ସ୍ଵାମୀ ନିଜ ସ୍ତ୍ରୀକୁ କରିଛି ଏଭଳି ନିର୍ମମ ଭାବେ ହ-ତ୍ୟା…. ଝିଅର ମା ଯାହା କହୁଛନ୍ତି ଶୁଣି ହୋସ ଉଡିଯିବ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ ନାରୀ ମାନଙ୍କ ସହ କିଛି ନା କିଛି ଦୁ-ର୍ଘ-ଟ-ଣା ଘଟିବାରେ ଲାଗିଛି । ବିଶେଷ କରି ନାରୀ ମାନଙ୍କ ସହ ଅ-ତ୍ୟା-ଚା-ର ବା ସେମାନଙ୍କର ହ-ତ୍ୟା କରାଯିବା ଘଟଣା ଅଧିକ ହେଉଛି । ତେବେ ଏଥିପାଇଁ ଅନେକ ନି-ୟ-ମ ଲାଗୁ ହୋଇଥିଲେ ମଧ୍ୟ କୌଣସି ନିୟମର ଠିକ ଭାବେ କାର୍ଯ୍ୟକାରୀ ହେଉ ନାହି । ଯାହା ଫଳରେ ନାରୀ ମାନେ ନି-ର୍ଯା-ତ-ନାର ଶି-କା-ର ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ହୃଦୟ ବିଦାରକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଏହି ଭି-ଡି-ଓ ରେ ଯେଉଁ ମହିଳା ଙ୍କୁ ଦେଖୁଛନ୍ତି ସେ ହେଉଛନ୍ତି ସେହି ଝିଅର ମା ଯାହାର ହ-ତ୍ୟା କରା ଯାଇଛି । ମୃ-ତ ଝିଅର ମାଙ୍କ କହିବା ଅନୁସାରେ ତାଙ୍କ ଝିଅ ଭଲ ପାଇଁ ଗୋଟେ ଯୁବକକୁ ବିବାହ କରିଥିଲା । ସେହି ଯୁବକ ଟି କିଛି କାମ ଧ-ନ୍ଦା ମ-ଧ୍ୟ କରୁ ନ ଥିଲା । ଏହି ଘଟଣା ଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ରେ । ପରିବାର ଲୋକଙ୍କ ବି-ରୁ-ଦ୍ଧରେ ଯାଇ ଝିଅ ସେହି ଯୁବକ କୁ ବିବାହ କରିଥିଲା । ବିବାହ ପରେ ସ୍ଵାମୀ ତା ସ୍ତ୍ରୀକୁ କୌଣସି ଚାକିରି କରିବାର ମଧ୍ୟ ସୁଯୋଗ ଦେଇ ନ ଥିଲା । ତା ପ୍ରତି ନି-ର୍ଯା-ତ-ନା ଓ ଅ-ତ୍ୟା-ଚା-ର କରିବା ଆରମ୍ଭ କରି ଦେଇଥିଲା ।

ଶେଷରେ ଅ-ତ୍ୟା-ଚା-ର ଏତେ ମାତ୍ରା ରେ ଅଧିକ ବଢିଗଲା ଯେ ସ୍ଵାମୀ ତା ସ୍ତ୍ରୀକୁ ଅତି ନି-ର୍ମ-ମ ଭାବେ ହ-ତ୍ୟା କରିଛି । ବର୍ତ୍ତମାନ ଝିଅର ମା ନିଜ ଝିଅକୁ କଲବଲ କରି ତା ସ୍ଵାମୀ ମା-ରି ଦେଇଛି ବୋଲି ସ-ଙ୍ଗି-ନ ଅ-ଭି-ଯୋ-ଗ କରିଛନ୍ତି । ଏହି ଭି-ଡି-ଓ ରେ ମୃ-ତ ଝିଅର ମା ନିଜ ଝିଅକୁ ଝୁ-ରି ହୋଇ ଯେଉଁ ଭଳି ଭାବେ କାନ୍ଦୁଛନ୍ତି ତାହା ଦେଖିଲେ ଆଖିରେ ଲୁହ ରହିବ ନାହି । ଏହି ଘଟଣା ଟି ବାସ୍ତବରେ ହୃଦୟ ବିଦାରକ ଘଟଣା ଅଟେ ।

ଜଣେ ସ୍ଵାମୀ ନିଜ ସ୍ତ୍ରୀ କୁ କିପରି ଭାବେ ଏମିତି ହ-ତ୍ୟା କରି ପାରିବ ତାହା ଏବେ ପ୍ରଶ୍ନ ଉଠୁଛି । ଯେଉଁ ସ୍ଵାମୀ ସାତ ଜନ୍ମ ପାଇଁ ସାଥ ଦେବା କହିଥିଲା ଆଜି ସେ ସାଜିଛି ହ-ତ୍ୟା-କା-ରୀ ଯାହା ଏହି ଘଟଣା ରୁ ସ୍ପଷ୍ଟ ହେଉଛି । ତେବେ ମୃ-ତ ଝିଅର ମା ତା ସ୍ଵାମୀକୁ ଫା-ଶୀ ହେଉ ବୋଲି ବାରମ୍ବାର ଦାବି କରୁଛନ୍ତି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *