Trump କହିଲେ ଯୁଦ୍ଧ ହେଲେ ଚୀନଠୁ ହାରିବ ଆମେରିକା, ଯାହା ଏବେ ହେଇଛି ଚର୍ଚ୍ଚାର ବିଷୟ…. କାହିଁକି ଏମିତି କହିଲେ Trump ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର କଣ ଚୀନ ଓ ଆମେରିକା ମଧ୍ୟରେ ଯୁ-ଦ୍ଧ ହେବ କି ? ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଯଦି ଏହି ଯୁ-ଦ୍ଧ ହୁଏ ତେବେ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ହା-ରି-ଯି-ବ । ଅଧିକ ମାତ୍ରା ରେ ଅ-ସ୍ତ୍ର- ଶ-ସ୍ତ୍ର ଓ ଜ୍ଞାନ କୌଶଳ ଥାଇ ମଧ୍ୟ ଚୀନ ଠାରୁ ପରାଜୟ ସ୍ଵୀକାର କରିବ ଆମେରିକା । ଏ କଥା ସ୍ଵୀକାର କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫ ଖୁ-ଲା-ସା- କରିଛନ୍ତି । କେବଳ ଏତିକି ନୁହେଁ ବରଂ ଆମେରିକାର ସରକାର ବର୍ତ୍ତମାନ ପରିସ୍ଥିତିରେ ଦୁର୍ବଳ ରହି ଥିବାରୁ ବ୍ରିଜିଙ୍ଗ ଆଉ ସମ୍ମାନ ଦେଉ ନାହି । ଏଥି ଲାଗି ବର୍ତ୍ତମାନର ରାଷ୍ଟ୍ରପତି ଜୋଏ ବିଡେନଙ୍କୁ ସିଧା ସଳଖ ଭାବେ ଦାୟୀ କରିଛନ୍ତି ।

ଟାଇୱାନ ନିକଟବର୍ତ୍ତୀ ଅଞ୍ଚଳରେ ଚୀନ ସେ-ନା ଲୌହ ବିମାନ ଉଡଣ ଅଭ୍ଯାସ କରୁଛି । ଚୀନ ଓ ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ତରୀୟ ଅଧିକାରୀ ମାନେ ସ୍ଵିଜରଲ୍ୟାଣ୍ଡରେ ଆଲୋଚନା କରିବାକୁ ସ୍ଥିର କରିଥିବା ବେଳେ ଟ୍ରମ୍ପ ଏମିତି ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ପୁରା ବିଶ୍ବରେ ଏବ ଚର୍ଚ୍ଚା ର ବିଷୟ ହୋଇ ପଡିଛି । ଏହି ଘଟଣା ବର୍ତ୍ତମାନର ନୁହେଁ ବର୍ମ ଗତ ୧୮ ମାସ ହେଲାଣି ବିଶ୍ଵର ଏହି ଦୁଇ ରାଷ୍ଟ୍ର ମଧ୍ୟରେ ବି-ବା-ଦ ଦେଖୁଇବାକୁ ମିଳୁଛି । ଏହି ଦୁଇ ଦେଶ ବୈଦେଶିକ ଯନ୍ତ ଠାରୁ ଆରମ୍ଭ କରି ପୁନ ନିର୍ମିତ ସାମଗ୍ରୀ କ୍ଷେତ୍ର ରେ ଜେସାକୁ ତେସା ନୀତି ଅବଲମ୍ବନ କରୁଛନ୍ତି ।

ଟ୍ରମ୍ପ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଆମେରିକାରେ ଯିଏ ଶାସନ କ୍ଷମତା ରେ ରହିଛନ୍ତି ତାଙ୍କର ନୀତି ଓ ନିଷ୍ପତି ଯୋଗୁ ଏପରି ଭ-ୟ-ଙ୍କ-ର ସ୍ଥିତି ସୃଷ୍ଟି ହୋଇଛି । ଜାଡ୍ୟ ଆମେରିକା ଏହି ନୀତି ଆପଣେଇବ ତେବେ ଆଗାମୀ ଭବିଷ୍ୟତରେ ସାଂଘାତିକ ସ୍ଥିତି ହେବ ବୋଲି ଟ୍ରମ୍ଫ ମତ ଦେଇଛନ୍ତି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ତାଲିବାନ ସମ୍ପର୍କରେ ମୁହଁ ଖୋଲିଛନ୍ତି ଟ୍ରମ୍ଫ । ସେ କହିଛନ୍ତି ଯେ ଆମେରିକା ଯେପରି ଭାବେ ତାଲିବାନକୁ ନିଜର ଯୁ-ଦ୍ଧ ଅ-ସ୍ତ୍ର ଦେଇ ଦେଲା ଓ ବର୍ତ୍ତମାନ ସେମାନେ ସେଠାରେ ଯେଉଁ ଭଳି ଭାବେ ଶାସନ କରୁଛନ୍ତି ସେଥିପାଇଁ ସେ ଜୋଏ ବିଡେନଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି ।

ଯଦି ଆମେରିକା ଏବେ ଠାରୁ ନ ସୁଧୁରିବ ତେବେ ଆଗାମୀ ସମୟରେ ଏକ ବଡ ପରାଜୟର ଶି-କା-ର ହେବ ବୋଲି ଟ୍ରମ୍ଫ ରାଏ ଦେଇଛନ୍ତି । ତେବେ ଟ୍ରମ୍ଫଙ୍କ ମତ ସପକ୍ଷରେ ଆମେରିକା ସରକାର ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *