ଘରର ମନ୍ଦିର କି କାର୍ଯ୍ୟ ସ୍ଥାନରେ ଲକ୍ଷ୍ମୀଙ୍କ ର ଏହି ଫଟୋ ରଖ ନାହିଁ, ନହେଲେ ହୋଇପାରେ ଧନ ହାନି

ମହାଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ ସବୁ ଲୋକ ଚାହାଁନ୍ତିକି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଉ ଯାହା ପାଇଁ କି ତାଙ୍କୁ ନିଜ ଜୀବନ ସହିତ ଯୋଡା ଥିବା ଧନ ସମ୍ବନ୍ଧିତ କିଛି ବି ଅସୁବିଧାର ସାମ୍ନା କରିବାକୁ ନ ପଡେ ସେଥି ପାଇଁ ଲୋକମାନେ ଘରେ ଲକ୍ଷ୍ମୀଙ୍କ ଫୋଟ ଲଗାଇଥାନ୍ତି, ହିନ୍ଦୁ ଧର୍ମର ବ୍ୟକ୍ତିଙ୍କ ଘରେ ମନ୍ଦିର ରହିଥାଏ ସବୁ ଲୋକ ନିଜ ଘରେ ମନ୍ଦିର ନିହାତି କରିଥାନ୍ତି ।

ବାସ୍ତୁ ଅନୁସାରେ ଯଦି ଘରେ ଦେବୀ ଦେବତା ଙ୍କ ଫଟୋ ଲଗାଯାଏ ତାହା ବହୁତ ଶୁଭ ହୋଇଥାଏ ।

କିନ୍ତୁ ଶାସ୍ତ୍ର ର କିଛି ନିୟମ ବି ଅଛି ସେହି ନିୟମ ଅନୁସାରେ ଦେବୀ ଦେବତା ଙ୍କୁ ସ୍ଥାପନ କରିବା ଦରକାର ଯଦି ଏମିତି ନକଲେ ଆପଣଙ୍କୁ ଲାଭ ଜାଗାରେ କ୍ଷତି ସହିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଧନର ଦେବୀ ମା ଲକ୍ଷ୍ମୀ ଙ୍କ ଫଟୋ ବିଷୟରେ ଜଣେଇବୁ ଯାହା ଦ୍ଵାରା ଆପଣ ଠିକ ଫୋଟୋ ଲଗାଇ ତାର ପୁରା ଲାଭ ଉଠାଇ ପାରିବେ, ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କ ର ଏମିତି କିଛି ଫୋଟୋ ଅଛି ଯାହାକୁ ଘରେ ରଖିବା ଉଚିତ ନୁହେଁ, ଆଜି ଆମେ ଏହି ଫଟୋ ବିଷୟରେ ଆପଣଙ୍କୁ କହିବୁ ।

ଆସ ଜାଣିବା ମା ଲକ୍ଷ୍ମୀଙ୍କ କେଉଁ ଫଟୋ କୁ ଘରେ ରଖିବା ଅନୁଚିତ

ପେଚା ଉପରେ ବସିଥିବା ଫଟୋ

ପେଚା ଉପରେ ବସିଥିବା ମା ଲକ୍ଷ୍ମୀ ଚଞ୍ଚଳତା ର ପ୍ରତୀକ ଅଟନ୍ତି, ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ଆସିବା କରିଥାନ୍ତି ଏହାର ମାନେ ସେ ଏକା ଜାଗାରେ ରହି ପାରନ୍ତି ନାହିଁ ସେଥିପାଇଁ ଆପଣ ଭୁଲ ରେ ବି ମା ଲକ୍ଷ୍ମୀଙ୍କ ଏହି ଫଟୋ କୁ ନିଜ ଘରେ ରଖନ୍ତୁ ନାହିଁ ।

ଠିଆ ହୋଇଥିବା ଫଟୋ

ଆପଣ ଆପଣଙ୍କ ଘରେ ଠିଆ ହୋଇଥିବା ମା ଲକ୍ଷ୍ମୀ ଙ୍କ ଫଟୋ ଲଗାନ୍ତୁ ନାହିଁ ଏହା ଶୁଭ ହୋଇ ନଥାଏ, କୁହାଯାଏ ମା ଲକ୍ଷ୍ମୀଙ୍କ ଏମିତି ଫଟୋ ଘରୁ ବାହାରିବା ର ପ୍ରତୀକ ବୋଲି ମନା ଯାଇଥାଏ ସେଥିପାଇଁ ଆପଣ ଆପଣଙ୍କ ଘରେ ଠିଆ ହୋଇଥିବା ଫଟୋ ନ ଲଗାଇ ମା ଲକ୍ଷ୍ମୀଙ୍କ ବସିଥିବା ଫଟୋ ଲଗାଇ ପାରିବେ ।

ପଦ୍ମ ରେ ବସିଥିବା ଫଟୋ କୁ ଶୁଭ ବୋଲି କୁହାଯାଇଥାଏ

ଯଦି ଆପଣ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ଏମିତି ଫଟୋ ଲଗାଅ ଯେଉଁ ଥିରେ ପଦ୍ମ ଉପରେ ମା ବିରାଜ ମାନ କରିଥିବେ, ଏହା ବହୁତ ଶୁଭ ହୋଇଥାଏ, ଏମିତି ଫଟୋ ଲଗାଇଲେ ଆପଣଙ୍କ ଘର ଧନରେ ଭରିଯିବ ।

Leave a Reply

Your email address will not be published. Required fields are marked *