ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବା । ତାହାର ଉତ୍ତର ଜାଣିବା ଆପଣ ବହୁତ ପ୍ରଚେଷ୍ଟା କରନ୍ତି କିନ୍ତୁ ଶେଷରେ ଭୁଲ ଉତ୍ତର ଦେଇ ନିଜର ଜ୍ଞାନ ହାନି କରାଇଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନର ଉତ୍ତର ଜଣାଇବୁ ଯାହା ଆପଣ ମାନଙ୍କ ଜ୍ଞାନର ଇନ୍ଦ୍ରିୟକୁ କେନ୍ଦ୍ରୀଭୂତ କରିବାରେ ସାହାର୍ଯ୍ୟ କରିବ ।
ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା । ୧- OTV ର ଫୁଲ ଫର୍ମ କଣ ?
ଉତ୍ତର- ଓଡିଆ ଟେଲିଭିଜନ ।
୨- TRP ର ଫୁଲ ଫର୍ମ କଣ ?
ଉତ୍ତର- ଟେଲିଭିଜନ ରେଟିଙ୍ଗ ପଏଣ୍ଟ ।
୩- LIC ର ଫୁଲ ଫର୍ମ କଣ ?
ଉତ୍ତର- ଲାଇଫ ଇନସୁରାନ୍ସ କର୍ପୋରେସନ ।
୪- NTPC ର ଫୁଲ ଫର୍ମ କଣ ?
ଉତ୍ତର- ନ୍ୟାସନାଲ ଥେରମାଲ ପାୱାର କର୍ପୋରେସନ ।
୫- IAS ର ଫୁଲ ଫର୍ମ କଣ ?
ଉତ୍ତର- ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସ ।
୬- IPS ର ଫୁଲ ଫର୍ମ କଣ ?
ଉତ୍ତର- ଇଣ୍ଡିଆନ ପୋଲିସ ସର୍ଭିସ ।
୭- ISS ର ଫୁଲ ଫର୍ମ କଣ ?
ଉତ୍ତର- ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ।
୮- WORLD ର ଫୁଲ ଫର୍ମ କଣ ?
ଉତ୍ତର- ୱାଚ ପାୱାର ରିୟଲ ଲାଇଫ ଡେ ଆଣ୍ଡ ନାଇଟ ।
୯- CHC ର ଫୁଲ ଫର୍ମ କଣ ?
ଉତ୍ତର- କମ୍ୟୁନିଟି ହେଲଥ ସେଣ୍ଟର ।
୧୦- ISI ର ଫୁଲ ଫର୍ମ କଣ ?
ଉତ୍ତର- ଇଣ୍ଡିଆ ଷ୍ଟାଣ୍ଡାର୍ଡସ ଇଂଷ୍ଟିଟ୍ୟୁଟ ।
୧୧- BRD ର ଫୁଲ ଫର୍ମ କଣ ?
ଉତ୍ତର- ବିଜନେସ ଋକ୍ବାରିମେନ୍ଟ୍ଶ ଡକୁମେଣ୍ଟ ।
୧୨- NMMS ର ଫୁଲ ଫର୍ମ କଣ ?
ଉତ୍ତର- ନ୍ୟାସନାଲ ମିନ୍ସ-କମ-ମେରିଟ ସ୍କଲାରସିପ ।
୧୩- CD ର ଫୁଲ ଫର୍ମ କଣ ?
ଉତ୍ତର- କମ୍ପାକ୍ଟ ଡିସ୍କ ।
୧୪- GIE ର ଫୁଲ ଫର୍ମ କଣ ?
ଉତ୍ତର- ଗାନ୍ଧୀ ଇଂଷ୍ଟିଟ୍ଯୁଟ ଅଫ ଇଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ।
୧୫- DM ର ଫୁଲ ଫର୍ମ କଣ ?
ଉତ୍ତର- ଡାଇରେକ୍ଟ ମ୍ଯାସେଜ ।
୧୬- MB ର ଫୁଲ ଫର୍ମ କଣ ?
ଉତ୍ତର- ମେଗାବାଇଟ ।
୧୭- BOOK ର ଫୁଲ ଫର୍ମ କଣ ?
ଉତ୍ତର- ବିଗ ଓସେନ ଅଫ ନଲେଜ ।
୧୮- MBD ର ଫୁଲ ଫର୍ମ କଣ ?
ଉତ୍ତର- ମଲହୋତ୍ରା ବୁକ ଡିପୋ ।
୧୯- NATO ର ଫୁଲ ଫର୍ମ କଣ ?
ଉତ୍ତର- ନର୍ଥ ଆଣ୍ଟଲାଟିକ ଟ୍ରିଟି ଅର୍ଗାନାଇଜେସନ ।
୨୦- LOVE ର ଫୁଲ ଫର୍ମ କଣ ?
ଉତ୍ତର- ଲାଇଫ ଓନ୍ଲି ଭ୍ୟାଲୁଏବଲ ଇମୋଶନ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।