ଦେଖନ୍ତୁ Rudra Maharathyଙ୍କ ମହାନତା ! ନିଜ ହାତରେ ପରଶିଲେ ଲୋକଙ୍କୁ ରନ୍ଧା ଖାଦ୍ୟ ବିଧାୟକ, Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ସାରା ରାଜ୍ୟ ରେ ବର୍ଷା ଲାଗି ରହିଥିଲା । ଯାହା ପାଇଁ ବରସର ପରିମାଣ ଚଳିତ ମାସରେ ଏତେ ଜୋର ରେ ହୋଇଥିଲା କି ସାରା ରାଜ୍ୟରେ ବନ୍ୟା ସ୍ଥିତି ଦେଖା ଯାଇଛି । ବନ୍ୟା ର କରାଳ ରୂପ ଏତେ ଭୟଙ୍କର ହୋଇଛି କି ଲୋକ ମାନେ ବନ୍ୟା ପାଣିରେ ଘେରି ରହି ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି । କାହାର ଘର ଭାଙ୍ଗି ଯାଇ ପାଣିରେ ଭାସି ଯାଇଛି ତ ଲୋକ ମାନେ ଭଲ ଖାଦ୍ୟ କି ପାଣି ପିଇବାକୁ ପାଉ ନାହାନ୍ତି । ଯାହା ଫଳରେ ସାରା ରାଜ୍ୟରେ ଅନେକ ସମସ୍ଯା ଦେଖା ଯାଇଛି ।

ଏହାରି ମଧ୍ୟରେ ବନ୍ୟା ସ୍ଥିତି ରୁ ଲୋକ ମାନଙ୍କୁ ଉଦ୍ଧାର କରିବାକୁ ଓ ସାହାଜ୍ଯ କରିବାକୁ ଆଗେଇ ଆସିଛନ୍ତି ପିପିଲି ବିଧାୟକ ରୁଦ୍ର ମହାରଥୀ । ସେ ନିଜେ ଜଣେ ବିଧାୟକ ହେଲେ ବି ବନ୍ୟା ପାଣି ରେ ନିଜ ଦଳ ଙ୍କ ସହ ମିଶି ଲୋକ ମାନଙ୍କୁ ସାହାଜ୍ଯ କରିବାକୁ ହାତ ବଢାଇଛନ୍ତି ।

ତେବେ ସୂଚନା ଅନୁଯାୟୀ ରୁଦ୍ର ଭାଇ କିଛି ନେମିତି କାମ କରୁଛନ୍ତି ଯାହାକୁ ନେଇ ବର୍ତ୍ତମାନ ସାରା ରାଜ୍ୟ ରେ ଚର୍ଚ୍ଚା ରେ ବିଷୟ ବସ୍ତୁ ପାଲଟିଛି । ସେ ଡେଲାଙ୍ଗ ମନିନ୍ଦା ରେ ବନ୍ୟା ପ୍ରବାହିତ ଲୋକ ମାନଙ୍କୁ ନିଜେ ଖାଦ୍ୟ ପରଷିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରନ୍ଧା ଖାଦ୍ୟ ଅସହାୟ ଲୋକ ମାନଙ୍କ ପାଇଁ ରାନ୍ଧି ନିଜେ ରୁଦ୍ର ଭାଇ ଲୋକ ମାନନଙ୍କୁ ଖାଦ୍ୟ ଖାଇବାକୁ ବାଧ୍ୟ ଦେଉଛନ୍ତି ଯାହାର ଦ୍ରୁଶ୍ଯ ଆପଣ ମାନେ ଏହି ଭିଡୋ ରେ ଦେଖି ପାରିବେ । ବନ୍ୟା ପାଣି ଗାଁ ଗାଁ ମାନଙ୍କରେ ପସିବାରୁ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଏମିତିକି ଲୋକ ମାନଙ୍କର ରନ୍ଧା ଚୁଲି ମଧ୍ୟ ଭାଙ୍ଗିଯାଇ ବନ୍ୟା ପାଣି ରେ ଭାସି ଯାଇଛି ।

ଯାହା ପାଇଁ ସେମାନେ ଭଲ ଖାଇବାକୁ କି ପାଣି ପିଇବାକୁ ନ ପାଇ ଅନେକ ସମସ୍ୟାର ଶିକାର ହେଉଛନ୍ତି । ତେବେ ଏହି ବିପଦ ସମୟରେ ରୁଦ୍ର ଭାଇ ଦେବଦୂତ ସାଜି ଅସହାୟ ଲୋକ ମାନଙ୍କୁ ସାହାଜ୍ଯ କରିବାକୁ ହାତ ବଢାଇଛନ୍ତି । ସେ ନିଜେ ରନ୍ଧା ଖାଦ୍ୟ ଲୋକ ମାନଙ୍କୁ ଖାଇବାକୁ ଦେଉଛନ୍ତି ଆଉ ଲୋକ ମାନେ ମଧ୍ୟ ଖୁସି ସହକାରେ ତାଙ୍କ ହାତରୁ ଖାଦ୍ୟ ଗ୍ରହଣ କରୁଛନ୍ତି ।

ନିଜେ ରୁଦ୍ର ଭାଇ ଖାଦ୍ୟ ହାତରେ ଧରି ଲୋକ ମାନଙ୍କୁ ଖାଇବାକୁ ଦେଉଛନ୍ତି ଆଉ ତାଙ୍କର ଭଲ ମନ୍ଦ ବୁଝୁଛନ୍ତି । ଗାଁ ଗାଁ ବୁଲି ରୁଦ୍ର ଭାଇ ବନ୍ୟା ପାଣିର ସ୍ଥିତି ଅନୁଧ୍ୟାନ କରିବା ସହ ଲୋକେ କିପରି ସୁରକ୍ଷିତ ଜାଗାରେ ରହି ପାରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି । ତାଙ୍କର ଏଭଳି ମହତ କାମକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

ଏମିତିକି ଲୋକ ମାନେ ତାଙ୍କୁ ସାବାସି ଦେବାରେ ଲାଗିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ରୁଦ୍ର ଭାଇ ଙ୍କ ଏଭଳି ମହତ କାମକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *