Interesting Gk Quiz- ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷକୁ ଥରେ କିଣନ୍ତି ?

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାହି । ତାହା ଆମେ କାହାକୁ ପଚାରି ଥାଉ । ମାତ୍ର ଏହା ସବୁ ବେଳେ ଠିକ ଟାଏ ତାର କିଛି ମାନେ ନାହିଁ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଅନେକ ପିଲା ମାନେ କେବଳ ବହି କୁ ପଢୀଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନଥାନ୍ତି ।

ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି । ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

୧- ଆଗ୍ରାର ତାଜମହଲ କେଉଁ ରାଜ୍ଯରେ ଅବସ୍ଥିତ ଅଟେ ?

ଉତ୍ତର- ଉତ୍ତରପ୍ରଦେଶ

୨- କେଉଁ ଜୀବ ନିଜ ଜିଭ ରେ ନିଜ କାନ ସଫା କରିଥାଏ ?

ଉତ୍ତର- ଜିରାଫ

୩- ଭାରତର କେଉଁ ରାଜ୍ୟ ରେ ସର୍ବ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ ?

ଉତ୍ତର- ଅରୁଣାଚଳ ପ୍ରଦେଶ

୪- ଭାରତର କେଉଁ ରାଜ୍ୟ ରେ ସବୁ ଜିନିଷ ଶସ୍ତା ରେ ମିଳିଥାଏ ?

ଉତ୍ତର- ଗୋଆ

୫- କଳା ସୁନା କାହାକୁ କୁହାଯାଏ ?

ଉତ୍ତର- କୋଇଲା

୬- ପୃଥିବୀର ବୃହତ୍ତମ ବ୍ଯାଙ୍କ ର ନାମ କଣ ?

ଉତ୍ତର- ଆମରିକାନ ବ୍ଯାଙ୍କ

୭- ପୃଥିବୀର ବୃହତ୍ତମ ଲୁହା ଖଣି କେଉଁଠି ଅବସ୍ଥିତ ଅଟେ ?

ଉତ୍ତର- ଅଷ୍ଟ୍ରେଲିୟା

୮- ସୂର୍ଯ୍ୟାସ୍ତ ର ଦେଶ କିଏ ଅଟେ ?

ଉତ୍ତର- ରୁଷିଆ

୯- ପୃଥିବୀର ଦ୍ଵିପ ମହାଦେଶ କିଏ ଅଟେ ?

ଉତ୍ତର- ଅଷ୍ଟ୍ରେଲିୟା

୧୦- ପୃଥିବୀର ବାୟୁ ନଗରି କିଏ ଅଟେ ?

ଉତ୍ତର-ଚିକାଗୋ

୧୧- ପୃଥିବୀର ବଜ୍ରପାତ ର ଦେଶ କିଏ ଅଟେ ?

ଉତ୍ତର- ଜାପାନ

୧୨- ପୃଥିବୀର ଇଗଲ ଦେଶ କିଏ ଅଟେ ?

ଉତ୍ତର- ଆଲବାନିଆ

୧୩- ପୃଥିବୀର ଶୀତଳ ମରୁଭୁମି ର ଓଟ କିଏ ଅଟେ ?

ଉତ୍ତର- ବଲଗା ହରିଣ

୧୪- ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷ କୁ ଥରେ କିଣନ୍ତି ?

ଉତ୍ତର- ରାକ୍ଷୀ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *