ଏହି ଗାଁ ରେ ନିଜ ନାଗ ପାଇଁ 500 ବର୍ଷ ରୁ ବଞ୍ଚିକି ଅଛି ଏହି ଇଛାଧାରୀ ନାଗୁଣୀ… ସମ୍ପୁର୍ଣ୍ଣ ଘଟଣା ଜାଣି ହୋସ ଉଡିଯିବ

ବନ୍ଧୁଗଣ ପ୍ରତେକ ଇଚ୍ଛାଧାରୀ ନାଗ ନାଗୁଣୀଙ୍କ ପାଖରେ ନାଗମଣି ହୋଇଥାଏ । କୁହାଯାଏ ଯେବେ ସ୍ଵାତି ନକ୍ଷତ୍ରରେ ପ୍ରଥମ ବର୍ଷା ହୋଇଥାଏ ଯଦି ବର୍ଷାର ପ୍ରଥମ ବୁନ୍ଦା କୋବ୍ରା ସାପର ମୁହଁରେ ପଡିଯାଏ ତେବେ ସାପ ମୁହଁରେ ନାଗମଣୀ ଉତପନ କରିଥାଏ । ଯେବେ ସାପଟି ନାଗମଣି ପାଇଯାଏ ତା ଠାରେ ଅନେକ ଶକ୍ତି ଆସିଥାଏ । ନାଗମଣିର କିରଣ ବହୁତ ତୀବ୍ର ହୋଇଥାଏ ।

ଏହାର ପ୍ରକାଶ ଅନେକ କିମି ଯାଏଁ ଦେଖାଯାଏ । କିନ୍ତୁ ନାଗମଣିକୁ ନାଗ ନାଗୁଣୀ ମାନେ ସମସ୍ତଙ୍କ ନଜରରୁ ଲୁଚାଇ ରଖିଥାନ୍ତି । ନାଗମଣିକୁ କେହି ହାସଲ କରିବାକୁ ଚାହିଁଲେ ନାଗୁଣୀ କ୍ରୋଧିତ ହୋଇଥାଏ । ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଘଟଣାଟି ଘଟିଥିଲା ବିହାରର ଦିରଭଙ୍ଗାର ଏକ ଗାଁ ରେ ଯେଉଁ ଠାରେ ସନ୍ଦିପ ଓ ଧର୍ମେଶ ନାମକ ୨ ଜଣ ବ୍ୟକ୍ତି ଥିଲେ ।

ଦୁହିଙ୍କ ମଧ୍ୟରେ ବନ୍ଧୁତା ଥିଲା । ଦିନେ ଦୁଇ ବନ୍ଧୁ ଛେଳି ଚରାଇବା ବେଳେ ଗୋଟେ ଛେଳି ଘନ ଜଙ୍ଗଲଉ ଚାଲିଗଲା ଯେଉଁ ଠାରେ ନାଗ ନାଗୁଣୀ ନାଗମଣିର ସୁରକ୍ଷା କରୁଥିଲେ । ଆଉ ଛେଳିକୁ ଖୋଜିବା ପରେ ଧର୍ମେଶ ଜଙ୍ଗଲକୁ ଗଲା । ସେହି ସମୟରେ ନାଗମଣିର କିରଣ ଧର୍ମେଶ କୁ ଦେଖାଗଲା ଆଉ ତାହା ଦେଖିବାକୁ ସେ ନାଗ ଲୁଚିଥିବା ଜାଗାକୁ ଖୋଲିବାକୁ ଲାଗିଲା । ଆଉ ଶେଷରେ ନାଗର ମୃତ୍ୟୁ ହୋଇଗଲା ।

ଏହାପରେ ଧର୍ମେଶ ନାଗମଣୀକୁ ନେଇ ଗାଁ କୁ ଚାଲିଗଲା । ଆଉ ତାପରେ ନାଗୁଣୀ ଆସି ଦେଖିଲା କି ନାଗ ମରିଯାଇଛି ଆଉ ନାଗମଣି ନାହିଁ । ତାପରେ ନାଗୁଣୀ ନାଗ ଆଖିରେ ନିଜ ସ୍ବାମୀକୁ ହତ୍ୟା କରିଥିବା ମଣିଷକୁ ଦେଖିଲା । ସେପଟେ ଧର୍ମେଶ ବହୁତ ଖୁସି ଥିଲା । ଘରେ ପହଞ୍ଚି ଧର୍ମେଶ ନାଗମଣିକୁ ଧରି ଛେଳିକୁ ପାଇବାର ଇଚ୍ଛା ରଖିବା ପରେ ସଙ୍ଗେ ସଙ୍ଗେ ଛେଳି ତା ଘର ଆଗକୁ ଆସିଗଲା ଯାହାକୁ ଦେଖି ସେ ଖୁସି ହୋଇଗଲା ।

ଏହାପରେ ନାଗୁଣୀ ମଣିଷ ରୂପ ଧାରଣ କରି ଧର୍ମେଶ ସହ ଭେଟ ହେଲା ଆଉ ନିଜର ଦୁଖର କାହାଣୀ କହି ତାକୁ ନିଜର କରି ନେଲା । ଧର୍ମେଶ ନିଜ ଘରକୁ ନାଗୁଣୀକୁ ନେଇଗଲା ଆଉ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । କିନ୍ତୁ ଧର୍ମେଶ ଜାଣି ନ ଥିଲା କି ମଣିଷ ରୂପରେ ନାଗୁଣି ଅଛି ବୋଲି । ଦିନେ ଦୁହେଁ ଏକାନ୍ତରେ ବୁଲିବାକୁ ଯାଇଥିଲେ ଆଉ ସେହି ସମୟରେ ନାଗୁଣୀ ଧର୍ମେଶକୁ ତାର ଗଳାରେ ପକାଇଥିବା ନାଗମଣିକୁ ଦେବାକୁ କହିଲା ଯାହାକୁ ଦେବା ପାଇଁ ଧର୍ମେଶ ମନା କରିଦେଲା ।

ଯାହାପରେ ନାଗୁଣୀ କ୍ରୋଧିତ ହୋଇ ଅନେକ କଥା କହିଲା । ତାପରେ ଧର୍ମେଶ ନ ଚାହିଁ ମଧ୍ୟ ନାଗୁଣୀକୁ କିଛି ସମୟ ପାଇଁ ନାଗମଣି ଦେଲା । ଯାହାପରେ ନାଗୁଣୀ ନିଜର ଅସଲ ରୂପରେ ଆସି ଧର୍ମେଶକୁ ମାରିଲା ଆଉ ନିଜର ପ୍ରତିଶୋଧ ନେଲା । ତେବେ ଠାରୁ ନାଗୁଣୀ ସେହି ଗାଁରେ ୫୦୦ ବର୍ଷ ହେବ ନିଜ ନାଗ ପାଇଁ ବଞ୍ଚିକି ଅଛି । ଲୋକଙ୍କ କହିବା ଅନୁଯାୟୀ ନାଗୁଣୀ ମହାଦେବଙ୍କ ପୂଜା କରିବା ପରେ ଗାୟବ ହୋଇଯାଏ । ବନ୍ଧୁଗଣ ଆପଣଙ୍କୁ ଏହି ଘଟଣାଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *