ଝିଅ ତୁ ବ୍ୟସ୍ତ ହଅନି ମୁଁ ଅଛି, 5 କୋଟି କଣ 5 ଟଙ୍କା ବି ଦେବାନି.. ଦେଖନ୍ତୁ ବୋହୂ Truptiକୁ କଣ କହିଲେ ଶାଶୁ Aparajita

ଝିଅ ତୁ ବ୍ୟସ୍ତ ହଅନି ମୁଁ ତୋ ସହ ରହିଛି ଆଉ ରହିଥିବି ଆମେ ପ୍ରକୃତି କୁ ୫ କୋଟି କଣ ୫ ଟଙ୍କା ବି ଦେବା ନାହି । ସେ ଯେଉଁ କୋର୍ଟ ରେ କେସ କରୁଛି କରୁ ଆମ ଘର ସେ ଭାଙ୍ଗିବକୁ ଚେଷ୍ଟା କରିଛି ତୋ ଠାରୁ ତୋ ସ୍ଵାମୀକୁ ଛଡାଇ ନେବାକୁ ଚେଷ୍ଟା କରିଛି ମୋ ପୁଅକୁ ସେ ପ୍ରକୃତି ନିଷାଡି କରି ଦେଇଛି ତୁ ତାକୁ ଠିକ ପେଟେନ ମେଡ଼ିସିନ ଦେଇଛୁ ଆମେ ନ୍ୟାୟ ପାଇଁ ଲଢୁଛେ ଯିଏ ନ୍ୟାୟ ପାଇଁ ଲଢେ ତାଙ୍କର କିଛି ବି କ୍ଷତି ହୁଏ ନାହି । ତୋ ସହ ସୋ ଶାଶୁ ରହିଛି ବୋଧ ହୁଏ ଏମିତି କିଛି କହି ତୃପ୍ତି ଙ୍କୁ ସାନ୍ତ୍ଵନା ଦେଇଥିବେ ତାଙ୍କ ଶାଶୁ ଅପରାଜିତା ମହାନ୍ତି ।

ପୂର୍ବ ରୁ ଅପରାଜିତା ନିଜ ପୁଅ ବାବୁସାନ ଙ୍କ ବିରୁଦ୍ଧରେ ଯାଇ ବୋହୂ ତୃପ୍ତି ଙ୍କ ପକ୍ଷ ନେଇଥିଲେ । ଥାନା ରେ କେସ ଦେବା ଠାରୁ ଆରମ୍ଭ କରି ପ୍ରତେକ ସମୟରେ ଅପରାଜିତା ତାଙ୍କ ବୋହୂ ତୃପ୍ତି ଙ୍କ ସହ ଛିଡା ହୋଇଛନ୍ତି । କାରଣ ମା ହିସାବ ରେ ଜାଣିଥିଲେ ତାଙ୍କ ପୁଅ ବାବୁସାନ ଖରାପ ବାଟ ରେ ଯାଉଛନ୍ତି । ସେଥିପାଇଁ ସେ ବୋହୂ ତୃପ୍ତି ଙ୍କ ସପକ୍ଷରେ ଛିଡା ହୋଇଥିଲେ ।

ସେତେବେଳେ ସାରା ଦୁନିଆ ଦେଖିଥିଲା ଗୋଟେ ସାଉ ଆଉ ବୋହୂ ମଧ୍ୟରେ କେମିତି ସମ୍ପର୍କ ରହିବା ଦରାକର । ତୃପ୍ତି ଙ୍କ ଅସୁବିଧା ସମୟରେ ଶାଶୁ ଅପରାଜିତା ସାହାଜ୍ଯ ର ଖୁଣ୍ଟ ହୋଇ ଛିଡା ହୋଇଥିଲେ । ଆଉ ଏବେ ପ୍ରକୃତି ହାଇ କୋର୍ଟ ରେ କେସ କରିବା ପରେ ଭୁବନେଶ୍ଵର କୋର୍ଟ ରେ ୫ କୋଟି ୧୦ ହଜାର ଟଙ୍କା ର ମାନ ହାନି କେସ କରିଛନ୍ତି ।

ଏହି କେସ ତୃପ୍ତି ଶତପଥି ଓ ତାଙ୍କ ବାପା ଲଲିତ ଶତପଥି ଙ୍କ ନାଁ ରେ ରୁଜୁ ହୋଇଛି । ଏଭଳି କଠିନ ସ୍ଥିତି ରେ ବୋହୂ ସହ ଛିଡା ହୋଇଛନ୍ତି ଶାଶୁ ଅପରାଜିତା ମହାନ୍ତି । ସେ ୫ କୋଟି କଣ ୫ ଟଙ୍କା ଦେବେ ନାହି ବୋଲି ବୋହୂ କୁ କହିଛନ୍ତି ଅପରାଜିତା ମହାନ୍ତି ବୋଲି ସୂଚନା ମିଳିଛି । ତେବେ ବନ୍ଧୁଗଣ ବାବୁସାନ- ପ୍ରକୃତି-ତୃପ୍ତି ବିବାଦ ଗତ କିଛି ଦିନ ତଳେ ଦେଖା ଯାଇଥିଲା ।

ଏହି ବିବାଦ ଥମି ଆସୁ ଥିବାରୁ ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଗତ କିଛି ଦିନ ତଳେ ବାବୁସାନ ନିଜ ସ୍ତ୍ରୀ ତୃପ୍ତି ଓ ଶ୍ଵଶୁର ଲଲିତ ଶତ୍ପଥୀଙ୍କର କିଛି ବି ହେବାକୁ ଦେବେ ନାହି ଆଉ ଦୁହିଙ୍କୁ ଭୁଲ ମାଗିଥିଲେ ଭିଡିଓ ଜରିଆରେ କିନ୍ତୁ ପ୍ରକୃତି ଙ୍କୁ ଭୁଲ ମାଗି ନ ଥିଲେ । ଯାହା ପରେ ପ୍ରକୃତି ରାଗି ଯାଇ କୁଆଡେ ମାନହାନି କେସ ଦାୟର କରିଛନ୍ତି ବୋଲି ସୂଚନା ମିଳିଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *