ଜୀବନ ରେ ଅଛନ୍ତି ବହୁତ ଚିନ୍ତିତ ତେବେ ରାଶି ଅନୁଯାଇ ଚାଲିଶା ପାଠ କରନ୍ତୁ, ଦେଖିବେ ଏହାର ପ୍ରଭାବ ବଦଳାଇଦେବ ଜୀବନ

ସବୁ ଲୋକ କରୋନା ଭାଇରସ ସଂକ୍ରମଣ ଠାରୁ ଡଋ ଯାଇଛନ୍ତି ଏବଂ ସରକାର ଆଜ୍ଞା ଅନୁଯାଇ ଘରେ ରହୁଛନ୍ତି, ତେବେ କେବଳ ଘରେ ରହିଲେ ଆପଣ ଏହି ସଂକ୍ରମଣ ଠାରୁ ବଞ୍ଚି ପାରିବେ ନାହିଁ । ଏହି ଭୟଙ୍କର ରୋଗ ଠାରୁ ବଞ୍ଚିବା ପାଇଁ ଘର ସଫା ସୁତୁରା ରଖିବା ଉଚିତ ଏବଂ ଏହା ସହ ସବୁଠାରୁ ମହତ୍ଵପୂର୍ଣ କାମ ଭଗବାନଙ୍କ ଆରାଧନା କରିବା ଉଚିତ ଅଟେ, ଆମେ ପ୍ରତିଦିନ ସବୁ ପ୍ରକାର ରୋଗ ଦୋଷ ଠାରୁ ମୁକ୍ତି ପାଇବା ପାଇଁ ମନ୍ତ୍ର ଜାପ କରିଥାଉ ଏବଂ ଦେବୀ ଦେବତାଙ୍କ ସ୍ତୁତି କରିଥାଉ । ଏହା ଛଡା ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ରାଶି ଅନୁଯାଇ ଚାଲିସା ପାଠ କରିବା ଉଚିତ, ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ, ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ଚାଲିସା ପାଠ କରିବା ଉଚିତ ।

ମେଷ :

ଏହି ରାଶି ଜାତକ ଲୋକ ବହୁତ ଚଞ୍ଚଳ ହୋଇଥାନ୍ତି, ଏହି ଅଭ୍ୟାସ ପାଇଁ ଏହି ଲୋକ ବହୁତ ଥର ବଡ ବଡ ଅସୁବିଧାରେ ପଡିଥାନ୍ତି । ସେଥିପାଇଁ ଏହି ରାଶି ଲୋକଙ୍କୁ ହନୁମାନ ଚାଲିସା ପାଠ କରିବା ଉଚିତ, ଏହି ପାଠ ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ ଅଟେ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ବିଶେଷ କରି ମଙ୍ଗଳବାର ଦିନ ହନୁମାନ ଚାଲିସା ପାଠ କରିବା ବହୁତ ସୁଖମୟ ହୋଇଥାଏ, ଏହି ପାଠ ଦ୍ଵାରା ସବୁ ପ୍ରକାର ସମସ୍ୟା ଦୂର ହୋଇଥାଏ ।

କର୍କଟ :

ଏହି ରାଶି ଜାତକ ଲୋକ ବହୁତ ଜିଦି ହୋଇଥାନ୍ତି ଏବଂ ତାଙ୍କ ପାଇଁ ଶିବ ଚାଲିସା ପାଠ କରିବା ଉଚିତ ଅଟେ । କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।

କୁମ୍ଭ :

ଏହି ରାଶି ଲୋକଙ୍କୁ ଅନ୍ୟ ଲୋକଙ୍କୁ ହଇରାଣ କରିବା ଉଚିତ ନୁହ ତେବେ ଏହି ରାଶି ଲୋକଙ୍କୁ ସରସ୍ଵତୀ ମାତା ଆରାଧନା କରିବା ଉଚିତ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରାଖୀ କାର୍ଯ୍ୟ କରନ୍ତୁ । ଚାକିରି ରେ ଅଫସର ଲୋକଙ୍କ ସହ ଭୁଲ ବୁଝା ମଣା ହୋଇ ପାରେ । ଅଳପ ବହୁତ ଅସୁବିଧା ପାଇଁ ମନ ଚିନ୍ତା ରେ ରହିବ କିନ୍ତୁ ପରେ ସବୁ ଠିକ ରହିବ ।

ବିଛା :

ଏହି ରାଶି ଜାତକ ଲୋକଙ୍କୁ ପ୍ରତିଦିନ ହନୁମାନ ଚାଲିସା ପାଠ ସହ ତୁଳସୀ ପତ୍ର ଭୋଗ କରିବା ଉଚିତ ଏହା ଦ୍ଵାରା ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ । ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଅନ୍ୟ ଲୋକଙ୍କ ସାହାଜ୍ଯ ଦ୍ଵାରା ଆପଣ ଆଜି ଲାଭ ପ୍ରାପ୍ତ କରିବେ, ସରକାରୀ ଲାଭ ପ୍ରାପ୍ତି କରିବେ, ନୂଆ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇବ ।

Leave a Reply

Your email address will not be published. Required fields are marked *