ସକାଳୁ ସକାଳୁ ଜଣେ ବ୍ୟକ୍ତିଙ୍କ କାନରେ ଜୋରରେ କୁଣ୍ଡେଇହବାକୁ ଲାଗିଲା, ଯେବେ ଡାକ୍ତରମାନେ କାନ ଭିତରକୁ ଦେଖିଲେ ତ ପୁରା ଆଶ୍ଚର୍ଯ୍ୟ ହୋଇଗଲେ

ଆଜି ଆମେ ଆପଣଙ୍କୁ ଏକ ଏମିତି ପ୍ରକାରର ଖବର କହିବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । ସାଉଥ ଚାଇନା କେ ଗୁଆଙ୍ଗଜହୋ କ୍ଷେତ୍ରରେ ରହୁଥିବା ଜଣେ ବ୍ୟକ୍ତିଙ୍କ କାନରେ ଅଚାନକ କୁଣ୍ଡେଇହବାକୁ ଲାଗିଲା । ଆପଣ ଭାବୁ ଥିବେ ଏଥିରେ କଣ ବଡ କଥା ଅଛି ଏହା ତ ସାଧାରଣ କଥା । କିନ୍ତୁ ଯେବେ ସେହି ବ୍ୟକ୍ତିର କାନ ଜୋରରେ କୁଣ୍ଡେଇ ହେଲା ତ ସେ ତାର କାନ ଡାକ୍ତରଙ୍କୁ ଦେଖାଇଲା ।

ଡାକ୍ତର ତାଙ୍କୁ କିଛି ଏମିତିଆ କଥା କହିଲେ ଯାହା ଶୁଣିକି ସେହି ବ୍ୟକ୍ତିଙ୍କ ହୋସ ଉଡିଗଲା । ଡାକ୍ତର କହିଲେ କି ସେହି ବ୍ୟକ୍ତିର କାନରେ ଗୋଟେ ଜୀବିତ ଅବସ୍ଥାରେ ଥିବା ଝିଟିପିଟି ଅଛି ।

ଏହି ବ୍ୟକ୍ତି ଜଣକ କିଏ ଏହା ତ ଜଣା ପଡିନି । ଏହି ବ୍ୟକ୍ତି ରାତିରେ ସାମାନ୍ଯ ଅବସ୍ଥାରେ ଶୋଇଥିଲା କିନ୍ତୁ ସକାଳୁ ଉଠିଲା ପରେ ତା କାନରେ ଜୋରରେ କୁଣ୍ଡେଇହେଲା, ଯାହା ଧୀରେ ଧୀରେ ବଢିବାରେ ଲାଗିଥିଲା । ଏଥିରେ ତାକୁ ଆଶଙ୍କା ହେଲା କି ତା କାନରେ କୌଣସି ପୋକ ପଶି ଯାଇନାହାନ୍ତି ତ, ଯାହା ଦ୍ଵାରା ସେ ଟିକେ ବି ଡେରି ନକରିକି ସିଧା ହସ୍ପିଟାଲ ପଳେଇଲା, ଯେଉଁଠି ଏହି କଥା ଜାଣିବାକୁ ମିଳିଲା କି ତା କାନରେ ଗୋଟେ ଝିଟିପିଟି ଅଛି ।

ଡାକ୍ତର ଏହା ଜାଣିବା ପରେ ତୁରନ୍ତ ସେହି ଝିଟିପିଟିକୁ ଇଂଜେକସନ ଦେଇକି ବେହୋସ କରିଦେଲେ, କାରଣ ସେହି ଝିଟିପିଟି ସେହି ବ୍ୟକ୍ତିର ବ୍ରେନ ପର୍ଯ୍ୟନ୍ତ ନ ପହଞ୍ଚି ପାରୁ । ଏହା ପରେ ଡାକ୍ତର ଟିକେ ବି ଡେରି ନକରିକି ଝିଟିପିଟିକୁ ତା କାରେ ବାହାର କରିଲେ । ଡାକ୍ତର କହିଲେ କି ଯଦି ଆଉ ଟିକେ ଡେରି ହେଇଯାଇଥାନ୍ତା ତେବେ ସେହି ଝିଟିପିଟି ସେହି ବ୍ଯକ୍ତିର ବ୍ରେନ ପର୍ଯ୍ୟନ୍ତ ପହଞ୍ଚି ଯାଇଥାନ୍ତା ଆଉ ଯଦି ସେହି ଝିଟିପିଟି ଟି ବ୍ରେନ ପର୍ଯ୍ୟନ୍ତ ପହଞ୍ଚି ଯାଇଥାନ୍ତା ତେବେ ସେହି ବ୍ଯକ୍ତିର ଜୀବନ ପ୍ରତି ବହୁତ ବିପଦ ରହିଥାନ୍ତା ।

ଏହା ସହିତ ଡାକ୍ତର ଆଉ ମଧ୍ୟ କହୁଥିଲେ ସେହି ଝିଟିପିଟିର ଲାଞ୍ଜ ନଥିଲା ତ ଡାକ୍ତର ମାନଙ୍କୁ ଆଉ ଥରେ ସେହି ବ୍ୟକ୍ତିଙ୍କ କାନରେ ଚେକଅପ କରିବାକୁ ପଡିଲା କିନ୍ତୁ ତାର ଲାଞ୍ଜ ମିଳିନଥିଲା, ଡାକ୍ତର କହିଲେ ବଧେ ସେହି ଝିଟିପିଟିର ଲାଞ୍ଜ ସେହି ବ୍ଯକ୍ତିର କାନରେ ପଶିବା ପୂର୍ବରୁ ନଥିଲା । ସେହି ବ୍ୟକ୍ତିକୁ ଦୁଇ ଦିନ ହସ୍ପିଟାଲରେ ରଖିବା ପରେ ଡିଶ୍ଚାର୍ଜ କରିଦିଆଗଲା । ଏବେ ସେହି ବ୍ୟକ୍ତି ଜଣକ ସମ୍ପୂର୍ଣ ଭାବରେ ଠିକ ଅଛନ୍ତି । ଆପଣମାନଙ୍କୁ ଜଣେଇଦଉଛୁ ଏହି ଘଟଣା କାହା ସହିତ ବି ହୋଇପାରେ ତ କିଛି କଥାକୁ ସାଧାରଣ କଥା ଭାବେ ନିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *