ଯେତେବେଳେ ମୂର୍ଦାର କୋକେଇ ରୁ ଉଠି ଠିଆ ହେଲେ ଓ କହିଲେ ଯମଲୋକ ର ରହସ୍ୟ- କହିଲ ଭୁଲ୍ ରେ ଧରିନେଇଥିଲେ ଯମଦୂତମାନେ

ଜନ୍ମ, ମୃତ୍ୟୁ ପ୍ରକୃତି ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ଯେବେ ଜୀବନ ର କାର୍ଯ୍ୟ ଶେଷ ହୋଇଯାଏ ସେତେବେଳେ ତାକୁ ଉପରକୁ ଯିବାକୁ ପଡେ ଓ ଲୋକମାନେ ଶରୀର ଟିକୁ ଶବ କହି ପୋଡିଦିଅନ୍ତି । କିନ୍ତୁ ଲୋକଙ୍କର ପ୍ରତିକ୍ରିୟା ସେତେବେଳେ କେମିତି ହେବ ଯଦି ଶବ ଚିତା ରୁ ଉଠି ଠିଆ ହେବ । ୟୁପି ର  ଫିରୋଜବାଦ ରେ ଜ୍ଞାନ ସିଂହ ନାମକ ଗୋଟେ ୭୦ ବର୍ଷ ର ବୁଢ଼ା , ତାଙ୍କ ଦେହ ବହୁତ୍ ଦିନ ହେଲା ଖରାପ ଥିଲା ।

ଗତ ୧ ଫେବୃଆରୀ ରେ ସେ ହଟାତ୍‌ ମରିଗଲେ .ପରିବାର ର ସବୁଲୋକ ଶବ ସଂସ୍କାର ପ୍ରସ୍ତୁତ ପାଇଁ ଯେତେବେଳେ  ଲୋକ ଏକାଠି ହେଲେ ,ମରିବା ର ଘଣ୍ଟାଏ ପରେ ବୁଢ଼ା ଟି ହଟାତ୍‌ ଉଠି ଠିଆ ହେଲେ ।

ସକାଳୁ ମରିଥିଲେ ହେଲେ ସମସ୍ତେ ଏକାଠି ହୋଇ ସନ୍ଧ୍ୟା୪ ଟାକୁ ମଶାଣି ଙ୍କୁ ନେଇଥିଲେ. ସେତେବେଳେ ତାଙ୍କ ଶରୀର ରେ କିଛି ପରିବର୍ତ୍ତନ ଦେଖାଦେଲା. ତାପରେ ମୃତ ଜ୍ଞାନ ସିଂହ ଙ୍କ ନୀଳ ପଡିଗଲା ଓ ହାତ ଥରିବାକୁ ଲାଗିଲା । ତାପରେ ସେ ନିଜେ ଉଠି ଠିଆ ହେଲେ, ଶବ ଟିକୁ ଉଠିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏ କଥା ଟି ଏତେ ପ୍ରଚାର ହେଇଗଲା ଯେ ଲୋକ ବହୁତ ଦୂର ରୁ ଦେଖିବାକୁ ଆସିଲେ ।

ଏ ଅବିସ୍ମରଣୀୟ ଘଟଣା ପରେ ଲୋକଟି କହିଲା ଯେ ସକାଳୁ ମତେ ୩ ଜଣ ପିଲା ଉଠାଇନେଇ ଥିଲେ । ଯାଉଟି ସୁନା କବାଟ ଓ ଖଣ୍ଡା ଧରି ଜଗୁଆଳି ମାନେ ଜଗିଥିଲେ ।

ତାଙ୍କ ଭିତରୁ ଜଣେ ଘରକୁ ନପଶିବାକୁ ଦେଇ ଗରମ ଜିନିଷ ଉପରକୁ ପକାଇ ତାକୁ ଧକ୍କା ମାରିଲେ, ସେ ଆସି ପୃଥିବୀ ରେ ପଡିଲେ । ସେ ଗରମ ଜିନିଷ ହାତ ରେ ପଡ଼ିଥିବାରୁ ହାତ ଟିକେ ଜଳିଯାଇଛି । ସେ ଯମଦୂତମାନେ ଭୁଲ୍ ରେ ଆଉ ଜଣଙ୍କ ଯାଗାରେ ମତେ ନେଇଯାଇଥିଲେ । ଯମଲୋକ ରେ ପହଞ୍ଚି ଗାଳି ଶୁଣିଥିଲେ. ଏସବୁ କୁ ଖୁସି ହୋଇ ଗାଁ ଲୋକ ଓ ପରିଜନ କୁ ଜଣେଇଥିଲେ ।

Leave a Reply

Your email address will not be published. Required fields are marked *