କଣ କାଢା ପିଇବା ଦ୍ଵାରା ହୋଇଥାଏ ଲିଭର ଖରାପ ? ପଢନ୍ତୁ ନହେଲେ ହୋଇଯିବ ଡେରି…

ସମସ୍ତେ କାରୋନା ପାଇଁ ବହୁତ ଜୋରସୋରରେ ୟୁମିନିଟି ବଢାଇବା ପାଇଁ କାଢାର ଉପଯୋଗ କରୁଛନ୍ତି କିନ୍ତୁ ଆଜି କାଲି ସୋସିଆଲ ମିଡିଆରେ କାଢାକୁ ବହୁତ ଭୁଲ ଧାରଣା ସୃଷ୍ଟି କରୁଛନ୍ତି । ବହୁତ ବାର ଶୁଣିଥିବେ ବେସୀ କାଢା ପିଇଲେ ଲିଭର ଖରାପ ହୋଇଥାଏ । ତଳେ ଦିଆଯାଇଥିବା ଫୋଟରେ ଆୟୁଷ ମନ୍ତ୍ରାଳୟର ଅଧିକାରୀଙ୍କ ଦ୍ଵାରା ସ୍ପଷ୍ଟ କରାଯାଇଚିକି କାଢା ପିଇଲେ ଲିଭରକୁ କିଛି କ୍ଷତି ହୋଇନଥାଏ ।

କାଢା ପିଇଲେ ଲିଭର ଖରାପ ହେବା ଉପରେ ଦାବି କରି ସ୍ପଷ୍ଟିକରଣ ଦେଇଛନ୍ତିକି, ” କାଢାରେ ବ୍ୟବହାର ହେଉଥିବା ସାମଗ୍ରୀ ଅଲଗା ଅଲଗା ପ୍ରକାରର ଭାଇରସର ଆଣ୍ଟିଭାଇରାଲ ଅଟେ । ଏହି ସାମଗ୍ରୀର ଆମର ଶ୍ଵସନ ତନ୍ତ୍ର ଉପରେ ଅନୁକୂଳ ପ୍ରଭାବ ରହିଥାଏ ।

ଏହା ଭୁଲ ଧାରଣ ଅଟେକି କାଢା ପିଇବା ଦ୍ଵାରା ଲିଭର ଖରାପ ହୋଇଥାଏ । ଏହା କାରୋନା ଭାଇରସରୁ ରକ୍ଷା କରିଥାଏ ଓ ୟୁମୀନିଟିକୁ ବଢାଇ ଥାଏ । ଯେଉଁ କରାଲ ଗତିରେ କରୋନର ପ୍ରକୋପ ବଢି ଚାଲିଛି ତାକୁ ରୋକିବା ପାଇଁ କଢା ପିଇବା ଓ ଭିଟାମିନ ସମ୍ପର୍କିତ ଜିନିଷ ଖାଇବା ନିହାତି ଦରକାର । ନେହେଲେ କରୋନରୁ ନିଜକୁ କେମିତି ରକ୍ଷା କରିବେ ଇଏ ଏକମାତ୍ର ରକ୍ଷା କବଚ ।

ତେବେ ଯେଉଁମାନେ ଏହା କହୁଛନ୍ତି କି କଢା ପିଇବା ଦ୍ଵାରା ଲିଭର ଖରାପ ହେଉଛି ସେମାନଙ୍କୁ ଆମେ କହି ଦେବାକୁ ଚାହୁଞ୍ଚୁ କି ଏଭଳି ମିଛ ପ୍ରଚାର କରନ୍ତୁ ନାହିଁ । କାହିଁକି ନା କଢା ଅନେକ ଗୁଡିଏ ଔଷଧୀୟ ଯଦି ବୁତିରେ ବାଣୀ ଥାଏ । ଯାହା ଆମ ଶରୀରରେ ଥିବା କାହାରପ ଜୀବାଣୁଙ୍କୁ ମାରି ଆମ ଶରୀରକୁ ସୁସ୍ଥ ରଖି ଥାଏ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *