କାହାର ନାମ ଭାବି ଗୋଟିଏ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ବନ୍ଧୁଗଣ କଣ ଆପଣଙ୍କର ଯିଏ ପାଖ ଲୋକ ବା ପ୍ରେମୀ ବ ବନ୍ଧୁ ତାଙ୍କ ମନରେ କଣ ରହିଛି ଆପଣଙ୍କ ପାଇଁ ଜାଣିବାକୁ ଚାହୁଁଛନ୍ତି କି ? ତେବେ ଆଜି ଆମେ ଆପଣଙ୍କ ପାଇଁ ୩ଟି କାର୍ଡ ନେଇ ଆସିଛୁ । ଏଥି ମଧ୍ୟରୁ ଆପଣ ନିଜର ମନ ପସନ୍ଦର କାର୍ଡ ଚୟନ କରନ୍ତୁ । ଆଉ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ପ୍ରଥମ କାର୍ଡ : ଯଦି ଆପଣ ପ୍ରଥମ କାର୍ଡ ଚୟନ କରିଛନ୍ତି ତେବେ ଆପଣ ଏହି କାର୍ଡ ନିଜର ବନ୍ଧୁ ବା କୌଣସି ପ୍ରିୟଜନଙ୍କ ପାଇଁ ଚୟନ କରିଛନ୍ତି । ଯାହା ଜଣା ପଡୁଛି ଆପଣ ତାଙ୍କ ସହ ପ୍ରତିଯୋଗୀତା କରୁଛନ୍ତି । ସବୁ କ୍ଷେତ୍ରରେ ଆପଣଙ୍କ ବନ୍ଧୁ ଆପଣଙ୍କ ଠାରୁ ଆଗକୁ ଯିବାକୁ ଚାହୁଛନ୍ତି ଆପଣ ମଧ୍ୟ ସେହା ଭାବୁଛନ୍ତି ।

ଆପଣଙ୍କ ବନ୍ଧୁଙ୍କ ମନରେ ଆପଣଙ୍କ ପାଇଁ ପ୍ରତିଯୋଗୀତା ରହିଛି । ସେ ଆପଣଙ୍କ ଠାରୁ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି । ଯଦି ଆପଣ ନିଜର ଲଭରଙ୍କ ପାଇଁ ଏହି କାର୍ଡ ଚୟନ କରିଛନ୍ତି ତେବେ ଏହା ପ୍ରେମ ସମ୍ପର୍କ ହେବ ସମ୍ଭବ ନୁହେଁ । କାରଣ ଏହିଭଳି ସମ୍ପର୍କ କ୍ଷତିକାରକ ହୋଇଥାଏ ।

୨- ଦ୍ଵିତୀୟ କାର୍ଡ : ଯଦି ଆପଣ ଦ୍ଵିତୀୟ କାର୍ଡ ଚୟନ କରିଛନ୍ତି ତେବେ ଆପଣ ଯଦି ଲଭରଙ୍କ ପାଇଁ ଚୟନ କରିଛନ୍ତି ତେବେ ବହୁତ ପଜେଟିଭ ଏନର୍ଜି ରହିଛି । ଆପଣଙ୍କ ଲଭର କେବେ ବି ଆପଣଙ୍କ ହାତ ଛାଡିବେ ନାହି । ସେ ଆପଣଙ୍କର ସବୁ ଦୁଖ ନେଇ ସବୁ ଖୁସି ଆପଣଙ୍କ ପାଦ ତଳେ ଓଜାଡି ଦେବାକୁ ଚାହୁଁଛନ୍ତି । ଆପଣଙ୍କ ପାଇଁ ତାଙ୍କ ମନରେ ପଜେଟିଭ ଚିନ୍ତାଧାରା ରହିଛି । ଯଦି ବନ୍ଧୁ ପାଇଁ ଚୟନ କରିଛନ୍ତି ତେବେ ସେ ମଧ୍ୟ ଆପଣଙ୍କର ସାଥ ଜୀବନ ସାରା ଦେବେ । ସଚ୍ଚା ବନ୍ଧୁ ବା ଲାଭ ହୋଇ ପାରନ୍ତି ।

୩- ତୃତୀୟ କାର୍ଡ : ଯଦି ଆପଣ ତୃତୀୟ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କ ଯାହା ପାଇଁ ଏହି କାର୍ଡ ବାଛିଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣ ତାଙ୍କୁ ବହୁତ କଥା ଲୁଚାଇଛନ୍ତି । ସେ ଆପଣଙ୍କ ବିଷୟରେ ଭୁତ କିଛି ଜାଣିବାକୁ ଚାହୁଁଛନ୍ତି କିନ୍ତୁ ସେ ଜାଣିଛନ୍ତି ଆପଣ ତାଙ୍କୁ କେବେ ଖୋଲିକି କହିବେ ନାହି । ଆପଣ ବହୁତ କମ କହୁଥିବା ବ୍ୟକ୍ତି ଅଟନ୍ତି । ଆପଣ ନିଜର ଦୁଖକୁ ନିଜ ଭିତରେ ସୀମିତ ରଖିବାକୁ ପସନ୍ଦ କରିଥାନ୍ତି । ଆପଣ ଯଦି ସେୟାର ନ କରିବେ ତେବେ ସେ ଆପଣଙ୍କୁ ଜାଣିବେ କେମିତି ।

ସେ ଆପଣଙ୍କ ସହ ବନ୍ଧୁତା ରଖିବାକୁ ଚାହୁଁଛନ୍ତି । ଆପଣଙ୍କୁ ବୁଝିବା ଏତେ ସହଜ ନୁହେଁ ଯାହା ତାଙ୍କୁ ଲାଗୁଛି । ଆପଣ ଭୟ କରୁଛନ୍ତି ସବୁ କଥାକୁ ନେଇ । ତାଙ୍କ ମନରେ ଆପଣ ଏମିତି ଜଣେ ମଣିଷ ଯିଏ ବନ୍ଧୁ ହୋଇଛି କିନ୍ତୁ ସବୁ କଥା ଶେୟାର କରୁ ନାହାନ୍ତି । ଯଦି ସମ୍ପର୍କରେ ରହସ୍ୟ ରୁହେ ତେବେ ତାର କିଛି ମୂଲ୍ୟ ନ ଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *