ଯେଉଁ ମହିଳାଙ୍କ ପୂଜା ଘରେ ଅଛି ଏହି 1 ଜିନିଷ, ସେଠାରୁ ଦାରିଦ୍ର୍ୟ ରୁହେ ଦୂରେଇ- Sri Krishna

ଆପଣଙ୍କ ଘରେ ଯଦି ନାହିଁ ଏହି ଭଳି ଜିନିଷ ତେବେ ଆପଣ ଯେତେ ପୂଜା କରିଲେ ମଧ୍ୟ ଆପଣ ନିର୍ଧନି ହୋଇ ରହିବେ । ଭଗବାନ ବିଷ୍ଣୁ ମଧ୍ୟ କହିଛନ୍ତି କି ଆପଣଙ୍କ ପୂଜା ଘରେ ଯଦି ଏହି ଜିନିଷ ମାନ ନାହିଁ ତେବେ ଏହା ଆପଣଙ୍କ ପାଇଁ ଦାରିଦ୍ରତା ଆଣି ଦେଇ ପାରେ । ଆପଣ ଯଦି ଏହା ପାଇଁ କିଛି ଉପାୟ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି ଜିନିଷ କୁ ନିଜ ପାଖରେ ରଖିବା ଭଲ ହୋଇ ଥାଏ ।

ଏହି କଥାକୁ ଆମ ଜ୍ଯୋତିଷ ଶାସ୍ତ୍ର ରେ ମଧ୍ୟ କୁହା ଯାଇଛି କି ଏହା କିଭଳି ଭାବେ ଆମ ଜୀବନ ଉପରେ ପ୍ରଭାବ ପକାଇ ଥାଏ । ତେବେ ଆଜି ଆମେ କହିବା ପାଇଁ ଯାଉଥିବା ଚାରି ଜିନିଷ ମଧ୍ୟରୁ ପ୍ରଥମ ଜିନିଷ ହେଉଛି ଶଙ୍ଖ ଛୋଟ ଶଙ୍ଖ । କିମ୍ବା ଆପଣ କଉଡି ରଖୀ ପାରିବେ ।

ଆପଣ ଏହାକୁ ଘରେ ରଖିବା ଦ୍ଵାରା ଘରେ ସବୁ ବେଳେ ସୁନା ଚାନ୍ଦି ଓ ଅନ୍ଯାନ୍ଯ ଅଳଙ୍କାରମାନ ବଢିବାରେ ଲାଗିଥାଏ । ଆପଣ ଯଦି ଏହାକୁ ନିଜ ବ୍ୟବଶାୟ ରେ ମଧ୍ୟ ରଖିବେ ଏହା ଆପଣଙ୍କୁ ଭଲ ପରିଣାମ ଦେବ । ଆପଣ ଯଦି ଘରେ ଥିବା ମନ୍ଦିର ରେ ଧନ୍ତେରସ ଙ୍କ ଫଟ ଆମେ ସବୁ ବେଳେ ରଖିବା ନିହାତି ଭାବେ ଦରକାର ।

କିଛି ଜଣ କେବଳ ମା ଲକ୍ଷ୍ମୀଙ୍କ ଦୟା ପାଇବା ପାଇଁ କେବଳ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି କୁ ହିଁ ସ୍ଥାପନା କରି ଥାନ୍ତି କିନ୍ତୁ ସେମାନେ କେବଳ ଧନ୍ତେରସ ରେ ଭାଗବାନ ଧନ୍ତେରସ ଙ୍କ ମୂର୍ତ୍ତି କିମ୍ବା ଫଟ କୁ ରଖି ଥାନ୍ତି । ସେମାନେ ସବୁ ବେଳେ ଏହା ଭୁଲି ଯାଇଆ ଥାନ୍ତି କି ଆମେ ଯଦି ଭଗବାନ ଙ୍କ ଦୟା ପାଇବା ପାଇଁ ତାଙ୍କ ମୂର୍ତ୍ତି କିମ୍ବା ଫଟ ମଧ୍ୟ ରଖିବା ଭଲ ହୋଇଥାଏ ।

ଏହା ଦ୍ଵାରା ଆପଣଙ୍କ ବେପାରରେ ଲାଭ ହୋଇ ଚାଲି ଥାଏ । ଆପଣ ସବୁ ଦିନ ଖୁଶି ଖବର ପାଇବା ଦରକାର । ଭଗବାନ କୃଷ୍ଣ ମଧ୍ୟ ଏହାର ମହତ୍ଵ ମନ କହିଛନ୍ତି କି ଏହାକୁ ରଖିବା ଦ୍ଵାରା ଆମର କିଭଳି ଲାଭ ହୋଇ ଥାଏ । ତେବେ ଆମେ ଘରେ ଯଦି ଭଲ ସମୟ ଚାହୁଁଛେ ତେବେ ଆମେ ଆମ ଅତିଥି ଙ୍କ ଧ୍ୟାନ ରଖିବା ନିହାତି ଭାବେ ଦରକାର ।

ଭଗବାନ କୃଷ୍ଣ ଙ୍କୁ ଦିନେ ଅର୍ଜୁନ ପଚାରିଥିଲେ କି ଆମେ କଣ କଣ ଜିନିଷ ଘରେ ରଖିବା ନିହାତି ଭାବେ ଦରକାର । କୃଷ୍ଣ କହିଲେ କି ଆମେ ଆମ ଘରେ ସବୁ ବେଳେ ସଫା ପାଣି ରଖିବା ନିହାତି ଭାବେ ଦରକାର ଘରକୁ ଅତିଥି ଆସିଲେ ଆମେ ତାଙ୍କୁ ସବୁ ବେଳେ ଏହି ଶୀତଳ ଓ ସଫା ଜଳ ଦ୍ଵାରା ସ୍ଵାଗତ କରିବା ନିହାତି ଭାବେ ଦରକାର ।

ଏହା ପରେ ଆମ ପୂଜା ଘରେ ଆମେ ସବୁ ବେଳେ ଦେଶୀ ଘିଅ, ବୀଣା, ମହୁ, ଶଙ୍ଖ, କଉଡି, ଚନ୍ଦନ, ଗଙ୍ଗାଜଳ ରଖିବା ନିହାତି ଭାବେ ଦରକାର । ଏହା ଭଗବାନ ମହାଭାରତ କାଳରେ କହିଥିଲେ ।

Leave a Reply

Your email address will not be published. Required fields are marked *