IAS Interview Questions:- ମୋ ଦେହରେ ଜୀବନ ନାହିଁ କିନ୍ତୁ ମୋ ଆଗରେ ଆସିଲେ ସମସ୍ତେ ସ୍ମାଇଲ କରନ୍ତି, ତେବେ କୁହ ମୁଁ କଣ ?

ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ୟୁପିଏସି ପରୀକ୍ଷାରେ ପଚରା ଯାଇଅଛି ।

୧.କେଉଁ ଶିଷ୍ଟର ସ୍ଵାମୀକୁ ଆପଣ ମାନେ ଯିଯା ଡାକି ପାରିବେ ନାହିଁ ?

Image Courtesy: Google

ଉତ୍ତର : ହସ୍ପିଟଲ ଶିଷ୍ଟର

୨. ମୁଁ ଗୋଟେ କିନ୍ତୁ ଗୋଟେ ମଣିଷକୁ ଦୁଇଟି ବନେଇଥାଏ କୁହନ୍ତୁ ମୁଁ କିଏ ?

ଉତ୍ତର : ଅଇନା

୩. ମୁଣ୍ଡ ଅଛି ଲାଞ୍ଜ ଅଛି କିନ୍ତୁ ଗୋଡ ନାହିଁ, ତାର ପେଟ ଅଛି ଆଖି ଅଛି କିନ୍ତୁ କାନ ନାହିଁ ?

ଉତ୍ତର : ସାପ

Image Courtesy: Google

୪. ପେରାଷୁଟ ସର୍ବପ୍ରଥମ କେଉଁ ଦେଶରେ ଆବିଷ୍କାର କରା ଯାଇଥିଲା ?

ଉତ୍ତର : ଫ୍ରାନ୍ସ

୫. ରେଳଗାଡି ଇନଯନରେ ଶୋଚାଳୟ କଣ ପାଇଁ ନଥାଏ ?

ଉତ୍ତର : ୨୦୧୬ ପର୍ଯ୍ୟନ୍ତ ନଥିଲା କିନ୍ତୁ ବର୍ତମାନ ଅଛି ।

୬. ଭାରତ ଏମିତି କେଉଁ ରେଲୱେ ଷ୍ଟେସନ ଅଛି ଯେଉଁଠି କେବଳ ମହିଳା କର୍ମଚାରୀ ଅଛନ୍ତି ?

ଉତ୍ତର : ମନ୍ତୁଙ୍ଗା ରେଲୱେ ଷ୍ଟେସନ

୭. ୱାଇଫାଇ କେତେ ଦୂର ପର୍ଯ୍ୟନ୍ତ କନେକ୍ଟ କରି ପାରିଥାଏ ?

ଉତ୍ତର : ୯୨ ମିଟର ପର୍ଯ୍ୟନ୍ତ

୮. ଖିରରେ କେଉଁ ଏସିଡ ହୋଇଥାଏ ?

ଉତ୍ତର : ଲାକ୍ଟିକ ଏସିଡ

୯. ଆଗରା ତାଜମହଲ କେଉଁ ବ୍ୟକ୍ତି ବଣାଇଥିଲେ ?

ଉତ୍ତର : ଶାହଜହାଁ

୧୦. ଆମ ମେରୁ ଦଣ୍ଡରେ କେତୋଟି ହାଡ ଅଛି ?

ଉତ୍ତର : ୩୩ଟି ହାଡ

Image Courtesy: Google

୧୧. ଭାରତ କେଉଁ ରାଜ୍ଯରେ ସବୁଠାରୁ ଅଧିକ ମନ୍ଦିର ଅଛି ?

ଉତ୍ତର : ତାମିଲନାଡୁ ରେ

୧୨. ଚନ୍ଦ୍ର ଉପରେ ପାଣି ଅଛି ଏହାର ଖୋଜ କେଉଁ ଦେଶ ଦ୍ଵାରା କରା ଯାଇଥିଲା ?

ଉତ୍ତର : ଭାରତ ଦ୍ଵାରା

୧୩. କେଉଁ ଯିବ ରକ୍ତ ଧଳା ରଙ୍ଗର ହୋଇଥାଏ ?

ଉତ୍ତର : କକରୋଚ ର

Image Courtesy: Google

୧୪. ଏମିତି କେଉଁ ଯିବ ଅଟେ ଯାହା ନିଜ ଗୋଡ ବ୍ୟବହାର ଚାଲିବା ପାଇଁ ନୁହ ଶୋଇବା ପାଇଁ କରିଥାଏ ?

ଉତ୍ତର : ବାଦୁଡି

୧୫. ମୋ ଦେହରେ ଜୀବନ ନାହିଁ କିନ୍ତୁ ମୋ ଆଗରେ ଆସିଲେ ସମସ୍ତେ ସ୍ମାଇଲ କରନ୍ତି, ତେବେ କୁହ ମୁଁ କଣ ?

ଉତ୍ତର : କ୍ୟାମେରା

୧୬. ତାହା କଣ ଯାହା ଯେତେ ବ୍ୟବହାର କରିଥାଉ ସେତେ ବଢିଥାଏ, ବାଣ୍ଟିଲେ କେବେ କମି ନଥାଏ ?

ଉତ୍ତର : ଜ୍ଞାନ ବା ବୁଦ୍ଧି

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *