ମହିଳା ମାନେ ଭୁଲ ରେ ବି ପିନ୍ଧନ୍ତୁ ନାହିଁ ଏହି 5ଟି ଜିନିଷ, ସ୍ଵାମୀ ହେବେ କାଙ୍ଗାଳ

ଦର୍ଶକ ବନ୍ଧୁ କୁହାଯାଏ ସ୍ଵାମୀ-ସ୍ତ୍ରୀ ଙ୍କ ସମ୍ପର୍କ ସ୍ଵର୍ଗ ରୁ ବନିକି ଆସିଥାଏ । ତେଣୁ ସ୍ତ୍ରୀ ର ସବୁ ପ୍ରକାରର ଶୁଭ ଅଶୁଭ ସ୍ଵାମୀ ଉପରେ ପଡିଥାଏ । ସ୍ତ୍ରୀ ର ଖରାପ କାମ ସ୍ଵାମୀ କୁ କାଙ୍ଗାଳ କରି ଦେଇଥାଏ ବା ଜୀବନ ନଷ୍ଟ କରି ଦେଇଥାଏ । ତେଣୁ ସ୍ତ୍ରୀ ମାନେ ଏମିତି କିଛି ଭୁଲ କରିବା ଅନୁଚିତ ଯାହା ଦ୍ଵାରା ସ୍ବାମୀର ଅନିଷ୍ଟ ହୋଇଥାଏ ।

ବିବାହ ପରେ ସ୍ଵାମୀ-ସ୍ତ୍ରୀ ପବିତ୍ର ବନ୍ଧନରେ ବାନ୍ଧି ହୋଇଥାନ୍ତି । ସ୍ତ୍ରୀ ଏମିତି ପବିତ୍ର ବନ୍ଧନରେ ବାନ୍ଧି ଯାହା ପାଇଁ ସ୍ବାମୀର ସୁଖ, ଦୁଖର ଭାଗୀଦାର ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ସ୍ତ୍ରୀ ମାନେ କେଉଁ ଜିନିଷ ପିନ୍ଧିଲେ ସ୍ଵାମୀ ବରବାତ ହୋଇଯାଏ ।୧- ସୁନାର ଗହଣା : ପ୍ରତେକ ବିବାହିତ ନାରିଙ୍କ ପାଇଁ ସୁନାର ଅଳଙ୍କାର ଶ୍ରେଷ୍ଠ ଓ ମନ ପସନ୍ଦର ଶ୍ରୀଙ୍ଗାର ହୋଇଥାଏ । ସୁନାର ପାଉଁଜି ଓ ଝୁଣ୍ଟିଆ ବିବାହିତା ନାରୀ ମାନେ ପାଦରେ ପିନ୍ଧିଲେ ଅଶୁଭ ହୋଇଥାଏ । ଏହା ସହ ସ୍ଵାମୀ ଓ ପରିବାର ର କ୍ଷତି ହୋଇଥାଏ । ଘରକୁ ଅଭାବ ଆସିବା ସହ ଉନ୍ନତିରେ ବାଧା ଆସିଥାଏ ।

୨- ଧଳା ଶାଢୀ : ଆଧୁନିକ ଯୁଗ ଅନୁସାରେ ନିଜର ଷ୍ଟାଇଲ ମେଣ୍ଟେନ କରିବା ପାଇଁ ଅନେକ ନାରୀ ଧଳା ଶାଢୀ ପିନ୍ଧିଥାନ୍ତି । ଯାହା ବିବାହିତ ନାରିଙ୍କ ପାଇଁ ଉଚିତ ହୋଇ ନ ଥାଏ । ଏହିପରି କରିବା ଦ୍ଵାରା ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସ୍ବାମୀଙ୍କର ଅକାଳ ମୃତ୍ୟୁ ହୋଇଥାଏ ।

୩- ମଙ୍ଗଳସୂତ୍ର : ମଙ୍ଗଳସୂତ୍ର ହେଉଛି ବିବାହିତ ନାରିଙ୍କ ପାଇଁ ପବିତ୍ର ବନ୍ଧନ ର ମୂଳସୂତ୍ର । ଆଧୁନିକ ସମୟକୁ ତାଳ ଦେଇ ନାରୀ ମାନେ ମଙ୍ଗଳସୂତ୍ର କୁ ଗଳା ରେ ଧାରଣ ନ କରି ହାତରେ ଧାରଣ କରିଥାନ୍ତି । ଏହା କରିଲେ ସ୍ବାମୀଙ୍କ ଅମଙ୍ଗଳ ହେବ ସହ ଜୀବନ ଓ ଜୀବିକା ରେ ବ୍ୟାଘାତ ସୃଷ୍ଟି କରିଥାଏ ।

୪- ସିନ୍ଦୁର : ସିନ୍ଦୁର ବିବାହିତା ନାରୀ ର ସଧବା ହେବାର ପରିଚୟ ଦେଇଥାଏ । ସ୍ଵାମୀ ଙ୍କୁ ଦୀର୍ଘାୟୁ ହେବାରେ ସିନ୍ଦୁର ସାହାର୍ଯ୍ୟ କରିଥାଏ । କିନ୍ତୁ ଆଜିର ସମୟରେ ନାରୀ ମାନେ ଆଧୁନିକତା କୁ ଗୁରୁତ୍ଵ ଦେଇ ସିନ୍ଦୁର କୁ ସାମାନ୍ଯ ଭାବରେ ଲୁଚାଇ କି ପିନ୍ଧି ଥାନ୍ତି । ଆଉ କେହି କେହି ଶାଢୀ ରଙ୍ଗର ମ୍ଯାଚ କୁ କରି ନାଲି ସିନ୍ଦୁର ବଦଳରେ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗ ସିନ୍ଦୁର ପିନ୍ଧି ଥାନ୍ତି ।

ଯାହା ସ୍ଵାମୀ କୁ ବରବାତ କରି ଦେଇଥାଏ । ବନ୍ଧୁଗଣ ଏହି ଛୋଟ ଛୋଟ ଜିନିଷ ଆଧୁନିକ ଯୁଗ ଅନୁସାରେ ବିବାହିତ ନାରୀ ମାନେ ପିନ୍ଧିବା ଦ୍ଵାରା ଘର ପରିବାର ତଥା ସ୍ଵାମୀ ପ୍ରତି ବିପଦା ଆଣି ଥାଏ । ତେଣୁ ଏହି ସବୁ ଜିନିଷ ବା ଶ୍ରୀଙ୍ଗାର କୁ ସଠିକ ଭାବେ ଧାରଣ କରିବା ମଙ୍ଗଳକାରୀ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *