ଶନି ଚଳନ 2023 ଏହି 5ଟି ରାଶି ହେବେ ମାଲାମାଲ…. ଆପଣଙ୍କର ରାଶି ଅଛି କି ?

ବନ୍ଧୁଗଣ ଭଗବାନ ଶନିଙ୍କୁ ନ୍ୟାୟ ଦାତା କୁହା ଯାଇଥାଏ । ଶନିଦେବଙ୍କୁ ପାପୀ ଗ୍ରହ ଏଥିପାଇଁ କୁହାଯାଏ କାରଣ ସେ ପାପ ରୁ ଫଳ ପ୍ରଦାନ କରିଥାନ୍ତି । ନ୍ୟାୟ ଦାତା ଏଥିପାଇଁ କୁହାଯାଏ କାରଣ ସେ ଅନ୍ୟାୟ କୁ ବରଦାସ୍ତ କରିପାରନ୍ତି ନାହିଁ । ଯେଉଁ ବ୍ୟକ୍ତି ଅନ୍ୟାୟ କରିଥାଏ ତାହାର ପରିଣାମ ଦେଖାଇଥାନ୍ତି । ଶନି କୁମ୍ଭ ରାଶିକୁ ସଂଚାର କରିବାକୁ ଯାଉଛନ୍ତି । ଆଜି ଆମେ ଜାଣିଉବା ଶନି ଙ୍କ ଚଳନ ରେ କେଉଁ କେଉଁ ରାଶି ଉପରେ ଶୁଭ ପ୍ରଭାବ ପଡିବାକୁ ପଡିବାକୁ ଯାଉଛି । ଏମାନଙ୍କର ଭଲ ଦିନ ଆସିବାକୁ ଯାଉଛି ଓ ଦୁଃଖ ର ଦିନ ସମାପ୍ତ ହେବାକୁ ଯାଉଛି ।

ବୃଷ ରାଶି : ଏହି ରାଶିର ଜାତକଙ୍କର ଭଲ ସମୟ ଆସିବାକୁ ଯାଉଛି । ଅଚାନକ ଧନ ଲାଭ ହେବ । ଅଟକିଥିବା ଧନ ଫେରିବାର ସମ୍ଭାବନା ଅଛି । ଆପଣଙ୍କ ଜୀବନରେ ଖୁଶିର ଦିନା ସିବାକୁ ଯାଉଛି । ଏମାନେ କୌଣସି କାର୍ଯ୍ୟ ରେ ଶୁଭାରମ୍ଭ କରିବେ ତ କାର୍ଯ୍ୟ କ୍ଷେତ୍ରରେ ଲାଭ ଦେଖିବାକୁ ମିଳିବ ଓ ଶୁଭ ପରିଣାମ ପ୍ରାପ୍ତ ହେବ । ମନ ମୁତାବକ ଚାକିରି ମିଳିବ ।

କନ୍ୟା ରାଶି : ଏହି ରାଶିର ଜାତକଙ୍କ ପାଇଁ ଶୁଭ ସଂଯୋଗ ବନୁଛି । ସବୁ ସମସ୍ଯା ଦୂର ହେବ । ଆତ୍ମବିଶ୍ଵାସରେ ବୃଦ୍ଧି ଦେଖାଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରର ସହଯୋଗ ପ୍ରାପ୍ତ ହେବ । ଆପଣ ନୂଆ ଲୋକଙ୍କ ସହ ମିସିବେ ଯାହା ଆଗକୁ ଯାଇ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଅଟକିଥିବା କାମ ପୂରଣ ହେବ । ଯେଉଁ କମରେ ହାତ ଦେବେ ସଫଳ ହେବେ ।

ତୁଳା ରାଶି : ଶନି ମହାରାଜଙ୍କର ବିଶେଷ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ । ପ୍ରତେକ କାମରେ ସଫଳତା ହାସଲ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ନୂଆ କାର୍ଯ୍ୟ ଆରମ୍ଭ କରିଲେ ସଫଳତା ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଦୂର ଯାତ୍ରା ଶୁଭ ସାବ୍ୟସ୍ତ ହେବ । ଏମାନେ ମାଲାମାଲ ହେବାକୁ ଯାଉଛନ୍ତି ।

ସିଂହ ରାଶି : ଆପଣଙ୍କର ଲାଭ ଯୋଗ ବନୁଛି । ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିର୍ଣ୍ଣୟ ଶୁଭ ସାବ୍ୟସ୍ତ ହେବ । ବାହନ ସୁଖ ପ୍ରାପ୍ତି ହେବ । ନୂତନ ଗୃହ କ୍ରୟ କରିପାରନ୍ତି । ଶ୍ଵାସ ସମ୍ବଧିୟ କ୍ଷେତ୍ରରେ ସତର୍କ ରୁହନ୍ତୁ । ନିଜର ଲକ୍ଷ୍ୟକୁ ନେଇ ନିସ୍ପତି ନେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଟକିଥିବା କାମ ପୂରଣ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କୁମ୍ଭ ରାଶି : ଆପଣଙ୍କ ପାଇଁ ଶନି ଙ୍କ ଚଳନ ଅତ୍ୟନ୍ତ ଲକି ସାବ୍ୟସ୍ତ ହେବ । ସନ୍ତାନ ପ୍ରାପ୍ତିର ଯୋଗ ଅଛି । ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ପୂଜା ପାଠ ରେ ମନ ରହିବ । ସମାଜ ରେ ମାନ ସମାନ ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଅଚାନକ ଧନ ଲାଭ ହେବ । ମାତା ପିତାଙ୍କ ସହଯୋଗ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *