ଜାଣିଛନ୍ତିକି କାହିଁକି ପେଚାକୁ କୁହାଯାଇଥାଏ ଲକ୍ଷ୍ମୀଙ୍କ ବାହାନ ? Sakun Bichara

ପେଚା କେମିତି ହେଲା ମା ଲକ୍ଷ୍ମୀଙ୍କ ବାହାନ ? ପେଚକୁ ମା ଲକ୍ଷ୍ମୀଙ୍କ ବାହାନ କୁହାଯାଇଥାଏ, ସେଥିପାଇଁ ପେଚା ଦେଖିବା ବହୁତ ଶୁଭ ହୋଇଥାଏ । ଦୀପାବଳି ଦିନ ପେଚାର ଦର୍ଶନ କରିବା ବହୁତ ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ପେଚା କେମିତି ହେଲା ମା ଲକ୍ଷ୍ମୀଙ୍କ ବାହାନ ଓ କଣ ଜଡିତ ଅଛି ଏହା ପଛରେ ମାନ୍ୟତା…

ପେଚା ଭିତରେ ଥାଏ ଏହି ଖାସ ଗୁଣ

ଲକ୍ଷ୍ମୀଙ୍କ ବାହାନ ପେଚା ପକ୍ଷୀ ନହୋଇ ମଧ୍ୟ ଗୋଟେ ବିଶିଷ୍ଟ କ୍ଷମତା ଓ ବିଲକ୍ଷଣ ଦୃଷ୍ଟି କୋନର ପ୍ରତୀକ ଅଟେ । ସେ ଭିଡରୁ ହଟିକି ବିଚାର କରିବାର ଶକ୍ତି ଆଡକୁ ଇସାରା କରିଥାଏ । ଅର୍ଥାତ ସେ ସେତେବେଳେ ଦେଖିବାର କ୍ଷମତା ରଖିଥାଏ, ଯେବେ ସାମାନ୍ୟ ଲୋକଙ୍କୁ ନଜର ଆସିନଥାଏ । ଏହି ପ୍ରବୃତି ନିତ୍ୟାନ୍ତ ବ୍ୟାପାରିକ ଅଟେ । ପେଚା ନିର୍ଭୟତା ବା କ୍ଷମତାର ପ୍ରତୀକ ଚିହ୍ନ ଅଟେ ।

ଏମିତି ପେଚା ହେଲା ମା ଲକ୍ଷ୍ମୀଙ୍କର ବାହାନ

ସୃଷ୍ଟିର ରଚନା ହେବା ପରେ ସବୁ ଦେବୀ ଦେବତା ପୃଥିବୀକୁ ଆସିଥିଲେ । ସବୁ ପଶୁ ପକ୍ଷୀ ଆସି ତାଙ୍କୁ ସେମାନଙ୍କୁ ବାହନ କରିବା ଆଗ୍ରହ କରିଥିଲେ । ଦେବୀ ଲକ୍ଷ୍ମୀଙ୍କ ବାହାନ ହେବା ପାଇଁ ସବୁ ପଶୁ ପକ୍ଷୀ ମଧ୍ୟରେ କଥା ବ୍ୟାପିଗଲା । ତାପରେ ମା ଲକ୍ଷ୍ମୀ ସମସ୍ତଙ୍କୁ ଚୁପ କରାଇଲେ ଓ ସମସ୍ୟାର ସମାଧାନ କହିଥିଲେ । ସେ କହିଥିଲେକି ସବୁ ବର୍ଷ କାର୍ତିକ ମାସର ଅମାବାସ୍ୟାରେ ପୃଥିବୀକୁ ଆସିବି ଓ ସେତେବେଳେ ମୋ ବାହାନ ବାଛିବି ।

ପେଚାର ତୀକ୍ଷଣ ନଜର

କାର୍ତିକ ଅମାବାସ୍ୟାରେ ପ୍ରତିଦିନ ସବୁ ପଶୁପକ୍ଷୀ ମା ଲକ୍ଷ୍ମୀଙ୍କ ବାଟ ଚାହିଁ ବସିଥିଲେ । ରାତ୍ରି ସମୟରେ ଯେମିତି ଲକ୍ଷ୍ମୀ ମା ଆସିଛନ୍ତି ପୃଥିବୀ ପୃଷ୍ଠକୁ ପେଚା ତାର ତୀକ୍ଷଣ ନଜରରେ ମାଙ୍କୁ ଦେଖିଥିଲେ ଓ ତାଙ୍କ ପାଖକୁ ଯାଇ ପ୍ରାର୍ଥନା କରିଥିଲେକୁ ଆପଣ ମୋତେ ଆପଣଙ୍କ ବାହନ ସ୍ଵୀକାର କରନ୍ତୁ । ଲକ୍ଷ୍ମୀ ମା ଦେଖିଲେ ଔ କିଛି ପଶୁ ପକ୍ଷୀ ଦେଖାଯାଉ ନାହାଁନ୍ତି ତ ସେ ପେଚକୁ ତାଙ୍କ ବାହାନ ବୋଲି ସ୍ଵୀକାର କରିଥିଲେ  ।

ଏମିତି ଶୁଭ କୁହାଯାଇଥାଏ ପେଚାକୁ

ଯଦି ପେଚା ଆପଣଙ୍କ ମୁଣ୍ଡ ଉପରେ ଉଡୁଛି କି ଓ ଶବ୍ଦ କରି ପିଛା କରୁଛିତ ଏହି ଯାତ୍ରା ଶୁଭ ହୋଇଥାଏ । ପୂର୍ବ ଦିଗରେ ବସିଥିବା ପେଚାର ସ୍ଵର ଶୁଣିବାକୀ ଦର୍ଶନ କରିବା ଦ୍ଵାରା ପ୍ରଚଣ୍ଡ  ଆର୍ଥିକ ଲାଭର ସୂଚକ ବୋଲି କୁହାଯାଏ । ଦକ୍ଷିଣ ଦିଗରେ ପେଚାର ସ୍ଵର ଶୁଣିଲେ ସତୃଙ୍କ ଉପରେ ବିଜୟ ସୁନିଶ୍ଚିତ ହୋଇଥାଏ ।

ସକାଳୁ ପେଚାର ସ୍ଵର ଶୁଣିଲେ ସୌଭାଗ୍ୟ କାରକ ଓ ଲାଭ ଦାୟକ ହୋଇଥାଏ । କୁହାଯାଏକି ଯଦି ଗର୍ଭବତୀ ସ୍ତ୍ରୀ ପେଚକୁ ଛୁଇଁ ଦେଇଥାଏତ ତାର ହେବାକୁ ଥିବା ସନ୍ତାନ ଶ୍ରେଷ୍ଠ ହୋଇଥାଏ । ପେଚା ଯଦି ଗଣଭିର ରୂପରେ ବିମାର ଥିବା ବ୍ୟକ୍ତିକୁ ସ୍ପର୍ଶ କରିଦିଏ ତ ତାର ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଯଦି ପେଚା କାହାକୁ ସେମିତି ଛୁଇଁ ଦେଇଥାଏ ତାର ଜୀବନ ଆନନ୍ଦରେ ବିତିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *