ପବିତ୍ର ନାରୀର ଥାଏ ଏହି ଖାସ  ୩ ଟି ଗୁଣ- ଚାଣକ୍ୟ ନୀତି

ଆଜିର ସମୟରେ ସମସ୍ତଙ୍କୁ ବୁଝି ପାରିବା ସହଜ ନୁହେଁ । ଆଜିକାଲି ଲୋକ ସାମ୍ନାରୁ କିଛି ଅଲଗା ଓ ଭିତରେ କିଛି ଅଲଗା ରହିଥାନ୍ତି । ସବୁ ବ୍ୟକ୍ତିଙ୍କ ଭିତରେ କିଛି ଭଲ ଗୁଣ ଓ କିଛି ଖରାପ ଗୁଣ ରହିଥାଏ । ଠିକ ସେହିପରି ଟଙ୍କା ବିଚାରବି ଅଲଗା ଅଲଗା ହୋଇଥାଏ । ସେଥିପାଇଁ ଆମର ଭାବିବା ଓ ବୁଝିବାର କ୍ଷମତା ଅଲଗା ହୋଇଥାଏ । ବହୁବାର ଆପଣ ଯେଉଁ କାମ କରୁଛନ୍ତି ସେଟା ଆପଣଙ୍କୁ ଠିକ ଲାଗୁଛି କିନ୍ତୁ ଆଉ କାହାକୁ ଠିକ ଲାଗୁନି । ଏମିତି ବହୁତ ବାର ହୋଇଥାଏ ।

ଭାରତୀୟ ସଂସ୍କୃତିରେ ନାରୀକୁ ଲକ୍ଷ୍ମୀର ସ୍ୱରୂପ ମନାଯାଇଛି, ମା ଅର୍ଣ୍ଣପୂର୍ଣା ସେମାନଙ୍କୁ ପୋଷଣର ବରଦାନ ଦେଇଛନ୍ତି । ଏହା ବହୁତ ପୁରୁଣା କଥା ରହିଛି ଯେଉଁଠି ନାରୀକୁ ପୂଜା କରାଯାଏ ସେଥି ଦେବତମାନେ ବାସ କରନ୍ତି ।

Image Courtesy: Google

ଯେଉଁ ଭଳି ମହିଳା ମାନେ କୁଳର ସମ୍ମାନ ରକ୍ଷା କରିଥାନ୍ତି  ନିଜର ନୈତିକ ଓ ସାମାଜିକ ଆଚରଣକୁ ପବିତ୍ର ରଖିଥାଏ ଅପର ପକ୍ଷରେ କିଛି ସ୍ତ୍ରୀ ଏମିତି ହୋଇଥାନ୍ତି ତାଙ୍କ ଦ୍ଵାରା କରାଯାଉଥିବା କାମ କୁଳର ବିନାଶର କାରଣ ହୋଇଥାଏ । କେମିତି ଜଣା ପଡିବ କେଉଁ ମହିଳା ପବିତ୍ର ଅଟେ ଓ କେଉଁ ମହିଳା ପବିତ୍ର ନୁହେଁ । ଆସନ୍ତୁ ଜାଣିବା ମହିଳାଙ୍କ ବିଷୟରେ କିଛି ବିଶେଷ କଥା । ଯାହାର ଆଧାରରେ ନିସ୍ପତି ନେଇହେବା କେଉଁ  ମହିଳା ଅନ୍ୟ ମହିଳାଙ୍କ ଠାରୁ ଅଲଗା ଅଟେ ।

Image Courtesy: Google

ତାଙ୍କ ସ୍ଵାମୀଙ୍କୁ ସବୁବେଳେ ଭଲ ପାଇଥାଏ ଓ ଅଲଗା ପୁରୁଷଙ୍କ ବିଷୟରେ ଭାବି ନଥାଏ ।ଆଜି ଆମେ ପତିବ୍ରତା ଓ  ଲକ୍ଷ୍ମୀ ସ୍ତ୍ରୀଙ୍କ ବିଷୟରେ କହିବୁ । ଯିଏ କେବେ ତାର ସ୍ଵାମୀକୁ ଧୋକା ଦେଇ ନଥାଏ । ଯେଉଁ ଝିଅ ମାନଙ୍କ ଶରୀରରେ ହଲକା ଚୁଟି ଦେଖିବାକୁ ମିଳିଥାଏ ସେହି ଝିଅ ମାନେ ପବିତ୍ର ହୋଇଥାନ୍ତି । କୁହାଯାଏକି ଏହିଭଳି ଝିଅମାନେ କୌଣସି ପରିସ୍ତିତିରେ ନିଜର ସ୍ଵାମୀ ସାଥ ଛାଡି ନଥାଏ । ଏହିଭଳି ଝିଅ କୌଣସି ପରିସ୍ଥିତିରେ ଡରି ନଥାଏ । କୁହାଯାଏକି ଯେଉଁ ଝିଅର ମୁହଁ ପତଳା ହୋଇଥାଏ ସେ ବହୁତ ବିଶ୍ଵସନୀୟ ହୋଇଥାଏ ।

Image Courtesy: Google

କେବଳ ସେତିକି ନୁହେଁ ସେ ତାର ସ୍ଵାମୀ ପାଇଁ ସବୁବେଳେ ସମର୍ପିତ ରହିଥାଏ । ସେ ତା ସ୍ଵାମୀକୁ ସଚା ପ୍ରେମ କରିଥାଏ । ଏମିତି ମଧ୍ୟ କୁହାଯାଏ ଏହି ମହିଳା ସମସ୍ତଙ୍କ ବିଷୟରେ ବହୁତ ଭଲ ଭାବି ଥାନ୍ତି । ଏମାନେ ହୃଦୟରୁ ସଫା ରହିଥାନ୍ତି, ଏହା ସହିତ ଏହି ଝିଅ ମାନେ ବହୁତ ସଂସ୍କାରୀ ହୋଇଥାନ୍ତି । ଯେଉଁ ସ୍ତ୍ରୀ ଲୋକର ମସ୍ତିସ୍କରେ କଳାଜାଇ ଥାଏ ସେ ତୀବ୍ର ବୁଦ୍ଧି ଓ ଉଚାଭିଳାଷୀ ହୋଇଥାଏ । ଏହିଭଳି ସ୍ତ୍ରୀ ଙ୍କ ପାଖରେ ମାତା ସିତାଙ୍କ ଗୁଣ ବିଦ୍ୟମାନ ହୋଇଥାଏ ।

Image Courtesy: Google

ଏମାନଙ୍କ ହୃଦୟ ବହୁତ ବଡ ହୋଇଥାଏ  ଏମାନେ ନିଜ ଘର ପରିବାରର ସଂସ୍କାରକୁ କେବେ ଭୁଲନ୍ତି ନହିଁ । ତାଙ୍କ ସ୍ଵାମୀକୁ ବହୁତ ପ୍ରେମ କରିଥାନ୍ତି ଓ ସ୍ଵାମୀର ସବୁ କାମରେ ତାଙ୍କ ସାଥ ନିଭେଇ ଥାନ୍ତି । ଯେଉଁ ସ୍ତ୍ରୀଙ୍କ ଉପର ଓଠରେ  ହଲକା ଚୁଟି ଥାଏ ସେ ଧର୍ମ ପୁଣ୍ୟରେ ବିଶ୍ବାସ ରଖୀ ଥାନ୍ତି । ଏମାନଙ୍କ ହୃଦୟରେ ସ୍ଵାମୀ ପାଇଁ ସବୁବେଳେ ପ୍ରେମ ଭରି ରହିଥାଏ । ସେ ତାଙ୍କ ସ୍ଵାମୀକୁ ସବୁବେଳେ ଖୁସି ରଖିଥାନ୍ତି । ସେ ତାଙ୍କ ପୁରା ପରିବାରକୁ ଖୁସିରେ ରଖି ଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *