ପିମ୍ପୁଡିମାନେ କାହିଁକି ଗୋଟେ ଧାଡିରେ ଚାଲନ୍ତି ? କଣ ଅଛି ଆପଣଙ୍କ ପାଖରେ ଏହାର ଉତ୍ତର- General knowledge

ଆପଣଙ୍କଜୀବନରେ ଏମିତି ହୋଇଥିବ ଆପଣଙ୍କୁ ଶିକ୍ଷକ କି ଆଉ କିଏ ଅନୁଶାସନର କଥା କହିଥିବେ ତା ପିମ୍ପୁଡି ମାନଙ୍କର ଉଦାହରଣ ଦେଇଥିବେ । କେମିତି ପିମ୍ପୁଡି ମାନେ ଜଣେ ଆଉ ଜଣଙ୍କ ପଛରେ ପଙକ୍ତିବନ୍ଧ ହୋଇ ଚାଲି ଥାନ୍ତି । କେବେ ଜଣେ ଆଉ ଜଣକର ଗୋଡ ଘୋଷାଡ଼ି ନଥାଏ । କେବେ କିଏ ଆଗକୁ ଜୀବ ପାଇଁ ଚିଟିଙ୍ଗ କରିନଥାଏ । ପ୍ରଶ୍ନ ଏହା ଉଠୁଛିକି କଣ ସତରେ ପିମ୍ପୁଡି ମାନଙ୍କ ଭିତରେ ଅନୁଶାସନର ଗୁଣ ରହିଛି ନା ଜଣେ ଆଉ ଜଣକ ପଛରେ ଚାଲିବା ମଜବୁରି ହୋଇଥାଏ । ଆସନ୍ତୁ ଜାଣିବା ।

ପିମ୍ପୁଡି ଜନ୍ତୁ ଜଗତର ସବୁଠୁ ବଡ ଫାଇଲମ ଅର୍ଥ୍ରୋପୋଡାର ସଦସ୍ୟ ଅଟନ୍ତି । ଏଠାରେ ଅର୍ଥ୍ରୋ ମାନେ -ଯୋଡି ହୋଇ ରହିବା ପୋଡାର ଅର୍ଥ -ପାଦ । ଅର୍ଥ୍ରୋପୋଡାର ଅର୍ଥ ହେଲା ଏମିତି ଜନ୍ତୁ ଯୋଡି ହୋଇ ପାଦ ମିଳିଥାଏ । କଣ ଆପଣ ଜାଣିଛନ୍ତି ମଶା ପିମ୍ପୁଡିର ଭାଇ ହୋଇଥାଏ ଓ ମଧୁମଖି ବଡ ଭଉଣୀ ।

ଯେମିତି ମଧୁମଖି, ମଶା, ମାଛି, ଅସରପା, ବିଛା, ଉକୁଣି ( ଏମାନେ ସବୁ ଜଣେ ଆଉ ଜଣକର ଭାଇଭଉଣୀ ହୋଇଥାନ୍ତି ) । ଏଥିରେ କିଛି ସଦସ୍ୟ ଏକେଲା ରହିବାକୁ ପସନ୍ଦ କରନ୍ତି ଆଉ କେତେକ ଦଳ ହୋଇ ରହିବାକୁ ପସନ୍ଦ କରିଥାନ୍ତି । ପିମ୍ପୁଡି ଗୋଟେ ସାମାଜିକ କୀଟ ଅଟେ ଯିଏ କଲୋନି ବା ସମୂହ କରି ରହିଥାଏ । ପିମ୍ପୁଡି ତିନି ପ୍ରକାର ଅଟନ୍ତି ରାଣୀ ପିମ୍ପୁଡି, ନର ପିମ୍ପୁଡି, ତଥା ମଜଦୁର ସ୍ତ୍ରୀ ପିମ୍ପୁଡି ।

ପିମ୍ପୁଡି ମଧ୍ୟରେ ଅନୁଶାସନ ଥାଏ କି ନହିଁ

ଏବେ ଆପଣ ପିମ୍ପୁଡି ସହିତ ପରିଚିତ ହୋଇଗଲେଣି ଯଦି ଖାଲି ଏତିକି ବାକି ରହିଲା ଦୁନିଆ ସରରେ ପିମ୍ପୁଡ଼ିଙ୍କର ପାଖାପାଖି ୧୨୦୦ ରୁ ଅଧିକ ବେଶୀ ଜାତି ଶୁଚିବଦ୍ଧ ହୋଇଛି । ଆଶ୍ଚର୍ଯ୍ୟ କର କଥା ଏହାକି ଗୋଟେ ପିମ୍ପୁଡି ନିଜ ଓଜନଠାରୁ ୫୦ ଗୁଣ ଅଧିକ ଓଜନ ଉଠାଇପାରେ ।

ସବୁଠୁ ମଜକଥା ଏହାକି ପିମ୍ପୁଡି ଯେବେ ଚାଲିଥାନ୍ତି ନିଜ ପଛରେ ( ଏକ ପ୍ରକାର ରାସାୟନିକ ପଦାର୍ଥ ) ଛାଡିକି ଯାଇଥାଏ । ଏହି ପ୍ରକାରେ ସେ ନିଜ ପଛରେ ଆସୁଥିବା ପିମ୍ପୁଡି ମାନଙ୍କ ପାଇଁ ଓ ନିଜେ ଯିବା ପାଇଁ ଗୋଟେ ମାର୍ଗ ବନାଇଥାଏ । ଏହି କାରଣ ଅଛିକି ପିମ୍ପୁଡିମାନେ ସିଧା ରାସ୍ତାରେ ଚାଲିଥାନ୍ତି । ଅନୁଶାସନ ଭଳି କିଛି କଥା ନାହିଁ, ତାଙ୍କର ବାଧ୍ୟତାମୂଳକ ଅଟେ । ଯଦି ଜଣେ ଆଉ ଜଣକ ପଛରେ ନଯିବେ ବାଟ ଭୁଲି ମରିଯିବେ ।

Leave a Reply

Your email address will not be published. Required fields are marked *