କବଜ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଏହି 1 ଉପାୟ କରନ୍ତୁ, ଯେତେ ପୁରୁଣା କବଜ ହେଇଥାଉ ସବୁଦିନ ପାଇଁ ହୋଇଯିବ ଠିକ

ଆଜିକାଲି ଅନେକ ଲୋକଙ୍କ ଠାରେ କବଜ ଭଳି ସମସ୍ୟା ପରିଲକ୍ଷିତ ହେଉଛି । ଆଜିକାଲିର ଖାଦ୍ୟପେୟ ଓ ଜୀବନ ଶୈଳୀରେ ପରିବର୍ତ୍ତନ ହେର୍ବାରୁ କବଜ ବା ପେଟ ଜନିତ ଅନେକ ସମସ୍ୟା ଦେଖା ଯାଉଛି । କବଜ ସମସ୍ୟା ହେବା ଦ୍ଵାରା ଏହା ମସ୍ତିସ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ସଋରେ ଅନେକ ନୂଆ ରୋଗର ଉତ୍ପନ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ସବୁ ଦିନ ପାଇଁ କବଜ ଭଳି ସମସ୍ଯାରୁ ମୁକ୍ତି ପାଇ ପାରିବେ ।

ଯଦି କବଜ ଭଳି ସମସ୍ୟା ଭଲ ହୋଇଯିବ ତେବେ ମୁଣ୍ଡ ବିନ୍ଧା ବା ମାଇଗ୍ରେନ,ପେଟ ସର୍ବଦା ମୂଲାୟନ ରହିବ ବା ଅନ୍ତ ସଫା ହୋଇଯିବ ବା କେବେ ଅର୍ଶ ବା ପାଇଲ୍ସ ଭଳି ସମୟା ହେବ ନାହି । ଏହା ସହ କବଜ ସମସ୍ଯା ଦୂର ହୋଇଗଲେ ଏସିଡିଟି ବା ଗ୍ଯାସ ଭଳି ସମସ୍ଯା ଦେଖାଯିବ ନାହି । ଶରୀରରେ କବଜ ସମସ୍ଯା ଦୂର ହୋଇଗଲେ ଶରୀର ସର୍ବଦା ଫୁର୍ତ୍ତି ରହିବ । କବଜ ସମସ୍ଯା ଦୂର କରିବା ପାଇଁ ଯେଉଁ ଘରୋଇ ଉପାୟ ରହିଛି ତାହା ପାଇଁ ଆବଶ୍ୟକ ରହିଛି ତ୍ରିଫଳା ପାଉଡର ଯାହା ଆପଣଙ୍କୁ କୌଣସି ଆୟୁର୍ବେଦିକ ଷ୍ଟୋର ବା ଗ୍ରୀସରି ଦୋକାନରୁ ସହଜରେ ମିଳିଯିବ ।

ପ୍ରତି ଦିନ ରାତିରେ ଶୋଇବା ପୂର୍ବ ରୁ ଗୋଟେ ଗ୍ଳାସ ଗରମ ପାଣି ବା ଥଣ୍ଡା ପାଣିରେ ଏକ ଚାମଚ ତ୍ରିଫଳା ପାଉଡର ମିଶାଇ ସେବନ କରନ୍ତୁ । ଏହି ଉପାୟ କରିବା ଦ୍ଵାରା କବଜ ସମସ୍ଯା ଦୂର ହୋଇଯିବ । ଯଦି ଶରୀରରେ ପାଣିର କମି ଥାଏ ତେବେ ମଧ୍ୟ କବଜ ଭଳି ସମସ୍ଯା ସୃଷ୍ଟି ହୋଇଥାଏ । ତେଣୁ ଯେତେ ସମ୍ଭବ ପାଣିର ଅଧିକ ସେବନ କରନ୍ତୁ । ତ୍ରିଫଳା ପାଉଡର ସେବନ କରିବା ଦ୍ଵାରା ଶରୀରରେ ଥିବା ଅପରିଷ୍କାର ପଦାର୍ଥକୁ ସଫା କରି ଦେବ । ଏହା ସହ ହଜମ ଶକ୍ତିରେ ବୃଦ୍ଧି ହେବା ସହ ଶରୀରର ଏଫିସେଂସୀ ବଢିଯିବ । ଏହା ବ୍ଯତୀତ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବା ଇନ୍ୟୁନୀତି ପାୱାର ବୃଦ୍ଧି ହେବ ।

ତ୍ରିଫଳା ଚୂର୍ଣ୍ଣରେ ଭିଟାମିନ ସି ପ୍ରଚୁର ପରିମାଣରେ ଥିବାରୁ ଏହା ଶରୀରର ସମସ୍ତ ଟକ୍ସିନ ଦୂର କରିବାରେ ସହାୟକ ହୋଇଥାଏ । ରାତିରେ ତ୍ରିଫଳା ପାଉଡର ର ସେବନ କରିବା ଦ୍ଵାରା ଶରୀରରେ କୌଣସି କ୍ଷତି ହୁଏ ନାହି କି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହୁଏ ନାହି । ତେବେ ଏହା ଥିଲା କବଜ ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର । ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *