ଡାଇବେଟିସ 380 ହେଉ ବା 480 ହେଉ, ଯେତେ ପୁରୁଣା ସୁଗାର ଥିଲେ ବି ମାତ୍ର 7 ଦିନରେ ହେବ ଭଲ- Diabetes Treatment

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁଗାର ଲେବଲ କମ କରିବା ପାଇଁ ବା ନିୟନ୍ତ୍ରଣ କରିବା ପାଇଁ ଏମିତି ଏକ ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର କିଛି ପ୍ରୟୋଗ କରିଲେ ଆପଣ ରେଜଲଟ ଦେଖିବାକୁ ପାଇବେ । ଏହା ଆପଣଙ୍କ ଶରୀରର ଇନ୍ୟୁନୀଟି ପାୱାର ବହୁତ ଅଧିକ ବଢାଇ ଦେବେ । ଯାହା ଦ୍ଵାରା ଶରୀରକୁ କୌଣସି ଭାଇରସ ପ୍ରବେଶ କରି ପାରିବ ନାହି । ଏହା ଦ୍ଵାରା ଆପଣ ନିରୋଗ ରହିବେ । ତେବେ ଆସନ୍ତୁ ଜାଣିବା ଏହି ରେମଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବେ ।

ଆଜିର ସମୟରେ ସୁଗାର ଏକ ବହୁତ ବଡ ସମସ୍ଯା ହୋଇଗଲାଣି । କାରଣ ଜୀବନ ଶୈଳୀ ରେ ପରିବର୍ତ୍ତନ ଓ ଖାଦ୍ୟପେୟ ରେ ଅନିୟମିତତା ସୁଗାର ବଢିବାର କାରଣ ଏହୁଛି । ସୁଗାର ରେ ଏଲୋପାତି ଔଷଧରେ ଆପଣ ହଜାର ହଜାର ତାଙ୍କ ଖର୍ଚ୍ଚ କରୁଛନ୍ତି କିନ୍ତୁ କିଛି ଲାଭ ମିଳୁ ନାହି । ଭାରତରେ ବଡ ଠାରୁ ଆରମ୍ଭ କରି ଛୋଟ ମାନଙ୍କ ଠାରେ ଏହି ସମସ୍ଯା ଦେଖାଯାଉଛି ।

ଏହି ରେମେଡି ପ୍ରସ୍ତୁତ କରିବା ଏପାଇଁ ଏକ ଗ୍ଳାସ ପାଣି ରେ ଏକ ଚାମଚ ମେଥି ଦାନା ପକାନ୍ତୁ । ମେଥି କୁ ଆମେ ତରକାରୀ ରେ ବ୍ୟବହାର କରିଥାଉ । ଏହା ଆମ ସ୍ଵାସ୍ଥ୍ୟକୁ ସୁସ୍ଥ ରଖିଥାଏ । ଏମଥି ଏକ ଚମତ୍କାରୀ ଔଷଧ ହେବା ସହ ୧୪୮ ପ୍ରକାରର ରୋଗକୁ ଠିକ କରିବାର କ୍ଷମତା ରଖିଥାଏ । ଏଥିରୁ ଅନେକ ପୋଷାକ ତତ୍ତ୍ଵ ମିଳିଥାଏ ଏମିତି ଆଇରନ, କପରଡ଼ା, ମ୍ୟାଗ୍ନେସିୟମ, ପ୍ରୋଟିନ, ଭିଟାମିନ-ବି୬ ଓ ଫାଇଭର ଆଦି ।

ଏହାର ପ୍ରୟୋଗ କରିବା ଦ୍ଵାରା କିdନି ରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରିଥାଏ ଓ ଆମ କିଡନି ସୁସ୍ଥ ରହିଥାଏ । ମେଥି ଦାନ ଖାଇବା ଦ୍ଵାରା ଗ୍ଯାସ ସମସ୍ଯା ଦୂର ହୋଇଥାଏ । ଯେଉଁ ମାନେ ଉଚ୍ଚ ରକ୍ତଚାପ ବା ମଧୁମେହ ରୋଗୀ ଅଟନ୍ତି ସେମାନଙ୍କ ପାଇଁ ମେଥି ଦାନ ରାମବାଣ ଭଳି କାମ କରିଥାଏ । ଦିତୀୟ ସାମଗ୍ରୀ ଆଡ କରିବା ହଳଦୀ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ହଳଦିକୁ ଆମେ ମସାଲା ଭାବେ ବ୍ୟବହାର କରିଥାଉ । କିନ୍ତୁ ହଳଦୀରେ ପ୍ରୋଟିନ, କାର୍ବୋ ହାଇଡ୍ରେଡ, ମିନେରାଲ୍ସ ର ପ୍ରଚୁର ମାତ୍ରାରେ ମିଳିଥାଏ । ହଳଦୀରେ ବ୍ୟବହାର କ୍ୟାନ୍ସର, ବାତ, ପିତ, ଥଣ୍ଡା କାସ ରୁ ବଞ୍ଚାଇଥାଏ । ଯଦି ବାତ, ପିତ ଠିକ ରହିବ ତେବେ କୌଣସି ରୋଗ ହେବ ନାହି । ହଳଦିର କିଛି ମାତ୍ରା ସବୁଦିନ ସେବନ କରିବା ଦ୍ଵାରା କ୍ୟାନ୍ସରର ଜୀବାଣୁ ନଷ୍ଟ ହୋଇଥାଏ ।

ଏହି ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହା ଅଧ ଗ୍ଳାସ ନ ହୋଇଛି । ଏହା ପରେ ପାଣିକୁ ଛାଣି ହାଲ୍କା ଗରମ ଥିବା ବେଳେ ସେବନ କରିବାକୁ ହେବ । ସକାଳେ ଓ ସନ୍ଧ୍ୟାରେ କାହାଳି ପେଟରେ ଏହାକୁ ଲଗାତାର ୭ ଦିନ ସେବନ କରିବାକୁ ହେବ । ଦେଖିବେ ଆପଣଙ୍କର ସୁଗାର ଲେବଲ ସଂପୂର୍ଣ୍ଣ ନରମାଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *