ଯେଉଁ ଲୋକଙ୍କ ଭିତରେ ଅଛି ଏହି ୫ଟି ରୁ ୩-୪ଟି ଅଭ୍ୟାସ, ସେମାନଙ୍କର ଧନୀ ହେବା ଅସମ୍ଭବ ଅଟେ

ଆପଣ ମାନୀ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ମଣିଷ ଜୀବନରେ ବାସ୍ତୁ ଶାସ୍ତ୍ର ତାଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ ତେବେ ବାସ୍ତୁ ଦୋଷ ରହିଲେ ବହୁତ ପ୍ରକାର ସମସ୍ଯା ସାମ୍ନାକୁ ଆସିଥାଏ । ଏହି ବାସ୍ତୁ ଦୋଷ ଆମ ଦ୍ଵାରା ରଖା ଯାଇଥିବା ଜିନିଷ ହୋଇପାରେ ବା ଆମ ଅଭ୍ଯାସ ହୋଇପାରେ ବା ଆମ ଦିଶା ଅନୁଯାଇ କିଛି ଭୁଲ କାର୍ଯ୍ୟ ହୋଇପାରେ ।

ଆଜି ଆମେ ଆପପଣଙ୍କୁ ଏମିତି ୧୦ଟି ଅଭ୍ଯାସ ବିଷୟରେ କହିବାକୁ ଯାଉଛୁ ଯାହା ରହିଲେ ଆପାନାଙ୍କ ଘରେ ବହୁତ ସମସ୍ଯା ଆସିଥାଏ ।

Image Courtesy: Google

୧. ବହୁତ ଲୋକଙ୍କର ଅଭ୍ଯାସ ଥାଏ ଯେ ସେ ବାଥରୁମ ବ୍ୟବହାର କଲା ପରେ ତାକୁ ଅସନା ଛାଡି ଆସି ଯାନ୍ତି କିନ୍ତୁ ଏହା ବାସ୍ତୁ ଅନୁଯାଇ ବହୁତ ଖରାପ ପ୍ରଭାବ ପଡିଥାଏ । ତେବେ ଯେଉଁ ଲୋକ ନିଜ ଘର ବାଥରୁମ ଅସନା ରଖନ୍ତି ତାଙ୍କ ଘରେ ଧନ ବୃଦ୍ଧି କେବେ ହୋଇନଥାଏ ।

୨. ଭୋଜନା କରିବା ପରେ କେବେବି ଥାଳି ଛାଡି ଯିବା ଉଚିତ ନୁହ କାହିଁକିନା ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି ।

Image Courtesy: Google

୩. ଆପଣଙ୍କ ଜୀବନରେ ଚାଲିଥିବାର ସମସ୍ୟାର ହେବ ଅନ୍ତ । ମା ଲକ୍ଷ୍ମୀ ଆପଣଙ୍କ ନିବାସ ସ୍ଥାନରେ ବାସ  କରିବାକୁ ଯାଉଛନ୍ତି । ମା ଲକ୍ଷ୍ମୀ ସେଇ ଘରେ ବାସ କରନ୍ତି ଯେଉଁ ଘରେ ସଫାସୁତୁରା ରହିଥାଏ । ଯେବେ ଆପଣଙ୍କ ଆଖପାଖରେ ହଠାତ ସବୁଜ ରଙ୍ଗର ଜିନିଷ ଦେଖାଦେବତ ବୁଝି ଯାଅନ୍ତୁ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ ।

୪. ମା ଲକ୍ଷ୍ମୀଙ୍କ ବାହନ ପେଚା ଅଟେ ଯଦି ଆପଣଙ୍କ ଘର ଆଖ ପାଖରେ ପେଚା ଦେଖାଦିଏ ଜାଣନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ଅଛନ୍ତି ଓ ଜଲ୍ଦି ଆପଣଙ୍କ ଉପରେ ଆଶୀର୍ବାଦ କରିବେ । ମାତା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଏହାବି ହୋଇପାରେ ଯଦି ସକାଳୁ ସକାଳୁ ଆଖୁ ଦେଖିବେ ତ ଜାଣନ୍ତୁ ଆପଣଙ୍କ ଘରକୁ ବହୁତ ଜଲ୍ଦି ସୁଖ ସମୃଦ୍ଧି ଓ ଧନ ଆସିବ ।

Image Courtesy: Google

୫. ତେବେ ସପନ ମଧ୍ୟ ଗୋଟେ ଏମିତିକା ମାଧ୍ୟମ ଯାହା ଦ୍ଵାରା ଆପଣଙ୍କୁ ନିଜ ସମ୍ପର୍କୀୟ ଲୋକଙ୍କ ମନେ ପଡିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ତେବେ ବହୁତ ଲୋକ ପରସ ପର ବିଷୟରେ ବହୁତ ଭାବନ୍ତି ବା ନଭାବିଲେ ମଧ୍ୟ ତାଙ୍କ କଥା ଆପେ ଆପେ ମନେ ପଡିଥାଏ ବହୁତ ଲୋକ ଅନ୍ୟ ଲୋକଙ୍କ ବିଷୟରେ ସପନ ଦେଖି ଥାନ୍ତି ତେବେ ଯଦି ଆପଣ କାହାକୁ ମନେ କରୁଛନ୍ତି ତେବେ ଆପାନ ତାଙ୍କ ସପନରେ ନିଶ୍ଚିନ୍ତ ଯାଇଥିବେ ବା ସେ ସପନରେ ଆପଣଙ୍କୁ ଦେଖିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *