କାହିଁକି ବୁଡ଼ିଯାଇଥିଲା ଶ୍ରୀକୃଷ୍ଣଙ୍କ ଦ୍ଵାରିକା ନଗରୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ । କାହିଁକି ଓ କିପରି ବୁଡିଯାଇଥିଲା ଭଗବାନ ଶ୍ରୀକୃଷ୍ଣଙ୍କର ଦ୍ଵାରିକା । ଆପଣମାନେ ଜାଣିଥିବେ ଦ୍ଵାରିକା ଏକ ଭବ୍ୟ ଓ ପ୍ରାଚୀନ ନଗରୀ ଅଟେ ଯାହାକୁ ଭଗବାନ ଶ୍ରୀକୃଷ୍ଣ ନିର୍ମାଣ କରିଥିଲେ ।

ହିନ୍ଦୁଶାସ୍ତ୍ର ଅନୁସାରେ ମଥୁରାକୁ ଶ୍ରେଷ୍ଠ ସାତଟି ନଗରୀ ମାନଙ୍କ ମଧ୍ୟରେ ବିବେଚନା କରାଯାଏ । ଦ୍ୱାରାକା କୁ ଛାଡି ଅନ୍ୟ ନଗରୀ ଗୁଡିକ ହେଲା ମଥୁରା,କାଶୀ, ହରିଦ୍ୱାର, ଅବନ୍ତିକା, କାଞ୍ଚିପୁରମ ଓ ଅଯୋଧ୍ୟା । ଦ୍ଵାରକା ସହରର ଚାରିପଟରେ ବହୁତ ଲମ୍ବା ପ୍ରାଚୀର ରହିଥିଲା ଓ ସେଠାରେ ଅନେକ ଦ୍ୱାର ମଧ୍ୟ ଥିଲା ।

ସେଥିପାଇଁ ସେହି ସ୍ଥାନକୁ ଦ୍ଵାରକା ନାମରେ ନାମିତ କରାଯାଇଥିଲା । କିନ୍ତୁ ପ୍ରଶଂ ଉଠେକି ଶ୍ରୀକୃଷ୍ଣଙ୍କ ଶ-ରୀ-ର-ତ୍ୟା-ଗ ପରେ କେମିତି ଓ କେବେ ଏହି ଦ୍ଵାରକା ନଗରୀ ଧ୍ବଂ-ସ ହୋଇଯାଇଥିଲା । ଆଜି ଆମେ ଆପଣଙ୍କୁ ପ୍ରତିଟି କଥା ଯାହାକି ଦ୍ଵାରକା ସହ ଜ-ଡ଼ି-ତ ଆପଣଙ୍କୁ ଜଣାଇବୁ । ଦ୍ଵାରକା ନଗରୀକୁ ଶ୍ରୀକୃଷ୍ଣଙ୍କର କର୍ମଭୂମି ରୂପରେ ସମସ୍ତେ ହୁଏତ ଜାଣିଥିବେ ।

ଶ୍ରୀକୃଷ୍ଣ ଯେତେବେଳ କଂ-ସର ବ-ଧ-କ-ରି-ଥି-ଲେ ସେହିସମୟରେ ଜ-ରା-ସ-ନ୍ଧ ଶ୍ରୀକୃଷ୍ଣ ଓ ସମ୍ପୂର୍ଣ ଯ-ଦୁ-ବଂ-ଶ-କୁ ବିନାଶ କରିବାପାଇଁ ମନସ୍ଥିର କରିଥିଲେ । ଏହାପରେ ଜା-ରା-ସ-ନ୍ଧ ମଥୁରା ଓ ଯାଦବ ବଂ-ଶ ଉପରେ ବାରମ୍ବାର ଆ-କ୍ର-ମ-ଣ କରିବାଦ୍ୱାରା ,ଶ୍ରୀକୃଷ୍ଣ ବା-ଧ୍ୟହୋଇ ନିଜର ପ୍ରଜାମାନଙ୍କୁ ରକ୍ଷା କରିବାପାଇଁ ମଥୁରା ଛାଡିବାକୁ ନିର୍ଣ୍ଣୟ ନେଲେ । ମଥୁରା ଛାଡିବାପରେ ଶ୍ରୀକୃଷ୍ଣ ଏକ ନଗରୀ ନିର୍ମାଣ କଲେ ଯାହାର ନାମ ହେଉଛି ଦ୍ଵାରକା ।

ସେ ତାଙ୍କ କୁଳବନ୍ଧୁ ମାନଙ୍କ ସହ ସେଠାରେ ରହିବାକୁ ଲାଗିଲେ ଓ ଦୀର୍ଘ 36ବର୍ଷ ଶା-ସ-ନ ପରେ ଶ୍ରୀକୃଷ୍ଣଙ୍କର ଶ-ରୀ-ର-ତ୍ୟା-ଗ ହୋଇଥିଲା । ପରବର୍ତ୍ତୀ ସମୟରେ ଦ୍ଵାରକା ନଗରୀ ଜ-ଳ-ମ-ଗ୍ନ ହୋଇଗଲା ଓ ସମୁଦ୍ରରେ ମିଶିଗଲା ପୁରାତନ କଥାରୁ କିଛି ଏପରି କଥା ବିଷୟରେ ଜଣାପଡେ ଯେ ଏହି 2ଟି କାରଣ ପାଇଁ ଦ୍ଵାରକା ନଗରୀ ନ-ଷ୍ଟ ହୋଇଯାଇଥିଲା । ପ୍ରଥମ କାରଣଟି ହେଲା ମାତା ଗାନ୍ଧାରୀଙ୍କ ଦ୍ୱାରା ଦିଆଯାଇଥିବା ଅ-ଭି-ଶା-ପ ପାଇଁ ଦ୍ଵାରକା ନଗରୀ ଧ୍ୱଂ-ସ ହୋଇଥିଲା ।

ଦ୍ୱିତୀୟ କଥାହେଲା ବହୁ ଋଷିମୁନିଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବଙ୍କୁ ବହୁତ ଅ-ଭି-ଶା-ପ ମିଳିଥିଲା । ଯାହାକି ଦ୍ଵାରକା ନ-ଷ୍ଟ ହେବାର ଏକ ସ୍ପଷ୍ଟ ଉଦାହରଣ । ପ୍ରଥମ କଥାନୁସାରେ କୁହାଯାଇଛି କି ଯେତେବେଳେ ମହାଭାରତ ଯୁ-ଦ୍ଧ-ରେ ପାଣ୍ଡଵମାନେ କୌରବ ବଂଶ ଉପରେ ବିଜୟ ଲାଭକଲେ ଓ କୌରବଙ୍କର ଶହେ ପୁତ୍ରଙ୍କର ଶ-ରୀ-ର-ତ୍ୟା-ଗ ମଧ୍ୟ ହୋଇଥିଲା ,ଏଥିପାଇଁ ମାତା ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଅ-ଭି-ଶା-ପ ଦେଇ କହିଥିଲେ ଯେପରି କୌରବବଂଶ ନା-ଶ-ହେଲା ଠିକ ସେହିପରି ଯ-ଦୁ-ବଂ-ଶ ମଧ୍ୟ ନା-ଶ-ହେବ ।

ଦ୍ୱିତୀୟ କଥାଟି ହେଉଛି ମହାଭାରତ ଯୁ-ଦ୍ଧ-ର 36 ବର୍ଷ ପରେ ଯେତେବେଳ ଶ୍ରୀକୃଷ୍ଣଙ୍କର ଶ-ରୀ-ର-ତ୍ୟା-ଗ ହୋଇଯାଇଥିଲା ଓ ଏହିସମୟରେ ଦ୍ୱାରକାରେ ଅଶାନ୍ତି ଲାଗିରହିଲା । ଏହାକୁ ଦୂର କରିବାପାଇଁ ମହର୍ଷି ବିଶ୍ଵାମିତ୍ର ୠଷିମାନଙ୍କ ସହ ଦ୍ଵାରକା ଆସିଲେ ହେଲେ ଏହିସମୟରେ ଯାଦବ କୁଳର ବଂ-ଶକମାନେ ତାଙ୍କ ସହ ଥଟା ପରିହାସ କରିଥିଲେ ସେଥିପାଇଁ ମହର୍ଷି ବିଶ୍ଵାମିତ୍ର କ୍ରୋ-ଧି-ତ ହୋଇ ଯ-ଦୁ-ବଂ-ଶ କୁ ଅ-ଭି-ଶା-ପ ଦେଇଥିଲେ ,ଯାହାଫଳରେ ଦ୍ଵାରକା ନଗରୀ ସ-ମୁ-ଦ୍ର-ଗ-ର୍ଭ-ରେ ଲୀ-ନ ହୋଇଯାଇଥିଲା ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ । ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *