସ୍ୟା ହୋଇ ପାରେ, କିଛି ଅନାଆବଶ୍ୟକ ଖର୍ଚ ସାମ୍ନା କୁ ଆସି ପାରେ । ଅଟକି ଥିବା ଟଙ୍କା ଆଜି ଫେରିକି ପାଇ ପାରନ୍ତି, ଧନ ପ୍ରାପ୍ତି ପାଇଁ ବହୁତ ଭଲ ଅବସର ଅଟେ ।

ମକର :

ପାଠ କ୍ଷେତ୍ର ରେ ପ୍ରଗତି ପ୍ରାପ୍ତ ହବ, ଆଜି ଆପଣ କୌଣସି ସମ୍ପତ୍ତି କିଣି ପାରନ୍ତି, ବା କେଉଁ ଜାଗା ରେ ନିବେଶ କରି ପାରନ୍ତି । ସମୟ ଆପଣଙ୍କ ପାଇଁ ବହୁତ ଭଲ ଚାଲିଛି, ଆପଣ ଏହାର ଲାଭ ପରେ ପାଇବେ ଏବେ ଯେମିତି ସବୁ ଚାଲିଛି ସେମିତି ଚାଲିବାକୁ ଦିଅନ୍ତୁ । ଆଜି ଆପଣ ନିଜ ଭବିଷୟ ଏବଂ ସ୍ୱାସ୍ଥ୍ୟ ପାଇଁ ଅଧିକ ଚିନ୍ତା କରିବେ, ଶରୀର ରେ ଥକାନ ଏବଂ ଅଳସ ଏବଂ ମନ ରେ ଅଶାନ୍ତି ଅନୁଭୂତି ହବ ।

କୁମ୍ଭ :

ଆଜି ଦିନ ଆପଣଙ୍କ ପାଇଁ ଲାଭକାରୀ ଅଟେ, ପରିବାର ଲୋକଙ୍କ ସହ ଛୋଟ ଯାତ୍ରା ବା ବୁଲିବାକୁ ଯାଇ ପାରନ୍ତି ଏହି ସମୟ ଆପଣଙ୍କ ଜୀବନ ବହୁତ ଭଲ ରହିବ । ଆଜି ଆପଣ ନିଜ କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଖୁସି କରି ପାରିବେ, ପ୍ରେମୀ ଯୁଗଳ ମଧ୍ୟରେ ଭୁଲ ବୁଝା ମଣା ହୋଇ ପାରେ । ଆଜି କୌଣସି ପ୍ରକାର ନିବେଶ କରିବା ପାଇଁ ସମୟ ଭଲ ନାହିଁ, ନିସ୍ପତି କରିବା ପାଇଁ ସମୟ ନିଅନ୍ତୁ ଜଲ୍ଦି କଲେ ନିସ୍ପତି ହାନିକାରକ ହୋଇ ପାରେ ।

ମୀନ :

ଆଜି ଦିନ ଆପଣଙ୍କ ଜୀବନ ସବୁ ଦିନ ପାଇଁ ବଦଳି ଦବ, ଆଜି ଦିନ ଆପଣଙ୍କ ଜୀବନ ରେ କିଛି ନୂଆ ଉପହାର ପ୍ରାପ୍ତ ହବ, କୌଣସି ବଡ କାର୍ଯ୍ୟ ପୂର୍ଣ ହେଲେ ଆପଣ ବହୁତ ଖୁସି ହୋଇବେ । ଅପ୍ରତକ୍ଷ ରୂପରେ ଲାଭ ପ୍ରାପ୍ତ ହୋଇବ, ସୁଖ ସୁବିଧା ସାଧନ ଯୋଗାଡ କରି ପାରନ୍ତି । ଆଜି ଆପଣଙ୍କୁ ଆରାମ କରିବା ଆବଶ୍ୟକ ଅଟେ, ପୁରୁଣା ଟଙ୍କା ଫେରି ପାଇବେ ।

Leave a Reply

Your email address will not be published. Required fields are marked *