Special Report: ଜୁନ୍ 1 ରୁ ବଡ ପରିବର୍ତ୍ତନ, ଯାହା ଆପଣଙ୍କୁ ଜାଣିବା ଆବଶ୍ୟକ… ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…

ଆମ ଦେଶ ଏବେ ଆର୍ଥିକ ପରିସ୍ଥି ମଧ୍ୟରେ ଗତି କରୁଛି । କାରୋନା ମହାମାରୀ ଦେଶର ଆର୍ଥକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏହି କାରଣରୁ ଦେଶର ସୁରକ୍ଷା ଓ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରାଖୀ ସରକାର ଅନେକ କିଛି ପରିବର୍ତନ କରିଛନ୍ତି ।

ତେବେ ସେହିପରି ଭାବେ ପୁଣିଥରେ ଦେଖା ଦେଇଛି ଦେଶର ନିଯମରେ କିଛି ପରିବର୍ତନ । ଆସନ୍ତା ୦୧ ଜୁନ ୨୦୨୧ ଠାରୁ ଅନେକ କିଛି ପରିବର୍ତନ ନେଇ ଆସିଛନ୍ତି ଭାରତ ସରକାର । ବିଭିରଣା କ୍ଷେତ୍ରରେ ଅନେକ ପରିବର୍ତନ ଦେଖା ଦେଇଥିବା ବେଳେ ଏହା ଆମର ଜୀବନ ଶୈଳୀରେ କିପରି ପରିବର୍ତନ ଆଣିବା ବା ଏହା ଆମ ଜୀବନ ଉପରେ କିପଋ ପ୍ରଭାବିତ କରିବା ଓ କେଉଁ କେଉଁ କ୍ଷେତ୍ରରେ ଏହି ସବୁ ପରିବର୍ତନ ଦେଖାଯିବା ଆସନ୍ତୁ ଜାଣିବା ।

ଜୁନ ମାସରେ ଇନକମ ଟାକ୍ସ ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ଓ ନିବେଶ କ୍ଷେତ୍ରରେ ଆନେକ ପରିବର୍ତନ ହେବାକୁ ଯାଉଛି । ଏଥିରେ ଆସୁଛି ଏଲପିଜି ସମ୍ପର୍କରେ । ସୂଚନା ମୁତାବକ ଏଲପିଜି ସିଲିଣ୍ଡର ର ଦର ପୁଣିଥରେ ବଦଳିପାରେ । ଜୁନ ୦୧ ତାରିଖରୁ ଏହା ଦର ବଦଳି ପାରେ । ବର୍ତମାନ ଏହାର ଦର ୧୦୦୦ ଟଙ୍କାରୁ କିଛି କମ ରହିଛି । ତେବେ ଏହି ଦର ବଢିବ ବା କମିବ ଏହାର ଦର ନିର୍ଧାରିତ କରିବ ସରକାର ।

ଦ୍ବିତୀଯରେ ଆସୁଛି ଇନକମ ଟାକ୍ସ ରିଟାନ ୱେବସାଇଟରେ ପରିବର୍ତନ ହୋଇଥିବାର ସୂଚନା ମିଳିଛି । ଯଦି ଆପଣ ଇନକମ ଟାକ୍ସ ଦେଉଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଜୁନ ୭ ତାରିଖରୁ ଆଇଟିଆର ନୂଆ ୱେବସାଇଟ ଲଞ୍ଚ କରିବା ତେବେ ଆପଣ ଜୁନ ୧-୬ ତାରିକ ପର୍ଯ୍ୟନ୍ତ ପୁରାତନ ସାଇଟ ବ୍ୟବହାର କରି ପାରିବେ ନାହିଂ । ଅନ୍ୟ ସୂଚନା ଅନୁସାରେ ବଦଳିବା ଆଇଏଫଏସସି କୋଡ ।

କାନାଡା ବ୍ଯାଙ୍କ ସହ ସିଣ୍ଡିକେଟ ବ୍ଯାଙ୍କର ମିଶ୍ରଣ ପାଇଁ ସିଣ୍ଡିକେଟ ବ୍ଯାଙ୍କକୁ ଜୁନ ୩ ତାରିଖ ମଧ୍ୟରେ ଆଇଏଫଏସସି କୋଡ ବଦଳାଇବା ପାଇଁ ନିର୍ଦେଶ ଦିଆ ଯାଇଥିଲା । ତେବେ ଆପଣଙ୍କର ଯଦି ଡିଣ୍ଡିକେଟ ବ୍ଯାଙ୍କରେ ଖାତା ଅଛି ଆପଣ ଜୁନ ମାସ ମଧ୍ୟରେ ନିଜର ଆଇଏଫଏସସି କୋଡ ଅପଡେଟ କରାଇ ନିଅନ୍ତୁ ।

ବଦଳିବା ଚେକ ମାଧ୍ୟମରେ ପେମେଣ୍ଟ କରିବାର ତାରିକା । ସୁଚନା ଥାଉ ଯେ ବ୍ଯାଙ୍କ ଅଫ ବରୋଦା ଗ୍ରାହକଙ୍କ ପାଇଁ ଜୁନ ୧ ତାରିଖରୁ ଚେକ ମାଧ୍ୟମରେ ପେମେନ୍ଟ କରିବାର ତାରିକା ବଦଳି ଜୀବ । ଗ୍ରାହକଙ୍କ ପାଇଁ ବ୍ୟାଙ୍କରେ ଚେକ ପେମେନ୍ଟ ପାଇଁ ପଜିଟିଭ ପେ ସିସ୍ଟେମର ବ୍ୟବସ୍ଥା କରାଯାଇଛି । ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ତଥଯର ସଠିକ ତଥ୍ୟ ନେଲା ପରେହିନ ଟଙ୍କା କାରବାର କରାଯାଇ ପାରିବ ।

ଏହା ସହ ଗୁଗୁଲ ସ୍ଟୋରରେ ପରିବର୍ତନ କରାଯିବ । ଜୁନ ୧ ତାରିଖରୁ ଗୁଗୁଲ ସ୍ଟୋର ପଲିସିରେ ପରିବରତନ କରାଯିବ । ଏହା ଫଳରେ ଆପଣ ଗୁଗୁଲ ଫୋଟୋରେ ଅସୀମାତୀତ ଫୋଟୋ ରାଖୀ ପାରିବେ ନାହିଂ । ଗୁଗୁଲର କହିବା ଅନୁସାରେ ପ୍ରତି ଇଉଜରଙ୍କୁ ୧୫ଜୀବି ଡାଟା ଦିଆଯିବ । ଯଦି ଆପଣ ଏହାଠାରୁ ଅଧିକ ଡାଟା ବ୍ୟବହାର କରିବେ ତେବେ ଏଥିପାଇଁ ଆପଣଙ୍କୁ ଅତିରିକ୍ତ ପଇସା ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *