ଏହି ସହଜ ବାସ୍ତୁ ଉପାୟ ବଦଳେଇ ଦେବ ଆପଣଙ୍କ ଜୀବନ

ଯଦି ଘରେ କିଛି ଚିନ୍ତାର ବିଷୟ ରହିଥାଏ ଓ ସେଥିଲାଗି ଘରେ ଝଗଡା ହୋଇଥାଏ, ପରିବାରରେ ପ୍ରେମର ଭାବନା ସମାପ୍ତି ହେଉଛିତା କିଛି ସହଜ ଉପାୟ କରି ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆଣିପାରିବ । ସପ୍ତାହରେ  ଗୋଟେଥର ଘରେ ଗୁଗୁଲର ଧୂପ ଅବଶ୍ୟ ଦିଅନ୍ତୁ । ଏଥିରେ ନକରାତ୍ମକ ଊର୍ଜା ଦୂର ହୋଇଥାଏ । ଏହି ସୁଗନ୍ଧରେ ଚିନ୍ତା ଦୂର ହୋଇଥାଏ । ଏହୁ ଧୂପ ଦେବା ପାଇଁ ଗୁରୁବାର ଦିନ ଠିକ ହୋଇଥାଏ ।

ତାୱାରେ ରୁଟି ପକେଇବା ପୂର୍ବରୁ କ୍ଷୀରରେ ଛିଞ୍ଚିଲେ, ଏଥିରେ ଘର ଲୋକଙ୍କ ଭିତରେ ପ୍ରେମଭାବ ବଢିଥାଏ । ସବୁଦିନ ରୋଟି ଗାଈ ପାଇଁ ବାହାର କରି ରଖିବେ ।

Image Courtesy: Google

ଗାଇକୁ ପୂଜନୀୟ ମନାଯାଇଛି, ସନାତନ ଧର୍ମରେ ଗାଇରେ ଦେବତା ମାନଙ୍କର ବାସ ବୋଲି ମନାଯାଇଥାଏ । କିଛି ପୂଜା କରିବା ପରେ ଫୁଲ , ମାଳାକୁ ଏମିତି ରଖିବା ଉଚିତ ନୁହେଁ । ପୂଜାଘରେ ଶୁଖିଲା ଫୁଲ କେବେ ରଖିବା ଉଚିତ ନୁହେଁ, ଏହା ସହିତ ଅଦରକାରୀ ଜିନିଷ ରଖିବା ଉଚିତ ନୁହେଁ ଓ ଆଡୁସାଡୁ ଜିନିଷକୁ ଘରୁ ବାହାର କରିଦେବ ଉଚିତ ।

Image Courtesy: Google

ଘରର ଦକ୍ଷିଣ – ପୂର୍ବ ଦିଗର ସବୁଜଭରା ଗଛର ଚିତ୍ର ଲଗେଇବା ଉଚିତ । ସନ୍ଥଙ୍କର ଆଶୀର୍ବାଦ ମୁଦ୍ରାରେ ବସିଥିବ ଚିତ୍ର ଲଗେଇବା ଉଚିତ, ସବୁ ଗୁରୁବାର ତୁଲସୀରେ କ୍ଷୀର ଚଢେଇବା ଦରକାର । ଘର ବନେଇବା ସମୟରେ ଧ୍ୟାନ ରଖିବେକି ତିନୋଟି କବାଟ ଗୋଟେ ରେଖରେ ରହିବା ଉଚିତ ନୁହେଁ ।

Image Courtesy: Google

ଘର ନିର୍ମାଣ କରିବା ସମୟରେ ପାଣିର ସ୍ଥାନ ଉତ୍ତର ଦିଗରେ ରଖନ୍ତୁ, ଏଥିରେ ଘରର ଆର୍ଥିକ ସ୍ଥିତି ଠିକ ରହିଥାଏ । ଓ ଘରେ ଧନର ଆଗମନ ହୋଇଥାଏ । ଘରେ ଗୋଟେ ମାଟିର ଘଡା ରଖନ୍ତୁ, ଧ୍ୟାନ ରଖିବେ ଘଡ଼ାରେ ସବୁବେଳେ ପାଣି ଭାରି ହୋଇ ରହୁଥିବ ।

Image Courtesy: Google

କୁହାଯାଏ ମାଟିର ଶୁଦ୍ଧ ବାସ୍ନା ଭଳି ଘରେ ମଧ୍ୟ ସବୁ ସଦସ୍ୟଙ୍କ ଭିତରେ ପ୍ରେମଭାବ ରହିଥାଏ । ଘରର ଅତିଥି କକ୍ଷରେ ପରିବାରର ହସ ଖୁସି ଫୋଟ ଲଗାନ୍ତୁ, ଏହି ଫୋଟକୁ ଏମିତି ଲଗାନ୍ତୁକି ଆସିବାଯିବାବେଳେ ସମସ୍ତଙ୍କ ନଜର ଯେମିତି  ସେହି ଫୋଟ ଉପରେ ପଡିବ । କିଛି ଦିନରେ ଏହାର ପ୍ରଭାବ ଦିଖିବାକୁ ମିଳିବ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *