ଜିମ ନୁହେଁ ବରଂ ଏବେ ଏହି ସହଜ ବଡି ବିଲ୍ଦିଙ୍ଗ ଉପାୟକୁ ଆପଣାଇ ଆପଣ ବି ପାଇ ପାରିବେ ପତଳା ବଡି, ଗୋଟେ ଥର ନିହାତି ଆପଣାନ୍ତୁ ଏହି ଉପାୟ

ଆଜିକାଲି ଫିଟ ଏବଂ ସୁସ୍ଥ ରହିବା ପାଇଁ ମହିଳା ହୁଅନ୍ତୁ କି ପୁରୁଷ କେବେ ହେଲେ ଜିମ ଯିବାକୁ ଭୁଲନ୍ତି ନାହିଁ । ଜିମ ଯିବା ସହିତ ଗୋଟେ ଭଲ ଜୀବନଶୈଳୀ ଫଲୋ କରିବା ବହୁତ ଜରୁରୀ । ମହିଳା ଏବଂ ପୁରୁଷ ଦୁଇଜଣଙ୍କ ଶରୀର ହିସାବରେ ଅଲଗା ଅଲଗା ପ୍ରକାରର ୱାର୍କଆଉଟ କରିକି ହିଁ ଫିଟ ରହିପାରିବେ । ଆଜି ଆମେ ଆପଣଙ୍କୁ ମହିଳାମାନଙ୍କ ପାଇଁ କିଛି ଖାସ ଉପାୟ କହିବୁ ଯାହାକୁ ଫଲୋ କରି ସେ ତାଙ୍କ ବଡିକି ଫିଟ ଏବଂ ଫାଇନ କରିପାରିବ ।

ଏହି ଉପାୟକୁ ଆପଣାଇ ସେ ସ୍ଲିମ ବଡି ପାଇବା ସହିତ ଆଗ ଅପେକ୍ଷା ବହୁତ ଷ୍ଟ୍ରଙ୍ଗ ବି ହେଇପାରିଗେ ।

କୌଣସି ବି ବଡିବିଲ୍ଦିଙ୍ଗ ଏକ୍ସରସାଇଜ କୁ ଆରମ୍ଭ କରିବା ପୂର୍ବରୁ ଜାଣି ନେବା ବହୁତ ଜରୁରୀ କି ଆପଣଙ୍କ ବଡି ଏହାପାଇଁ ପ୍ରସ୍ତୁତ ଅଛି କି ନାହିଁ । ଏଥିପାଇଁ ଆପଣ ଆପଣଙ୍କର ଡାକ୍ତରଙ୍କ ସହ ପରାମର୍ଶ କରି ଆପଣଙ୍କ ପୁରା ବଡିକୁ ଯାଞ୍ଚ କରାଇ ପାରିବେ । ଏହାଛଡା ବଡିବିଲ୍ଦିଙ୍ଗ ପାଇଁ କୌଣସି ଭଲ ଜିମକୁ ବାଛିବା ଯାହାର ବାତାବରଣ ଭଲ ହୋଇଥିବା ସହିତ ଆପଣଙ୍କର ଜିମ ଟ୍ରେନର ବି ଖାସ ଅଭ୍ଯାସଗତ ହୋଇଥିବେ ଯିଏ ଆପଣଙ୍କୁ ଭଲରେ ଗାଇଡ କରିପାରିବେ ।

ଏହାଛଡା ବଡିବିଲ୍ଦିଙ୍ଗ ଏକ୍ସରସାଇଜ କରିବା ସମୟରେ ଏହାର ବି ଧ୍ୟାନ ରଖିବେ କି ଏହା ଆପଣଙ୍କ ଜୀବନଶୈଳୀକୁ ସୁଟ କରୁଛି କି ନାହିଁ । ଏହାସହ ଲିଫ୍ଟିଙ୍ଗ ଏକ୍ସରସାଇଜ କରିବା ପୂର୍ବରୁ ଧ୍ୟାନ ଦେବାକୁ ହେବ କି ଆପଣଙ୍କର ମାଂସପେଶୀ ଏବେ ଏତିକି ଓଜନ ଉଠାଇବା ପାଇଁ ପ୍ରସ୍ତୁତ ଅଛି କି ନାହିଁ ।

ହଠାତ ଏକା ସାଙ୍ଗରେ ଅଧିକ ୱାର୍କଆଉଟ କରିବେ ନାହିଁ ଏଥିପାଇଁ ଆପଣଙ୍କ ବଡିରେ ଦରଜ ଏବଂ ମାଂସପେଶୀ ରେ ବି ଦରଜ ହୋଇ ପାରେ । ଏହା ଥିଲା ସେହି ବଡି ଟିପ୍ସସ ଯାହାକୁ ଆପଣାଇ ମହିଳାମାନେ ତାଙ୍କ ବାଡିକୁ ପତଳା ଏବଂ ବହୁତ ଭଲ ବଡି କରିପାରିବେ ଏବଂ ବହୁତ ପ୍ରକାର ରୋଗରୁ ବି ନିଜକୁ ବଞ୍ଚାଇ ପାରିବେ । ଯେମିତି କି ହାର୍ଟ ସହିତ ଯୋଡି ହୋଇଥିବା ସମସ୍ୟା , ଡାଏବେଟିସ ଏବଂ ମୋଟାପଣ ଆଦି । ଏହା ସହିତ ଯଦି ବଡି ବିଲ୍ଦିଙ୍ଗ ପାଇଁ ଆପଣଙ୍କ କିଏ ସହଯୋଗି ଥାନ୍ତି ତାହେଲେ ଏଥିରେ ବି ଆପଣଙ୍କୁ ବହୁତ ଫାଇଦା ହେଇପାରେ ।

Leave a Reply

Your email address will not be published. Required fields are marked *