ଏହି ମାସ ବୃହସ୍ପତି ନିଜ ନୀଚ୍ଚ ରାଶି ମକରରେ ପ୍ରବେଶ କରିବେ, ଯାହା ଫଳରେ ଏହି ୭ଟି ରାଶି ବ୍ୟକ୍ତିଙ୍କୁ ହେବ ପ୍ରଚୁର ଲାଭ

ଜ୍ଞାନ କାରକ ଗୁରୁ ବୃହସ୍ପତି ୩୦ ମାର୍ଚ ରେ ନିଜ ତଳ ରାଶି ମକରରେ ପ୍ରବେଶ କରିବେ, ଏହା ପରେ ପୁଣି ୩୦ ଜୁନ ରେ ବକ୍ରୀ କରି ଆଉଥରେ ଧନୁ ରାଶି ରେ ଫେରି ଆସିବେ । ଏହା ପରେ ୨୦ ନଭେମ୍ବର ରେ ଗୁରୁ ଫେରି ମକର ରାଶି ରେ ପ୍ରବେଶ କରିବେ । ଗୁରୁ ଗୋଚର ପ୍ରଭାବ ସବୁ ୧୨ ଟି ରାଶିଙ୍କ ଉପରେ ଶୁଭ ରୂପରେ ପଡିବ ।

ତେବେ ଆସନ୍ତୁ ଜାଣିବା ଏହି ଗୁରୁ ଗୋଚର ବିଷୟରେ ଓ ଗୁରୁ ଗୋଚର ଆପଣଙ୍କ ଚନ୍ଦ୍ର ଉପରେ କଣ ପ୍ରଭାବ ଦେଖେଇବ ତାହା ବିଷୟରେ ।

ମେଷ : ଧର୍ମ ଓ ଅଧ୍ୟାତ୍ମକ ଜିନିଷ ରେ ମନ ଧ୍ୟାନ ଲାଗି ରହିବ, ଧାର୍ମିକ କାମରେ ସଫଳତା ପ୍ରାପ୍ତ କରିବେ ।

ବୃଷ : କୌଣସି ପ୍ରକାର ରହସ୍ୟ ବିଷୟରେ ଜାଣିବା ପାଇଁ ତୀବ୍ର ଇଛା ଉତପନ ହବ, ଯାହା ଆପଣଙ୍କ ମନରେ ଘର କରି ରହିବ ଯେଉଁ ପର୍ଜନ୍ତ ଆପଣ ସେହି ରହସ୍ୟ ନଯାଣିଛନ୍ତି ।

ମିଥୁନ : ବିବାହିତା ଦମ୍ପତି ଜୀବନ ରେ ଅନେକ ପ୍ରକାର ସୁଖ ଆସିବ, ଘର ଲୋକଙ୍କ ସେନ୍ହ ଓ ଜୀବନସାଥି ଭଲ ପାଇବା ପ୍ରାପ୍ତ କରିବେ ।

କର୍କଟ : ସ୍ୱାସ୍ଥ୍ୟ ଉପରେ ଓଲଟା ପ୍ରଭାବ ପଡିବାର ଆପଣ ଅନୁଭବ କରିବେ, ଆପଣଙ୍କୁ ପେଟ ସମ୍ବନ୍ଧିତ ସମସ୍ୟା ହୋଇ ପାରେ ।

ସିଂହ : ବିଦ୍ୟା କ୍ଷେତ୍ର ରେ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଆପଣ ଉଚ୍ଚ ଶିକ୍ଷା ପାଇଁ ବେଦେଶ ଯାତ୍ରା କରି ପାରନ୍ତି ।

କନ୍ୟା : ସୁଖ ଶାନ୍ତି ରେ ହବ ବୃଦ୍ଧି, ପରିବାର ରେ ସୁଖ ଶାନ୍ତି ବାତାବରଣ ରହିବ ।

ତୁଳା : ଆପଣଙ୍କ ଇଛା ନଥାଇ ପାରେ କିନ୍ତୁ ଆପଣଙ୍କୁ ଯାତ୍ରା ରେ ଯିବାକୁ ପଡି ପାରେ ।

ବିଛା : ଆପଣଙ୍କୁ ଅଲଗା ଅଲଗା ସୂତ୍ର ବା ରାସ୍ତା ଦ୍ଵାରା ଧନ ଲାଭ ହବ ।

ଧନୁ : ଏହି ସମୟରେ ଆପଣଙ୍କ ବୁଦ୍ଧି ବଢିବାକୁ ଲାଗିବ, ଆପଣ ସାମାଜିକ ମାନ ସମ୍ମାନ ପ୍ରାପ୍ତ କରିବେ ।

ମକର : ଆପଣଙ୍କ ଖର୍ଚ ରେ ବୃଦ୍ଧି ହବ, ଆପଣଙ୍କ ପାଖରେ ଧନ ଆସିବ କିନ୍ତୁ ଧନ ଆପଣଙ୍କ ପାଖରେ ରହିବା ନାହିଁ ।

କୁମ୍ଭ : ଆର୍ଥିକ ଲାଭ ହବ, ଆପଣ ଧନ ଏକତ୍ରିତ କରିବାରେ ସଫଳ ହୋଇବେ ।

ମୀନ : ଆପଣଙ୍କ କାର୍ଯ୍ୟକ୍ଷେତ୍ର ରେ ସଫଳତା ପ୍ରାପ୍ତି ହବ, କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ ଆପଣଙ୍କ ମନ ଖୁସି ରହିବ ।

Leave a Reply

Your email address will not be published. Required fields are marked *