ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁଗାର ଲେବଲ କମ କରିବା ପାଇଁ ବା ନିୟନ୍ତ୍ରଣ କରିବା ପାଇଁ ଏମିତି ଏକ ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର କିଛି ପ୍ରୟୋଗ କରିଲେ ଆପଣ ରେଜଲଟ ଦେଖିବାକୁ ପାଇବେ । ଏହା ଆପଣଙ୍କ ଶରୀରର ଇନ୍ୟୁନୀଟି ପାୱାର ବହୁତ ଅଧିକ ବଢାଇ ଦେବେ । ଯାହା ଦ୍ଵାରା ଶରୀରକୁ କୌଣସି ଭାଇରସ ପ୍ରବେଶ କରି ପାରିବ ନାହି । ଏହା ଦ୍ଵାରା ଆପଣ ନିରୋଗ ରହିବେ । ତେବେ ଆସନ୍ତୁ ଜାଣିବା ଏହି ରେମଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବେ ।
ଆଜିର ସମୟରେ ସୁଗାର ଏକ ବହୁତ ବଡ ସମସ୍ଯା ହୋଇଗଲାଣି । କାରଣ ଜୀବନ ଶୈଳୀ ରେ ପରିବର୍ତ୍ତନ ଓ ଖାଦ୍ୟପେୟ ରେ ଅନିୟମିତତା ସୁଗାର ବଢିବାର କାରଣ ଏହୁଛି । ସୁଗାର ରେ ଏଲୋପାତି ଔଷଧରେ ଆପଣ ହଜାର ହଜାର ତାଙ୍କ ଖର୍ଚ୍ଚ କରୁଛନ୍ତି କିନ୍ତୁ କିଛି ଲାଭ ମିଳୁ ନାହି । ଭାରତରେ ବଡ ଠାରୁ ଆରମ୍ଭ କରି ଛୋଟ ମାନଙ୍କ ଠାରେ ଏହି ସମସ୍ଯା ଦେଖାଯାଉଛି ।
ଏହି ରେମେଡି ପ୍ରସ୍ତୁତ କରିବା ଏପାଇଁ ଏକ ଗ୍ଳାସ ପାଣି ରେ ଏକ ଚାମଚ ମେଥି ଦାନା ପକାନ୍ତୁ । ମେଥି କୁ ଆମେ ତରକାରୀ ରେ ବ୍ୟବହାର କରିଥାଉ । ଏହା ଆମ ସ୍ଵାସ୍ଥ୍ୟକୁ ସୁସ୍ଥ ରଖିଥାଏ । ଏମଥି ଏକ ଚମତ୍କାରୀ ଔଷଧ ହେବା ସହ ୧୪୮ ପ୍ରକାରର ରୋଗକୁ ଠିକ କରିବାର କ୍ଷମତା ରଖିଥାଏ । ଏଥିରୁ ଅନେକ ପୋଷାକ ତତ୍ତ୍ଵ ମିଳିଥାଏ ଏମିତି ଆଇରନ, କପରଡ଼ା, ମ୍ୟାଗ୍ନେସିୟମ, ପ୍ରୋଟିନ, ଭିଟାମିନ-ବି୬ ଓ ଫାଇଭର ଆଦି ।
ଏହାର ପ୍ରୟୋଗ କରିବା ଦ୍ଵାରା କିdନି ରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରିଥାଏ ଓ ଆମ କିଡନି ସୁସ୍ଥ ରହିଥାଏ । ମେଥି ଦାନ ଖାଇବା ଦ୍ଵାରା ଗ୍ଯାସ ସମସ୍ଯା ଦୂର ହୋଇଥାଏ । ଯେଉଁ ମାନେ ଉଚ୍ଚ ରକ୍ତଚାପ ବା ମଧୁମେହ ରୋଗୀ ଅଟନ୍ତି ସେମାନଙ୍କ ପାଇଁ ମେଥି ଦାନ ରାମବାଣ ଭଳି କାମ କରିଥାଏ । ଦିତୀୟ ସାମଗ୍ରୀ ଆଡ କରିବା ହଳଦୀ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।
ହଳଦିକୁ ଆମେ ମସାଲା ଭାବେ ବ୍ୟବହାର କରିଥାଉ । କିନ୍ତୁ ହଳଦୀରେ ପ୍ରୋଟିନ, କାର୍ବୋ ହାଇଡ୍ରେଡ, ମିନେରାଲ୍ସ ର ପ୍ରଚୁର ମାତ୍ରାରେ ମିଳିଥାଏ । ହଳଦୀରେ ବ୍ୟବହାର କ୍ୟାନ୍ସର, ବାତ, ପିତ, ଥଣ୍ଡା କାସ ରୁ ବଞ୍ଚାଇଥାଏ । ଯଦି ବାତ, ପିତ ଠିକ ରହିବ ତେବେ କୌଣସି ରୋଗ ହେବ ନାହି । ହଳଦିର କିଛି ମାତ୍ରା ସବୁଦିନ ସେବନ କରିବା ଦ୍ଵାରା କ୍ୟାନ୍ସରର ଜୀବାଣୁ ନଷ୍ଟ ହୋଇଥାଏ ।
ଏହି ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହା ଅଧ ଗ୍ଳାସ ନ ହୋଇଛି । ଏହା ପରେ ପାଣିକୁ ଛାଣି ହାଲ୍କା ଗରମ ଥିବା ବେଳେ ସେବନ କରିବାକୁ ହେବ । ସକାଳେ ଓ ସନ୍ଧ୍ୟାରେ କାହାଳି ପେଟରେ ଏହାକୁ ଲଗାତାର ୭ ଦିନ ସେବନ କରିବାକୁ ହେବ । ଦେଖିବେ ଆପଣଙ୍କର ସୁଗାର ଲେବଲ ସଂପୂର୍ଣ୍ଣ ନରମାଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।