ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ, 700 ବର୍ଷ ପରେ 19 May ରେ “ଜ୍ୟଷ୍ଠ ଅମାବାସ୍ୟା” ଏହି 6 ଟି ରାଶି ହେବେ କୋଟିପତି

ଚଳିତ ବର୍ଷ ମେ ୧୯ ରେ ବର୍ଷର ସବୁଠାରୁ ବଡ ଅମାବାସ୍ୟା ଜ୍ୟଷ୍ଠ ଅମାବାସ୍ୟା ପଡିବାକୁ ଯାଉଛି । ଏହି ଦିନ ବନିବାକୁ ଯାଉଛି ଶନିଦେବଙ୍କ ଶଶୀ ଯୋଗ, ଦିବ୍ୟ ଦୁର୍ଲଭ ମହାସଂଯୋଗ, କାଳସର୍ପ ଯୋଗ । ୧୨ଟି ରାଶି ମଧ୍ୟରୁ ୬ଟି ରାଶି ହେବେ କୋଟିପତି । ଏହି ଥର ଜ୍ୟଷ୍ଠ ଅମାବାସ୍ୟାରେ ଶନି ଜୟନ୍ତୀ ପାଳିତ ହେବାକୁ ଯାଉଛି । ଯାହା ବହୁତ ଖାସ ଅଟେ । ଏହି ଦିନ ଦାନ ଧର୍ମ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହି ରାଶି ମାନେ ଭଗବାନ ଶନିଦେବଙ୍କ କୃପାରୁ ଏମାନେ କୋଟିପତି ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣି ନେବା ସେମାନଙ୍କ ବିଷୟରେ ବିସ୍ତାର ଭାବେ । ମକର ରାଶି : ଆପଣଙ୍କ ଉପରେ ଭଗବାନ ଶନିଙ୍କ ଅପାର କୃପା ଦ୍ରୁଷ୍ଟି ରହିବ । ଯାହା କାରଣରୁ ଏମାନଙ୍କୁ ଧନ ଲାଭ ହେବ । ଯେଉଁ ମାନେ ଚାକିରି କରୁଛନ୍ତି ସେମାନଙ୍କୁ ଉନ୍ନତି ମିଳିବ । ପରିବାର ଓ ବନ୍ଧୁଙ୍କ ସହଯୋଗରେ ଆପଣ କାର୍ଯ୍ୟ ଗୁଡିକ ସଫଳତା ପୂର୍ବକ ପୁରା କରିବେ ।

ମେଷ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ଏବେ ଭଲ ଆସିବାକୁ ଯାଉଛି । ଅଚାନକ ବାହନ ସୁଖ ପ୍ରାପ୍ତ ହେବ । ସମୟକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ ।  ସଫଳତାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ଏହି ଅବସରକୁ ପ୍ରାପ୍ତ କରି ଜୀବନରେ ଆଗକୁ ବଢିବେ ।

ବୃଷ ରାଶି : ଆପଣଙ୍କ ଦ୍ଵାରା କରାଯାଇଥିବା ମେହନତର ଫାଇଦା ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ହେବ । ବନ୍ଧୁଙ୍କ ସହ ମିଳାମିଶା କରିବେ । ଅନେକ ପ୍ରକାରର ଧନ ଲାଭ ହେବ । ଭଗବାନ ଶନିଙ୍କ କୃପାରୁ ଧନ ଜନିତ ସମସ୍ଯା ଦୂର ହେବ ।

କନ୍ୟା ରାଶି : ଭଗବାନ ଶନିଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କୁ ଧନ ଲାଭ ହେବା ସହ ବ୍ୟାପାରରେ ଖୁବ ବୃଦ୍ଧି ହେବ । ନୂଆ ବାହନ ଓ ଘର କ୍ରୟ କରିବାକୁ ଯୋଜନା କରୁଥିଲେ ସଫଳ ହେବେ । ସବୁ ମନୋକାମନା ପୂରଣ ହେବ ।

ସିଂହ ରାଶି : ଭଗବାନ ଶନିଦେବଙ୍କ କୃପାରୁ ସମୟ ଆପଣଙ୍କ ପାଇଁ ବେହତର ହେବାକୁ ଯାଉଛି । ସମାଜ ଦ୍ଵାର ଆପଣଙ୍କୁ ପ୍ରଶଂସା କରାଯିବ । ଜୀବନରେ ଏମିତି ଅବସର ମିଳିବ ଯାହା ଦ୍ଵାରା ଭଲ ପରିବର୍ତ୍ତନ ହେବ । ଆପଣଙ୍କୁ ଖୁବ ଧନ ଲାଭ ହେବ ।

ଧନୁ ରାଶି : ଘର ପରିବାରରେ ଖୁଶିର ମାହୋଲ ରହିବ । ଶୁଭ ଖବର ମିଳିପାରେ । ମେହନତର ପରିଣାମ ମିଳିବ । ଦାମ୍ପତ୍ୟ ଜୀବନ ମଧୁମୟ ହେବ । ଅଟକିଥିବା କାମ ପୁରା ହେବ । ମଧୁର ବାଣୀ ଦ୍ଵାରା ସବୁ କାମ ସଫଳତା ପୂର୍ବକ ପୁରା ହେବ ।

କୁମ୍ଭ ରାଶି : ଆପଣ ଜୀବନରେ ନୂଆ ଖୁଶିର ଅନୁଭବ କରିବେ । ଉଚ୍ଚ ଶିକ୍ଷା ପ୍ରାପ୍ତ ହେବ । ଆୟରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନ ଭଲ ରହିବ । ପ୍ରେମ ସମ୍ପର୍କ ମଜବୁତ ହେବ । ଚାରିଆଡୁ ଆପଣଙ୍କୁ ଲାଭ ହିଁ ଲାଭ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *