ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।
ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ ।
ଜୋକ-୧
ଗୋଟେଥର କଡକ୍ଟର ଛୁଆଟିକୁ ପଚାରିଲା –
ତୁମେ ସବୁବେଳେ ଗେଟ ପାଖରେ ହିଁ ଠିଆ ହେଉଛ ,
ତୁମ ବାପା ଚୌକିଦାର କି ….?
ଛୁଆଟି ବହୁତ ଦୁଷ୍ଟ ଥିଲା ….
କହିଲା – ତମେ ସବୁବେଳେ ମୋତେ ପଇସା ମାଗୁଛ,
ତୁମ ବାପା ଭିକାରି ଅଟେ କି … ?
ଜୋକ-୨
ପାପୁ ଗୋଟେ ଝିଅକୁ ପ୍ରପୋଜ କଲା, ତ ଝିଅଟି ପପୁକୁ ବହୁତ ପିଟିଲା ।
ଚପଳରେ ପିଟିଲା, ବାଡିରେ ପିଟିଲା, ଓ ବହୁତ ଘୋଷାଡ଼ି ଘୋଷାଡ଼ି ପିଟିଲା ।
ପପୁ କପଡା ଝାଡି ଉଠି କହିଲା, ‘ କଣ ତୁମେ ରାଜି ନାହିଁ ବୋଲି ଭାବିବି ‘
ଜୋକ-୩
ଜଜ -ଆପଣଙ୍କୁ ଆପଣଙ୍କ ସଫାଇରେ କଣ କହିବେ ?
ମହିଳା – ଏବେ ମୁଁ କଣ କହିବି । ମୋର ତା ସଫାଇ କାମବଲି କରୁଛି,
ତ ଏହା ବିଷୟରେ ସେହିଁ ଭଲ ଭାବରେ ବୁଝାଇ ପାରିବ ….!!!
ଜୋକ-୪
ପରମ ସତ୍ୟ ଜ୍ଞାନ…….
କୁହାଯାଏକି ସ୍ଵାମୀ ପରିବାରର ହେଡ ହୋଇଥାଏ ….
କିନ୍ତୁ ଲୋକ ଭୁଲି ଯାନ୍ତି କି ସ୍ତ୍ରୀ ପରିବାରର ବେକ ହୋଇଥାଏ ….
ଓ ବେକ ଯେଉଁ ଆଡକୁ ମୋଡିବ,
ହେଡକୁ ତ ସେଇ ଆଡକୁ ମୋଡିବାକୁ ହେବ…..!!!
ଜୋକ-୫
ଡାକ୍ତର :- ଆପଣ ଆସିବାରେ ଡେରି କରିଦେଲେ …..
ପପୁ (ଚିନ୍ତା ଓ ମନ ଦୁଃଖ ଭରା ଶବ୍ଦରେ ) –
କଣ ହେଲା ଡାକ୍ତର ବାବୁ, କେତେ ସମୟ ଅଛି ମୋ ପାଖରେ ….?
ଡାକ୍ତର – ମରୁନ ମ ତମେ, ୬ ଟାରେ ଆପୋଏଣ୍ଟମେଣ୍ଟ ଥିଲା ତମେ ୭ ଟାରେ ଆସୁଛ …!!!
ଜୋକ-୬
ଜଣେ ଦୁଃଖୀ ପତି ସ୍ତ୍ରୀର ଗାଳି ଖାଇ ବାହାରକୁ ବାହାରିଲା
ଓ କୁକୁର ପାଖରେ ଯାଇ ବସିଗଲା ….
ପୁଣି କୁକୁରକୁ କହିଲା – ମୋ ଭିତରେ ଓ ତୋ ଭିତରେ
କେବଳ ଦୁଇଟି ଗୋଡର ଫରକ ଅଛି,
ବାକି ହାଲାତ ଏକା ଭଳିଆ ରହିଛି …!!!
ଜୋକ-୭
ପପୁ ପାଇଲଟର ହେଡଫୋନ ଛଡାଉଥିଲା …
ପାଇଲାଟ – କଣ କରୁଛ ତମେ …?
ପପୁ – ଆଚ୍ଛା, ଟିକେଟ ଆମେକରିବୁ
ଓ ଗୀତ ତମେ ଶୁଣିବ, ଚାଲ ବାହାର କର ହେଡଫୋନ …..!!!
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।