ଆଜିକାଲି ଫିଟ ଏବଂ ସୁସ୍ଥ ରହିବା ପାଇଁ ମହିଳା ହୁଅନ୍ତୁ କି ପୁରୁଷ କେବେ ହେଲେ ଜିମ ଯିବାକୁ ଭୁଲନ୍ତି ନାହିଁ । ଜିମ ଯିବା ସହିତ ଗୋଟେ ଭଲ ଜୀବନଶୈଳୀ ଫଲୋ କରିବା ବହୁତ ଜରୁରୀ । ମହିଳା ଏବଂ ପୁରୁଷ ଦୁଇଜଣଙ୍କ ଶରୀର ହିସାବରେ ଅଲଗା ଅଲଗା ପ୍ରକାରର ୱାର୍କଆଉଟ କରିକି ହିଁ ଫିଟ ରହିପାରିବେ । ଆଜି ଆମେ ଆପଣଙ୍କୁ ମହିଳାମାନଙ୍କ ପାଇଁ କିଛି ଖାସ ଉପାୟ କହିବୁ ଯାହାକୁ ଫଲୋ କରି ସେ ତାଙ୍କ ବଡିକି ଫିଟ ଏବଂ ଫାଇନ କରିପାରିବ ।
ଏହି ଉପାୟକୁ ଆପଣାଇ ସେ ସ୍ଲିମ ବଡି ପାଇବା ସହିତ ଆଗ ଅପେକ୍ଷା ବହୁତ ଷ୍ଟ୍ରଙ୍ଗ ବି ହେଇପାରିଗେ ।
କୌଣସି ବି ବଡିବିଲ୍ଦିଙ୍ଗ ଏକ୍ସରସାଇଜ କୁ ଆରମ୍ଭ କରିବା ପୂର୍ବରୁ ଜାଣି ନେବା ବହୁତ ଜରୁରୀ କି ଆପଣଙ୍କ ବଡି ଏହାପାଇଁ ପ୍ରସ୍ତୁତ ଅଛି କି ନାହିଁ । ଏଥିପାଇଁ ଆପଣ ଆପଣଙ୍କର ଡାକ୍ତରଙ୍କ ସହ ପରାମର୍ଶ କରି ଆପଣଙ୍କ ପୁରା ବଡିକୁ ଯାଞ୍ଚ କରାଇ ପାରିବେ । ଏହାଛଡା ବଡିବିଲ୍ଦିଙ୍ଗ ପାଇଁ କୌଣସି ଭଲ ଜିମକୁ ବାଛିବା ଯାହାର ବାତାବରଣ ଭଲ ହୋଇଥିବା ସହିତ ଆପଣଙ୍କର ଜିମ ଟ୍ରେନର ବି ଖାସ ଅଭ୍ଯାସଗତ ହୋଇଥିବେ ଯିଏ ଆପଣଙ୍କୁ ଭଲରେ ଗାଇଡ କରିପାରିବେ ।
ଏହାଛଡା ବଡିବିଲ୍ଦିଙ୍ଗ ଏକ୍ସରସାଇଜ କରିବା ସମୟରେ ଏହାର ବି ଧ୍ୟାନ ରଖିବେ କି ଏହା ଆପଣଙ୍କ ଜୀବନଶୈଳୀକୁ ସୁଟ କରୁଛି କି ନାହିଁ । ଏହାସହ ଲିଫ୍ଟିଙ୍ଗ ଏକ୍ସରସାଇଜ କରିବା ପୂର୍ବରୁ ଧ୍ୟାନ ଦେବାକୁ ହେବ କି ଆପଣଙ୍କର ମାଂସପେଶୀ ଏବେ ଏତିକି ଓଜନ ଉଠାଇବା ପାଇଁ ପ୍ରସ୍ତୁତ ଅଛି କି ନାହିଁ ।
ହଠାତ ଏକା ସାଙ୍ଗରେ ଅଧିକ ୱାର୍କଆଉଟ କରିବେ ନାହିଁ ଏଥିପାଇଁ ଆପଣଙ୍କ ବଡିରେ ଦରଜ ଏବଂ ମାଂସପେଶୀ ରେ ବି ଦରଜ ହୋଇ ପାରେ । ଏହା ଥିଲା ସେହି ବଡି ଟିପ୍ସସ ଯାହାକୁ ଆପଣାଇ ମହିଳାମାନେ ତାଙ୍କ ବାଡିକୁ ପତଳା ଏବଂ ବହୁତ ଭଲ ବଡି କରିପାରିବେ ଏବଂ ବହୁତ ପ୍ରକାର ରୋଗରୁ ବି ନିଜକୁ ବଞ୍ଚାଇ ପାରିବେ । ଯେମିତି କି ହାର୍ଟ ସହିତ ଯୋଡି ହୋଇଥିବା ସମସ୍ୟା , ଡାଏବେଟିସ ଏବଂ ମୋଟାପଣ ଆଦି । ଏହା ସହିତ ଯଦି ବଡି ବିଲ୍ଦିଙ୍ଗ ପାଇଁ ଆପଣଙ୍କ କିଏ ସହଯୋଗି ଥାନ୍ତି ତାହେଲେ ଏଥିରେ ବି ଆପଣଙ୍କୁ ବହୁତ ଫାଇଦା ହେଇପାରେ ।