କାହାର ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ରହିଛି (Tarot Card Reading)

ନମସ୍କାର ବନ୍ଧୁଗଣ, କାହା ହୃଦୟର ଭାଷା ପଢିବା ଏତେ ସହଜ ହୋଇନଥାଏ । କିନ୍ତୁ ସମସ୍ତଙ୍କର ଗୋଟିଏ ଇଚ୍ଛା ଥାଏ ନିଜସାଥିଙ୍କ ମନରେ ଚାଲୁଥିବା କଥାକୁ ପଢିବା ପାଇଁ । ଆପଣଙ୍କ ଏହି ଇଚ୍ଛା ଏବେ ଆମେ ପୁରା କରିବା ପାଇଁ ଯାଉଛୁ । ଆଜି ଆପଣ ମାନେ ନିଜ ମନ ପସନ୍ଦର ଏକ ନମ୍ବର ବାଛି ଜାଣିବା ପାଇଁ ପାଇବେ ଆପଣଙ୍କ ସାଥିଙ୍କ ମନରେ ଆପଣଙ୍କ କେଉଁ ସବୁ ଭାବନା ବସା ବାନ୍ଧି ରହିଛି । ତୀବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

1: ଯଦି ଆପଣ ଏହି ନମ୍ବରଟିକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ସେ ଆପଣଙ୍କୁ ଏବେ ବହୁତ ଚିନ୍ତାରେ ଅଛନ୍ତି । ସେ ଆପଣଙ୍କ କଥା ବହୁତ ମନ ପକାଉଛନ୍ତି । ତାଙ୍କୁ ମଧ୍ୟ ଲାଗୁଛି କି ଆପଣ ତାଙ୍କ ବି ମନ ପକାଉଛନ୍ତି । ଆପଣଙ୍କ ଠାରୁ ଦୂରେଇ ରହିବାର ଦୁଃଖ ତାଙ୍କୁ ବହୁତ ହେଉଛି । ଆପଣଙ୍କ ମଧ୍ୟରେ ହୋଇଥିବା ଝଗଡା ପାଇଁ କଥା ବାର୍ତ୍ତା ବନ୍ଦ ହୋଇଥିବା କାରଣରୁ ସେ ବହୁତ କଷ୍ଟ ପାଉଛନ୍ତି । ଆପଣଙ୍କୁ ସେ ବହୁତ ଝୁରୁଛନ୍ତି ।

2: ଯଦି ଆପଣ ଏହି ନମ୍ବରଟି ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କୁ ସେ ବହୁତ ମିସ କରୁଛନ୍ତି । ସେ ଆପଣଙ୍କ ସହ ଦେଖା କରିବା ପାଇଁ ଅପେକ୍ଷା କରି ବସିଛନ୍ତି । ଆଶା ରଖିଛନ୍ତି ସମୟରେ ଟିକିଏ ପରିବର୍ତ୍ତନ ଆସିବା ପାଇଁ । ଆପଣଙ୍କ ଦେଖା ହେବାର କଥା ହେବାର ସେ ଏକ ବାହନ ଖୋଜୁଛନ୍ତି । ତେଣୁ ଆପଣଙ୍କ ସାଥୀ ଆପଣଙ୍କ ସହ ଦେଖା ହେବାର ସୁଯୋଗକୁ ଅପେକ୍ଷା କରି ସମୟ କଟାଉଛନ୍ତି । ସେ ଆପଣଙ୍କ କଲ, ମ୍ୟାସେଜର ଅପେକ୍ଷାରେ ଅଛନ୍ତି । ତାଙ୍କୁ ଲାଗୁଛି କି ହୁଏତ ଆପଣ ତାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିବେ ।

3: ଯଦି ଆପଣ ଏହି ନମ୍ବରଟିକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କ ମଧ୍ୟରେ ବହୁତ ବଡ ଝଗଡା ହୋଇଯାଇଛି । ଏଭଳି ଏକ ଝଗଡା ହୋଇଛି ଯେଉଁଥିରେ ଆପଣ ହାର ମାନିବାକୁ ଚାହୁଁନାହାନ୍ତି କି ଆପଣଙ୍କ ସାଥି ମଧ୍ୟ ହାର ମାନିବାକୁ ଚାହୁଁନାହାନ୍ତି ।

ଆପଣଙ୍କ ସାଥି ଏହା ଭାବୁଛନ୍ତି କି ଆପଣଙ୍କର ହିଁ ଦୋଷ ଆପଣଙ୍କୁ ହିଁ ତାଙ୍କୁ କ୍ଷମା ମାଗିବା ଦରକାର । ଆପଣଙ୍କୁ ପ୍ରଥମେ ଝଗଡାକୁ ଶେଷ କରିବା ପାଇଁ ନିଜ ଆଡୁ ପ୍ରଥମ ପ୍ରୟାସ କରିବା ଦରକାର । ତାଙ୍କୁ ଆପଣ କ୍ଷମା ମାଗିବା ଉଚିତ କାରଣ ଆପଣ ତାଙ୍କ ମନରେ କଷ୍ଟ  ଦେଇଛନ୍ତି । ଏହି କଥା ଆପଣଙ୍କ ସାଥି ଭାବୁଛନ୍ତି ।

4: ଯଦି ଆପଣ ଏହି ନମ୍ବରଟିକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ କି  ଆପଣଙ୍କ ସାଥି ଆପଣଙ୍କ ଛଡା ଆଉ କିଛି କଥାରେ ନିଜକୁ ବ୍ୟସ୍ତ ରଖିଛନ୍ତି । ତାଙ୍କ ପରିବାର ଲୋକଙ୍କୁ ବେଶି ସମୟ ଦେବା ସହ ତାଙ୍କ ଯତ୍ନ ନେଉଛନ୍ତି । ଏହିସବୁ ଭିତରେ ସେ ଆପଣଙ୍କୁ ସାମାନ୍ୟ ଭୁଲିଯାଇଛନ୍ତି । ଆପଣଙ୍କ ମଧ୍ୟରେ ହୋଇଥିବା ଝଗଡରେ ସେ ନିଜକୁ ଠିକ ସାବ୍ୟସ୍ତ କରିବା କଥା ମଧ୍ୟ ଭାବୁଛନ୍ତି ଏବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *