Best Funny Jokes-ଜଣେ ଦୁଃଖୀ ସ୍ଵାମୀ ସ୍ତ୍ରୀ ଠାରୁ ଗାଳି ଖାଇ ଗୋଟେ କୁକୁର ପାଖରେ ଯାଇ ବସିଲା, ଆଉ ତା ପରେ…

ଯେଉଁ ଭଳି  ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।

ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ ।

ଜୋକ-୧

ଗୋଟେଥର କଡକ୍ଟର ଛୁଆଟିକୁ ପଚାରିଲା –

ତୁମେ ସବୁବେଳେ ଗେଟ ପାଖରେ ହିଁ ଠିଆ ହେଉଛ ,

ତୁମ ବାପା ଚୌକିଦାର କି ….?

ଛୁଆଟି ବହୁତ ଦୁଷ୍ଟ ଥିଲା ….

କହିଲା – ତମେ ସବୁବେଳେ ମୋତେ ପଇସା ମାଗୁଛ,

ତୁମ ବାପା ଭିକାରି ଅଟେ କି … ?

ଜୋକ-୨

ପାପୁ ଗୋଟେ ଝିଅକୁ ପ୍ରପୋଜ କଲା, ତ ଝିଅଟି ପପୁକୁ ବହୁତ ପିଟିଲା ।

ଚପଳରେ ପିଟିଲା, ବାଡିରେ ପିଟିଲା, ଓ ବହୁତ ଘୋଷାଡ଼ି ଘୋଷାଡ଼ି ପିଟିଲା ।

ପପୁ କପଡା ଝାଡି ଉଠି କହିଲା, ‘ କଣ ତୁମେ ରାଜି ନାହିଁ ବୋଲି ଭାବିବି ‘

ଜୋକ-୩

ଜଜ -ଆପଣଙ୍କୁ ଆପଣଙ୍କ ସଫାଇରେ କଣ କହିବେ ?

ମହିଳା – ଏବେ ମୁଁ କଣ କହିବି । ମୋର ତା ସଫାଇ କାମବଲି କରୁଛି,

ତ ଏହା ବିଷୟରେ ସେହିଁ ଭଲ ଭାବରେ ବୁଝାଇ ପାରିବ ….!!!

ଜୋକ-୪

ପରମ ସତ୍ୟ ଜ୍ଞାନ…….

କୁହାଯାଏକି ସ୍ଵାମୀ ପରିବାରର ହେଡ ହୋଇଥାଏ ….

କିନ୍ତୁ ଲୋକ ଭୁଲି ଯାନ୍ତି କି ସ୍ତ୍ରୀ ପରିବାରର ବେକ ହୋଇଥାଏ ….

ଓ ବେକ ଯେଉଁ ଆଡକୁ ମୋଡିବ,

ହେଡକୁ ତ ସେଇ ଆଡକୁ ମୋଡିବାକୁ ହେବ…..!!!

ଜୋକ-୫

ଡାକ୍ତର :- ଆପଣ ଆସିବାରେ ଡେରି କରିଦେଲେ …..

ପପୁ (ଚିନ୍ତା ଓ ମନ ଦୁଃଖ ଭରା ଶବ୍ଦରେ ) –

କଣ ହେଲା ଡାକ୍ତର ବାବୁ, କେତେ ସମୟ ଅଛି ମୋ ପାଖରେ ….?

ଡାକ୍ତର – ମରୁନ ମ ତମେ, ୬ ଟାରେ ଆପୋଏଣ୍ଟମେଣ୍ଟ ଥିଲା ତମେ ୭ ଟାରେ ଆସୁଛ …!!!

ଜୋକ-୬

ଜଣେ ଦୁଃଖୀ ପତି ସ୍ତ୍ରୀର ଗାଳି ଖାଇ ବାହାରକୁ ବାହାରିଲା

ଓ କୁକୁର ପାଖରେ ଯାଇ ବସିଗଲା ….

ପୁଣି କୁକୁରକୁ କହିଲା – ମୋ ଭିତରେ ଓ ତୋ ଭିତରେ

କେବଳ ଦୁଇଟି ଗୋଡର ଫରକ ଅଛି,

ବାକି ହାଲାତ ଏକା ଭଳିଆ ରହିଛି …!!!

ଜୋକ-୭

ପପୁ ପାଇଲଟର ହେଡଫୋନ ଛଡାଉଥିଲା …

ପାଇଲାଟ – କଣ କରୁଛ ତମେ …?

ପପୁ – ଆଚ୍ଛା, ଟିକେଟ ଆମେକରିବୁ

ଓ ଗୀତ ତମେ ଶୁଣିବ, ଚାଲ ବାହାର କର ହେଡଫୋନ …..!!!

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *