ଜୁନ ୧ ଠାରୁ ଆପଣଙ୍କ ଜୀବନରେ ହବ ଏହି ୫ଟି ବଡ ପରିବର୍ତନ, କରୋନା କାଳରେ ଏମିତି ପଡିବ ଆପଣଙ୍କ ଜୀବନରେ ପ୍ରଭାବ

କରୋନା ଭାଇରସ ସଂକ୍ରମଣ ପାଇଁ ପୁରା ଦେଶରେ ଲକଡାଉନ ସ୍ଥିତି ଚାଲିଛି, ତେବେ ଏହା ଲକଡାଉନ ର ଚତୁର୍ଥ ଚରଣ ଅଟେ, ପଞ୍ଚମ ଚରଣ କେମିତି ହବ ଏହାର ସୂଚନା କେନ୍ଦ୍ର ସରକାର ତରଫରୁ ବର୍ତମାନ କିଛି କୁହା ଯାଇ ନାହିଁ, ତେବେ ଆର ମାସ ଠାରୁ ଆପଣଙ୍କ ଜୀବନରେ ବହୁତ ପ୍ରକାର ପରିବର୍ତନ ହବାକୁ ଯାଉଛି, ଏଥିରେ ରାସନ କାର୍ଡ, ରେଳ, ରୋଡବେଜ, ଗ୍ଯାସ ସିଲେଣ୍ଡର ଏବଂ ଫ୍ଲାଇଟରେ ମଧ୍ୟ ବହୁତ ପରିବର୍ତନ ହୋଇପାରେ, ଆମେ ଆଜି ଆପଣଙ୍କୁ ଏହି ପରିବର୍ତନ ଗୁଡିକ ବିଷୟରେ କହିବୁ ।

Image Courtesy: Google

୨୦୦ ଟ୍ରେନ ଚାଲିବ :

ଭାରତୀୟ ରେଲବେ ବର୍ତମାନ ଶ୍ରମିକ ଏବଂ ସ୍ପେଶଲ ଟ୍ରେନ ସଂଚାଳନ କରୁଛନ୍ତି, ୧ ଜୁନ ଠାରୁ ରେଳ ମନ୍ତ୍ରାଳୟ ୨୦୦ ଟ୍ରେନ ଚଲେଇବା ପାଇଁ ଘୋଷଣା କରିଛନ୍ତି, ଏହି ଟ୍ରେନ ଗୁଡିକ ପାଇଁ ରିଜର୍ଭେସନ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ରେଲବେ କିଛି ସିଲେକ୍ଟଏଡ ଷ୍ଟେସନରେ ନିଜ ଟିକେଟ କାଉଣ୍ଟର ଖୋଲିବାକୁ ଯାଉଛନ୍ତି, ଯଦି ଆପଣ କେଉଁ ଜାଗାରେ ଫାଶୀ ରହି ଯାଇଛନ୍ତି ତେବେ ଆପାଣଏହି ଟ୍ରେନ ଦ୍ଵାରା ଯାତ୍ରା କରି ପାରିବେ, ଏହି ଟ୍ରେନ ଗୁଡିକ ଆଗ ଭଳି ନିଜ ଟାଇମ ଟେବଲ ଅନୁଯାଇ ଚାଳିବେ ।

Image Courtesy: Google

ଆରମ୍ଭ ହବ ୱନ ନେସନ – ୱନ କାର୍ଡ :

ଦେଶ ସାରାରେ ରାସନ କାର୍ଡ ପାଇଁ ୧ ଜୁନରୁ ୱାନ ନେଶନ ୱାନ କାର୍ଡ ଯୋଜନା ପୂର୍ଣ ଭାବରେ ଲାଗୁ ହୋଇଯିବ, ବର୍ତମାନ ଏହି ସ୍କିମ କେବଳ ୨୦ଟି ରାଜ୍ୟରେ ଲାଗୁ କରା ଯାଇଛି, ତେବେ ଏହି ସ୍କିମ ଅନୁଯାଇ ରାସନ କାର୍ଡ ଅନ୍ୟ ଜାଗାର ଥିଲେ ମଧ୍ୟ ଅନ୍ୟ ଜାଗାରେ ରାସନ ନିଆ ଯାଇ ପାରିବ, ତେବେ ଅନ୍ୟ ରାଜ୍ୟ ରାସନ କାର୍ଡ ଥିଲେ ମଧ୍ୟ ଆବଶ୍ୟକତା ହେଲେ ଆପାଣ ଅନ୍ୟ ରାଜ୍ୟରେ ଆପାଣ ଏହାକୁ ଉପଯୋଗ କରି ପାରିବେ ।

ଗୋ ଏୟର ଉଡିବା ଆରମ୍ଭ ହବ :

ଲୋ ବଜଟ ଏୟରଲାଇମ କମ୍ପାନୀ ଗୋ ଏୟର ମଧ୍ୟ ୧ ଜୁନ ଠାରୁ ଟ୍ରାଭେଲ କରିବା ଆରମ୍ଭ କରିବ, ଅନ୍ୟ କମ୍ପାନୀ ୨୫ ମାଈ ଠାରୁ ଏହା ଆରମ୍ଭ କରି ଦେଇଛନ୍ତି କିନ୍ତୁ ଗୋ ଏୟର ଏହା ପାଇଁ ୧ ଜୁନ ତାରିଖ ପ୍ଳାନ କରିଛନ୍ତି, ଉଡା ଜାହାଜରେ ଯିବା ପାଇଁ ବହୁତ ପ୍ରକାର ନୂଆ ନିୟମ କରା ଯାଇଛି ଯାହାର ପାଳନ କରିବା ଅନିବାର୍ଜ୍ୟ ଅଟେ ।

Image Courtesy: Google

ଗ୍ଯାସ ସିଲେଣ୍ଡର ଦାମ ବଦଳିବ :

ତେଲ କମ୍ପାନୀ ପ୍ରତି ମାସ ପ୍ରଥମ ଡେଟରେ ଦାମ ପରିବର୍ତନ ହୋଇଥାଏ, ତେବେ ଏଥର ମଧ୍ୟ ଏହି ପରିବର୍ତନ ହବ କଞ୍ଚା ତେଲ ବର୍ତମାନ ୩୨ ଡଲାର ପ୍ରତି ବେରେଲ ଅଛି, ତେବେ ଲକଡାଉନ ପାଇଁ ସରକାର ପେଟ୍ରୋଲ ଡିଜାଲ ରେଟ ବଢେଇବେ । କିଛି ରାଜ୍ଯରେ ୧ ଜୁନରୁ ରେଟ ବଢିବାକୁ ଲାଗିବ, ତେବେ ଗ୍ଯାସ ସିଲେଣ୍ଡର ଦାମ କମି ପାରେ କିନ୍ତୁ ରେଟ ବଢିବା ଦ୍ଵାରା ସାମାନ୍ଯ ଲୋକଙ୍କୁ ଅସୁବିଧା ହବ ।

Image Courtesy: Google

ୟୁପି ରୋଡବେଜ ରେ ବସ ଚାଲିବ :

ଯଦି ଆପଣ ୟୁପି ରୋଡବେଜ ଦ୍ଵାରା ଯାତ୍ରା କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ, ଜୁନ ୧ ଠାରୁ ପ୍ରାୟତଃ ବସ ଚାଲିବା ଆରମ୍ଭ ହବ, ସବୁ ବସ ସାନିଟାଇଜ କରାଯାଇଛି, କରୋନା ସଂକ୍ରମଣ ଅଟକେଇବା ପାଇଁ ସରକାର ବହୁତ ପ୍ରୟାସ କରୁଛନ୍ତି । ଆଶା କରୁଛୁ ଆପଣଙ୍କୁ ଆମ ଦ୍ଵାରା ମିଳୁଥିବା ଏହି ତଥ୍ୟ କାମରେ ଆସିବ, ଆଗକୁ ମଧ୍ୟ ଏହିଭଳି ଖବର ସବୁ ପାଇବା ପାଇଁ ଆପଣ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *