କଣ ଆପଣ ଜାଣିଛନ୍ତି ଏହି ସବୁ ଶବ୍ଦର Full Form କଣ? ଦେଖନ୍ତୁ 20+ ଶବ୍ଦର ଫୁଲ୍ ଫର୍ମ

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବା । ତାହାର ଉତ୍ତର ଜାଣିବା ଆପଣ ବହୁତ ପ୍ରଚେଷ୍ଟା କରନ୍ତି କିନ୍ତୁ ଶେଷରେ ଭୁଲ ଉତ୍ତର ଦେଇ ନିଜର ଜ୍ଞାନ ହାନି କରାଇଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନର ଉତ୍ତର ଜଣାଇବୁ ଯାହା ଆପଣ  ମାନଙ୍କ ଜ୍ଞାନର ଇନ୍ଦ୍ରିୟକୁ କେନ୍ଦ୍ରୀଭୂତ କରିବାରେ ସାହାର୍ଯ୍ୟ କରିବ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା । ୧- OTV ର ଫୁଲ ଫର୍ମ କଣ ?

ଉତ୍ତର- ଓଡିଆ ଟେଲିଭିଜନ ।

୨- TRP ର ଫୁଲ ଫର୍ମ କଣ ?

ଉତ୍ତର- ଟେଲିଭିଜନ ରେଟିଙ୍ଗ ପଏଣ୍ଟ ।

୩- LIC ର ଫୁଲ ଫର୍ମ କଣ ?

ଉତ୍ତର- ଲାଇଫ ଇନସୁରାନ୍ସ କର୍ପୋରେସନ ।

୪- NTPC ର ଫୁଲ ଫର୍ମ କଣ ?

ଉତ୍ତର- ନ୍ୟାସନାଲ ଥେରମାଲ ପାୱାର କର୍ପୋରେସନ ।

୫- IAS ର ଫୁଲ ଫର୍ମ କଣ ?

ଉତ୍ତର- ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସ ।

୬- IPS ର ଫୁଲ ଫର୍ମ କଣ ?

ଉତ୍ତର- ଇଣ୍ଡିଆନ ପୋଲିସ ସର୍ଭିସ ।

୭- ISS ର ଫୁଲ ଫର୍ମ କଣ ?

ଉତ୍ତର- ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ।

୮- WORLD ର ଫୁଲ ଫର୍ମ କଣ ?

ଉତ୍ତର- ୱାଚ ପାୱାର ରିୟଲ ଲାଇଫ ଡେ ଆଣ୍ଡ ନାଇଟ ।

୯- CHC ର ଫୁଲ ଫର୍ମ କଣ ?

ଉତ୍ତର- କମ୍ୟୁନିଟି ହେଲଥ ସେଣ୍ଟର ।

୧୦- ISI ର ଫୁଲ ଫର୍ମ କଣ ?

ଉତ୍ତର- ଇଣ୍ଡିଆ ଷ୍ଟାଣ୍ଡାର୍ଡସ ଇଂଷ୍ଟିଟ୍ୟୁଟ ।

୧୧- BRD ର ଫୁଲ ଫର୍ମ କଣ ?

ଉତ୍ତର- ବିଜନେସ ଋକ୍ବାରିମେନ୍ଟ୍ଶ ଡକୁମେଣ୍ଟ ।

୧୨- NMMS ର ଫୁଲ ଫର୍ମ କଣ ?

ଉତ୍ତର- ନ୍ୟାସନାଲ ମିନ୍ସ-କମ-ମେରିଟ ସ୍କଲାରସିପ ।

୧୩- CD ର ଫୁଲ ଫର୍ମ କଣ ?

ଉତ୍ତର- କମ୍ପାକ୍ଟ ଡିସ୍କ ।

୧୪- GIE ର ଫୁଲ ଫର୍ମ କଣ ?

ଉତ୍ତର- ଗାନ୍ଧୀ ଇଂଷ୍ଟିଟ୍ଯୁଟ ଅଫ ଇଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ।

୧୫- DM ର ଫୁଲ ଫର୍ମ କଣ ?

ଉତ୍ତର- ଡାଇରେକ୍ଟ ମ୍ଯାସେଜ ।

୧୬- MB ର ଫୁଲ ଫର୍ମ କଣ ?

ଉତ୍ତର- ମେଗାବାଇଟ ।

୧୭- BOOK ର ଫୁଲ ଫର୍ମ କଣ ?

ଉତ୍ତର- ବିଗ ଓସେନ ଅଫ ନଲେଜ ।

୧୮- MBD ର ଫୁଲ ଫର୍ମ କଣ ?

ଉତ୍ତର- ମଲହୋତ୍ରା ବୁକ ଡିପୋ ।

୧୯- NATO ର ଫୁଲ ଫର୍ମ କଣ ?

ଉତ୍ତର- ନର୍ଥ ଆଣ୍ଟଲାଟିକ ଟ୍ରିଟି ଅର୍ଗାନାଇଜେସନ ।

୨୦- LOVE ର ଫୁଲ ଫର୍ମ କଣ ?

ଉତ୍ତର- ଲାଇଫ ଓନ୍ଲି ଭ୍ୟାଲୁଏବଲ ଇମୋଶନ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *