କଞ୍ଚା ଲଙ୍କା ଖାଇବା ଦ୍ଵାରା ଆମ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ ? ଜାଣି ଆଶ୍ଚର୍ଯ୍ୟ ହେବେ (Healthy Tips)

ଭାରତ ଏମିତି ଏକ ଦେଶ ଯେଉଁଠାରେ କଞ୍ଚା ଲଙ୍କାର ପ୍ରୟୋଗ ଖାଇବା ସମୟରେ ଅଧିକ କରାଯାଏ । ସବୁଜ କଞ୍ଚା ଲଙ୍କା ଏକ ଔଷଧିୟ ସମାନ ହୋଇଥାଏ ଯାହା ଦ୍ଵାରା ଅନେକ ରୋଗର ନିବାରଣ କରିବାର ସକ୍ଷମ ରହିଛି । କଞ୍ଚା ଲଙ୍କାରେ ପୋଷାକ ତତ୍ତ୍ଵ ଯେମିତିକି ଭିଟାମିନ-ଏ, ସି, ଆଇରନ, ପୋଟାସିୟମ, ପ୍ରୋଟିନ ଇତ୍ୟାଦି ଭରପୁର ପରିମାଣରେ ରହିଛି । ଖାଇବା ତିଆରି କରିବା ସମୟରେ ଲଙ୍କାଙ୍କୁ ତଡକା ଲଗାଇବା ସମୟରେ ବ୍ୟବହାର କରାଯାଏ । ଏହାର ବ୍ୟବହାର ନ ହେଲେ ଖାଇବାର ସ୍ଵାଦ ଜଣାପଡେ ନାହି ।

ଆଜି ଆମେ ଆପଣ ମାନଙ୍କୁ କଞ୍ଚା ଲଙ୍କା ଖାଇବା ଦ୍ଵାରା ଆମ ଶରୀରକୁ କେଉଁ ସବୁ ଫାଇଦା ହୋଇଥାଏ ତାହାର ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଉଛୁ  । ୧- ପ୍ରତି ଦିନ ରାତିରେ ୩ରୁ ୪ଟି କଞ୍ଚା ଲଙ୍କା ଭଲ ଭାବେ ଧୋଇ ଦେଇ ଏହାକୁ ମଝିରୁ କାଟି ଦିଅନ୍ତୁ । ଏହା ପରେ କଞ୍ଚା ଲଙ୍କା କୁ ଗୋଟେ ଗ୍ଳାସ ପାଣିରେ ରାତି ସାରା ଭିଯାଇ ରଖନ୍ତୁ । ଏହା ପରେ ସକାଳେ ଏହି ପାଣିର ଖାଲି ପେଟରେ ସେବନ କରନ୍ତୁ ।

୨- ଯଦି ଆପଣଙ୍କର ବ୍ଲଡ଼ ପ୍ରେସର ଅଧିକ ରହିଛି ତେବେ କଞ୍ଚା ଲଙ୍କା ଖାଇବା ଦ୍ଵାରା ଏହା ନିୟନ୍ତ୍ରଣ ହୋଇଥାଏ । ଏହା ଛଡା ମଧୁମେହ ହୋଇଥିବା ବ୍ୟକ୍ତି ମାନେ ମଧ୍ୟ ଏହାର ସେବନ କରି ପାରିବେ ।

୩- କଞ୍ଚା ଲଙ୍କାରେ ଭରପୁର ମାତ୍ରାରେ ଫାଇବାର ଥିବାରୁ ଏହା ଆମ ଶରୀରରେ ପାଚନ କ୍ରିୟା ହେବାରେ ସହାୟକ ହୋଇଥାଏ । ଏହା ଛଡା କବଜ ସମସ୍ଯା ମଧ୍ୟ ଦୂର ହୋଇଥାଏ ।

୪- ପ୍ରାୟତ ମହିଳାଙ୍କ ଠାରେ ଆଇରନ ର କମି ଦେଖାଯାଏ । ଏଥିପାଇଁ ଖାଇବା ସମୟରେ ପ୍ରତି ଦିନ କଞ୍ଚା ଲଙ୍କାର ସେବନ କରିଲେ ଏହା ଦ୍ଵାରା ଆଇରନ ବୃଦ୍ଧି ପାଇଥାଏ ।

୫- କଞ୍ଚା ଲଙ୍କାରେ ଆଣ୍ଟି ବ୍ୟାକ୍ଟେରିୟା ଗୁଣ ରହିଥିବାରୁ ଏହା ସଂକ୍ରମଣରୁ ରକ୍ଷା କରିଥାଏ । ତେଣୁ କଞ୍ଚା ଲଙ୍କାର ସେବନ ଦ୍ଵାରା ଆପଣକ ସ୍କିନରେ କୌଣସି ପ୍ରକାରର ଆଲର୍ଜି ବା ସଂକ୍ରମଣ ହେବ ନାହି ।

୬- ଯେଉଁ ମାନଙ୍କର ଆସ୍ତମା ଭଳି ସମସ୍ଯା ରହିଥାଏ ସେମାନେ କଞ୍ଚା ଲଙ୍କାର ରସ ସହ ମହୁ ମିଶାଇ ସେବନ କରିଲେ ଏହା ନିୟନ୍ତ୍ରଣ ହୋଇଥାଏ । ଏହାର ପ୍ରୟୋଗ ମାତ୍ର ୧୦ ଦିନ କରିଲେ ବହୁତ ଲାଭ ହୋଇଥାଏ ।

୭- କଞ୍ଚା ଲଙ୍କାରେ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଥିବାରୁ ଏହା ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି କରିଥାଏ । ତେଣୁ ଖାଇବା ସମୟରେ କଞ୍ଚା ଲଙ୍କାର ସେବନ କରିବା ଦ୍ଵାରା କ୍ୟାନ୍ସର ସମସ୍ଯାର ନିବାରଣ ହୋଇଥାଏ ।

୮- କଞ୍ଚା ଲଙ୍କାରେ ବହୁତ ସାରା ଭିଟାମିନ ପ୍ରଚୁର ପରିମାଣରେ ରହିଥିବାରୁ ଏହା ସ୍କିନ ପାଇଁ ଫାଇଦା ହୋଇଥାଏ । ଏହାର ସେବନ ଦ୍ଵାରା ଚେହେରା ଅଧିକ ଗ୍ଲୋ କରିଥାଏ ।

୯- ପୁରୁଷ ମାନେ କଞ୍ଚା ଲଙ୍କାର ଆସେବନ ଅକରିବା ଦ୍ଵାରା ବହୁତ ଲାଭ ହୋଇଥାଏ । ଏହା ଦ୍ଵାରା ପ୍ରୋସ୍ଟେଷ୍ଟ ସମସ୍ଯା ଦୂର ହୋଇଥାଏ ।

ବନ୍ଧୁଗଣ  ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *