ଜାଣନ୍ତୁ ଆପଣଙ୍କ ଗର୍ଭସ୍ଥ ଶିଶୁ ଆପଣଙ୍କୁ କଣ କହୁଛି ? Parenting Tips

ଗର୍ଭବତୀ ମହିଳା ତେବେ ଜାଣନ୍ତୁ ଗର୍ଭ ସମ୍ବାଦ ବନ୍ଧୁଗଣ ଯେତେବେଳେ ଜଣେ ନାରୀ ଗର୍ଭବତୀ ହୋଇଥାଏ ସେତେବେଳେ ତା ମନରେ ଅନେକ ସ୍ଵପ୍ନ ଉଙ୍କି ମାରିଥାଏ । କାରଣ ଦୁନିଆର ସବୁଠାରୁ ଖୁସି ହେଉଛି ମା ହେବା ଯାହା ପ୍ରତେକ ନାରିଙ୍କର ଇଚ୍ଛା ଆଉ ସ୍ଵପ୍ନ ରହିଥାଏ । ତେବେ ଜଣେ ନାରୀ ଯେବେ ଗର୍ଭବତୀ ହୋଇଥାଏ ତାର ଗର୍ଭ ରେ ପିଲା ଟି ଖେଳିବା ସହ ଅନେକ ପ୍ରକାରର ମୁଭମେଣ୍ଟ ମଧ୍ୟ କରିଥାଏ ଯାହା ଗର୍ଭବତି ନାରୀ ଅନୁଭବ କରିଥାଏ । କିନ୍ତୁ ଏମିତି ବି ହୋଇଥାଏ କି ଶିଶୁ ମଧ୍ୟ ଏ ଦୁନିଆକୁ ଆସିବା ଖୁସି ରେ ଅନେକ କଥା ଭାବିଥାଏ ଆଉ ସ୍ଵପ୍ନ ମଧ୍ୟ ଦେଖିଥାଏ ।

ତେବେ ଯେତେବେଳେ ଶିଶୁ ଗର୍ଭରେ ତାହା ଅନୁଭବ କରିଥାଏ କି ମା ମୁଁ ଅପେକ୍ଷା କରି ରହିଛି କାରଣ ତୁମ କୋଳରେ ମୁଁ ଖେଳିବା ପାଇଁ ଅପେକ୍ଷା କରି ରହିଛି । ମା ତୁମେ ତ ମୋର ଏବେ ଠାରୁ ବହୁତ ଭଲ ଭାବେ କେୟାର ନେଉଛ ଆଉ ମୋ ପାଇଁ ସବୁ କିଛି କରୁଛ ଜେବ ଏ ମୁଁ ତୁମ ଗର୍ଭ ରେ ଅଛି । ତେବେ ମୁଁ ସତରେ ତୁମ କୋଳକୁ ଆସିବି ତେବେ କେତେ ମଜା ଆସିବ ନା ମା ।

ଶିଶୁ ଆହୁରି ମଧ୍ୟ ଅନୁଭବ କରିଥାଏ ଗର୍ଭ ରେ ଥିବା ସମୟରେ କି ମା ତୁମେ ମୋତେ ତୁମ ହାତରେ ଖୁଆଇବାକୁ ପଡିବ । ନଚେତ ମୁଁ ଖାଇବି ନାହି । ମା ଗର୍ଭ ରେ ରହି ଶିଶୁ ଅନୁଭବ କରିଥାଏ କି ସେ ଯେତେବେଳେ ଦୁନିଆକୁ ଆସିବ ସେହି ସମୟରେ ଯେବେ ସେ ତଳେ ପାଦ ଦେଇ ଚାଲିବ ତେବେ କେତେ ମଜା ଆସିବ ।

ଶିଶୁ ଜନ୍ମ ହେବା ପରେ ଆଗ କାନ୍ଦିବାରେ ଲାଗିବ । ସବୁଠାରୁ ବଡ କଥା ହେଉଛି ଯାହା ଶିଶୁ ଅନୁଭବ କରିଥାଏ କି ମା ମୁଁ ତୁମକୁ ବହୁତ ଭଲ ପାଏ । ଏବେ ତ ଆଉ ଅପେକ୍ଷା କରୁ ରହି ହାଉ ନାହି ମା ତୁମେ ବାସ ଅପେକ୍ଷା କରି ତୁମ କୋଳକୁ ତୁମର ଦିଲ ର ଟୁକୁଡା ଏ ଦୁନିଆକୁ ବହୁତ ଜଲ୍ଦି ଆସିବାକୁ ଯାଉଛି ।

ଯଦି ଆପଣ ଗର୍ଭବତୀ ତେବେ ଗର୍ଭ ସଂସ୍କାର ଅନୁଯାୟୀ ଶିଶୁ ନିଜ ପିତାଙ୍କୁ ମଧ୍ୟ ଆଇ ଲଭ ୟୁ କହିଥାଏ ଗର୍ଭ ରେ ଥିବା ସମୟରେ । ଶିଶୁ ଟି ଏହିପରି ଭାବେ ଗର୍ଭ ରେ ଥାଇ ଅନୁଭବ କରିଥାଏ । ତେବେ ଶିଶୁ ଟି ନିଜର ମା କୋଳକୁ ଆସିବା ପାଇଁ ବହୁତ ଖୁସି ଅନୁଭବ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *