Exclusive: ଝିଅର ରିଲେସନ ବିଷୟରେ ଜାଣି ଆମେ ପ୍ରଥମେ…. ଦେଖନ୍ତୁ କାନ୍ଦି କାନ୍ଦି କଣ କହିଲେ Swetaଙ୍କ ବାପା

ନମସ୍କାର ବନ୍ଧୁଗଣ, ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତାଙ୍କ ମୃତ୍ୟୁ ମାମଲାକୁ ନେଇ ବର୍ତ୍ତମାନ ସସପେନ୍ସ ରହିଛି କାରଣ ସେ ତାଙ୍କ ଡାଏରୀରେ ଅନେକ ଗୁଡାଏ କଥା ଲେଖିଯାଇଛି । ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଜେଣ ଯୁବକଙ୍କ ବିରୁଦ୍ଧରେ ଏହାର କାରଣ କଣ ହୋଇପାରେ ଓ ଉଚ ଶିକ୍ଷିତା ଝିଅ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ କଣ ପାଇଁ ନେଲେ ତାହାକୁ ନେଇ ଶ୍ଵେତାଙ୍କ ବାପା ନିଜର ରାଏ ଦେଇଛନ୍ତି । ଶ୍ଵେତାଙ୍କ ବାପା କହିଛନ୍ତି ମଣିଷର ହୃଦୟକୁ ବାଧିଥିବ କି ତାର ଇଜ୍ଜତ ଉପରେ ଆଞ୍ଚ ଆସିଥିବ ସେତେବେଳେ ସେ ଆତ୍ମହତ୍ୟା କରେ ।

ଶ୍ଵେତାଙ୍କ ବାପା ଏଫାୟାରରେ ଲେଖିଛନ୍ତି ସେହି ଯୁବକଙ୍କ ବିରୁଦ୍ଧରେ କି ଯୁବକ ଜଣକ ଶ୍ଵେତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନ ଦେଇଛନ୍ତି ଯାହା ପାଇଁ ତାର ସତ୍ୟାନାଶ ହୋଇଛି ଆଉ ଝିଅ ଆଜି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି । ଯୁବକ ହେଉଛନ୍ତି ସୋମ୍ୟଜିତ ମହାପାତ୍ର ଯିଏ ଶ୍ଵେତାଙ୍କୁ ପ୍ରେମ ଜାଲରେ ଫସାଇ ପରେ ଧୋକା ଦେଇଥିଲେ ।

ଯେତେବେଳେ ଶ୍ଵେତାଙ୍କ ପରିବାର ଲୋକେ ତାଙ୍କର ପ୍ରେମ ବିଷୟରେ ଜାଣିଲେ ସେ ଶିକ୍ରେଟ ରଖି ବାହାଘର କରିବାକୁ ଚେଷ୍ଟା କରିଲେ ଯୁବକଙ୍କ ସହ । ସୋମ୍ୟଙ୍କ ଘରକୁ ୨ ଥର ଯାଇ ସାରିଥିଲେ ଶ୍ଵେତାଙ୍କ ପରିବାର ଲୋକେ କିନ୍ତୁ ସେମାନେ ପଇସା ଡିମାଣ୍ଡ କରିବାରୁ ଶ୍ଵେତାଙ୍କ ବାପା ମନା କରି ଦେଇଥିଲେ ।

ଶ୍ଵେତାଙ୍କୁ କେଉଁ ଭଳି ଯନ୍ତ୍ରଣା ଦିଆଯାଉଥିଲା ସେହି ବିଷୟରେ ବାପା ହିସାବରେ କହିପାରିବେ ନାହି ବୋଲି ତାଙ୍କ ବାପା କହିଛନ୍ତି । ସୋମ୍ୟଙ୍କ ବିରୁଦ୍ଧରେ କଡା କାର୍ଯ୍ୟ ଅନୁଷ୍ଠାନ ହେଉ ବୋଲି ଶ୍ଵେତାଙ୍କ ବାପା ଆଶା ରଖିଛନ୍ତି । ଯେତେବେଳେ ସୋମ୍ୟଙ୍କ ପରିଆବର ଲୋକେ ଡିମାଣ୍ଡ ପାଇଁ ଟର୍ଚର କରିଲେ ଶ୍ଵେତାଙ୍କୁ ଶ୍ଵେତାଙ୍କ ବାପା ପୁଣି ଥରେ ଯାଇଥିଲେ ଏହାର ସମାଧାନ କରିବାକୁ କିନ୍ତୁ ସେମାନେ ମାନିଲେ ନାହି ।

ଶ୍ଵେତା ମୃତ୍ୟୁ ପୂର୍ବରୁ ତାଙ୍କ ସାଙ୍ଗ ମାନଙ୍କୁ ମଧ୍ୟ କିଛି ଜଣାଇ ନାହାନ୍ତି । ଶ୍ଵେତା ପପ କୁ ଯାଇଛି କହି ରାତିରେ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରିଲେ ନାହି । ଅଧିକ ଡିପ୍ରେସନରେ ରହିବାରୁ ଶ୍ଵେତା ଏଭଳି ପଦକ୍ଷେପ ନେଲେ ବୋଲି ଶ୍ଵେତାଙ୍କ ବାପା କହିଛନ୍ତି ।

ଏମିତିକି ସୋମ୍ୟ ଶ୍ଵେତାଙ୍କ କିଛି ଫୋଟୋ ରଖି ବ୍ଲାକମେଲ କରୁଥିଲେ ଯାହା ଜାଣିବା ପରେ ଶ୍ଵେତାଙ୍କ ପରିବାର ସୋମ୍ୟଙ୍କ ଘରକୁ ବିବାହ ପାଇଁ ପ୍ରସ୍ତାବ ନେଇଯାଇଥିଲେ । ଏଭଳି କୌଣସି କେସ କୌଣସି ବାପର ଝିଅ ସହ ନ ହେଉ ଏବଂ ଝିଅଙ୍କ ସହ ଅନ୍ୟାୟ ନ ହେଉ ବୋଲି ଶ୍ଵେତାଙ୍କ ବାପା ଦାବି କରିଛନ୍ତି । ପ୍ରଥମେ ଶ୍ଵେତାଙ୍କ ମୃତ୍ୟୁ ମାମଲା ଅପମୃତ୍ୟୁ ଭାବେ ରୁଜୁ କରାଯାଇଥିଲା ।

କିନ୍ତୁ ପରେ ତାଙ୍କ ବାପା ଯାଇ ଏଫାୟାର ଦେଇଥିଲେ ସୋମ୍ୟଙ୍କ ବିରୁଦ୍ଧରେ । ଶ୍ଵେତା ଦାହ ସଂସ୍କାର ସରିବା ପରେ ତାଙ୍କ ବାପା ଏଫାୟାର ଦେଇଥିଲେ । ଯେମିତି ହେଉ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ପୋଲିସ ଶ୍ଵେତାଙ୍କ ବାପାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *