ସ୍ଵପ୍ନ ରେ ଗାଧେଇବା ଦେଖିବା ଏହି କଥାକୁ ଈଷାରା କରି ଥାଏ- ନିଶ୍ଚୟ ଜାଣନ୍ତୁ

ଏହି ଦୁନିଆରେ ଏମିତି କୌଣସି ମଣିଷ ନାହିଁ ଯିଏ ତାଙ୍କ ଜୀବନରେ କେବେ ସ୍ଵପ୍ନ ଦେଖି ନଥିବେ ସ୍ଵପ୍ନ ଦେଖିବା କିଛି ବଡ କଥା ନୁହଁ । ଶୋଇଲା ବେଳେ ସ୍ଵପ୍ନ ଦେଖିବା ଆମ ଜୀବନର ବହୁତ ବିଶେଷ ସମୟ ହୋଇ ଥାଏ, ସ୍ଵପ୍ନ ଏଥିପାଇଁ ବିଶେଷ ହୋଇ ଥାନ୍ତି କାହିଁକିନା ଏହା ଉପରେ କାହାର ଅଧିକାର ନଥାଏ ସ୍ଵପ୍ନ ଯାହା ଚାହେଁ ଦେଖେଇ ଥାଏ । ଆପଣ କଣ ଦେଖିବେ କାହିଁକି ଦେଖିବେ ଏବଂ କାହାକୁ ଦେଖିବେ ଏହା ଉପରେ ଆପଣଙ୍କ ନିୟନ୍ତ୍ରଣ ରହେ ନାହିଁ ।

ସ୍ଵପ୍ନ ବହୁତ ଥର ଏମିତି ଥାଏ ଯାହାକୁ ଆମେ କେବେ ଭାଙ୍ଗିବାକୁ ଚାହୁଁ ନା କିନ୍ତୁ ସ୍ଵପ୍ନ ତ ସ୍ଵପ୍ନ ଅଟେ ଖରାପ ହଉ ବା ଭଲ ସ୍ଵପ୍ନ ଭାଙ୍ଗି ଥାଏ ।

କେତେକ ଥର ଆମେ ସ୍ଵପ୍ନ ରେ ଏମିତି କିଛି ଦେଖି ଥାଉ ଯାହା ସିଧା ସମ୍ପର୍କ ଆମ ଭବିଷ୍ୟ ସହ ହୋଇ ଥାଏ । କିଛି ସ୍ଵପ୍ନ ଆମକୁ ମନେ ରୁହେ ଏବଂ କିଛି ଆମେ ଭୁଲି ଯାଉ, କିଛି ସ୍ଵପ୍ନ ଶୁଭ ଓ କିଛି ଅଶୁଭ ହୋଇ ଥାଏ ।

ସ୍ଵପ୍ନରେ ଗାଧେଇବା ଦେଖିବା ଅର୍ଥ :

– ଯଦି ଆପଣ ସ୍ଵପ୍ନ ରେ ନିଜକୁ ନଦୀ ପାଖରେ ଗାଧେଇବାର ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁସି ଖବର ଅଟେ, ଏହି ପରି ସ୍ଵପ୍ନକୁ ଶୁଭ ମାନନ୍ତି । ଏହାର ଅର୍ଥ ଆପଣଙ୍କୁ ଯେତେ କଷ୍ଟ ବା ରୋଗ ଅଛି ତାହା ବହୁତ ସିଗ୍ର ଦୂର ହବାର ଅଛି ।

– ଯଦି ଆପଣ ନିଜକୁ ପୋଖରୀ ରେ ଗାଧେଇବାର ସ୍ଵପ୍ନ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଅଶୁଭ ବା ଖରାପ ଖବର ଅଟେ । ଏହି ପରି ସ୍ଵପ୍ନ ଅର୍ଥ ହୋଇ ଥାଏ ଯେ ବହୁତ ସିଗ୍ର ଆପଣଙ୍କ ଶତ୍ରୁ ଆପଣଙ୍କୁ ବହୁତ ବଡ ହାନି କରିବ ।

– ଯଦି ଆପଣ ପୁରୁଷ ଏବଂ ସ୍ଵପ୍ନରେ କୌଣସି ମହିଳାକୁ ଗାଧେଇବାର ଦେଖନ୍ତି ତେବେ ଏହା ଅର୍ଥ ବହୁତ ସିଗ୍ର ଆପଣଙ୍କ ଜୀବନରେ ବହୁତ ସୁନ୍ଦର ଝିଅ ଆସିବ ।

– ଯଦି ଆପଣ ପୁରୁଷ ଏବଂ ସ୍ଵପ୍ନ ରେ ଆପଣ ଅନ୍ୟ ପୁରୁଷକୁ ଗାଧେବାର ଦେଖନ୍ତି ତେବେ ବୁଝି ଯାଅନ୍ତୁ ଯେ ଆପଣଙ୍କ ଆଖ ପାଖ ଲୋକ ମଧ୍ୟରୁ କେହି ଆପଣଙ୍କୁ ଧୋକା ଦବ ।

– ଯଦି ଆପଣ ମହିଳା ଏବଂ ସ୍ଵପ୍ନ ରେ ପୁରୁଷକୁ ଗାଧେଇବାର ଦେଖନ୍ତି ତେବେ ବୁଝି ଯାନ୍ତୁ ଯେ ଆପଣଙ୍କ ଜୀବନ ରେ ବହୁତ ସିଗ୍ର ଭଲ ପାଇବା ଆସିବାର ଅଛି ।

Leave a Reply

Your email address will not be published. Required fields are marked *