Raj Kundraଙ୍କ ଗିରଫଦାରୀକୁ ନେଇ ଏମିତି କହିଲେ Kangana… ‘ସବୁ ଚମକୁଥିବା ଜିନିଷ ସୁନା ନୁହେଁ…ବଲିଉଡ୍‌ର ସବୁ କଳା କାରନାମାର ପର୍ଦ୍ଦାଫାସ କରିବି ମୁଁ ’

ବଲିଉଡର ଅଭିନେତ୍ରୀ ଶିଳ୍ପ ସେଠୀଙ୍କ ସ୍ଵାମୀ ତଥା ବିଜେନେସ ମ୍ୟାନ ରାଜ କୁନ୍ଦ୍ରା ପ-ନୋ-ଗ୍ରା-ଫି-କ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରି ମୋବାଇଲ ଆପରେ ପ୍ରସାରଣ କରୁଥିବାର ଅ-ଭି-ଯୋ-ଗ-ରେ ବର୍ତ୍ତମାନ ଜେ-ଲ-ରେ ଅଛନ୍ତି । ଏହି ଘ-ଟ-ଣା କୁ ନେଇ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ସୋମବାର ଦିନ ବିଳମ୍ବିତ ରାତିରେ ଆ-ରେ-ଷ୍ଟ କରିଛି ।

ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ତାରିଖ ଯାଏଁ ନ୍ୟାୟିକ ହାଜତକୁ ପଠା ଯାଇଛି । ନିଜ ସ୍ଵାମୀଙ୍କର ଏହି କେ-ସ କୁ ନେଇ ସ୍ତ୍ରୀ ଶିଳ୍ପ ସେଠୀଙ୍କ ପାଖରେ ଏ ଯାଏଁ କିଛି ସଠିକ ପ୍ରମାଣ ମିଳି ନାହି ବୋଲି ମୁମ୍ବାଇ ପୋଲିସର ଯୁଗ୍ନ କମିଶନର ମିଲିନ୍ଦ ଭାରମ୍ବେ ନିଜ ରାଏ ରେ କହିଛନ୍ତି । ଏହା ସହ ପୀ-ଡ଼ି-ତା-ଙ୍କୁ ନିଜ ରାଏ ରେ କିଛି କହିବାକୁ ସେ ଆହ୍ଵାନ କରିଛନ୍ତି । ଏହା ପରେ ୩ ଜଣ ମହିଳାଙ୍କ ସହ ପ-ନୋ-ଗ୍ରା-ଫି-କ ଫିଲ୍ମ କରିବା ପାଇଁ ରାଜ କୁନ୍ଦ୍ରା ବା-ଧ୍ୟ କରୁଥିବାର ଅ-ଭି-ଯୋ-ଗ ଆଣିଛନ୍ତି ।

ପ-ନୋ-ଗ୍ରା-ଫି-କ ଫିଲ୍ମ ପ୍ରସ୍ତୁତିରେ ରାଜା କୁନ୍ଦ୍ରାଙ୍କ ସମ୍ପର୍କ ରହିଛି ବୋଲି ଜାଣିବା ପରେ ବଲିଉଡର ପଙ୍ଗା କୁଇନ କଙ୍ଗନା ରାଣାଵତ ମୁହଁ ଖୋଲିଛନ୍ତି । କଙ୍ଗନ ରାଣାୱତ ନିଜ ରାଏ ରେ କହିଛନ୍ତି ଯେ “ସବୁ ଚମକୁଥିବା ଜିନିଷ ସୁନା ନୁହେ” ଏହି ଭଳି ଶବ୍ଦର ପ୍ରୟୋଗ କରି ଅଭିନେତ୍ରୀ କଙ୍ଗନା ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତ୍ରୀ କଙ୍ଗନା ନିଜ ଇଂଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି ଯେ “ସବୁ ଚମକୁଥିବା ଜିନିଷ ସୁନା ନୁହେ । ସେଥି ପାଇଁ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନାଳ ବୋଲି ସମ୍ବୋଧନ କରିଥାନ୍ତି ।

ବଲିଉଡର ସବୁ କଲକରାନାମକୁ କଙ୍ଗନା ନିଜର ଆଗାମୀ ଫିଲ୍ମ “ଟିକୁ ୱେଡ୍ସ ସେରୁ” ଫିଲ୍ମ ଜରିଆରେ ସାମନାକୁ ଆଣିବାକୁ ଯାଉଛନ୍ତି” ବୋଲି ନିଜ ମତରେ କହିଛନ୍ତି । ବଲିଉଡ କଳାକାର ମାନଙ୍କୁ ସୃଜନତାତ୍ମାକ ଇଣ୍ଡଷ୍ଟ୍ରିରେ ନୈତିକତା ଉପରେ ଆଧାରିତ ମୂଲ୍ଯବୋଧ ଯୁକ୍ତ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୂଚନା ଅନୁସାରେ ପୋନୋଗ୍ରାଫି ଘ-ଟ-ଣା କୁ ନେଇ ଏ ଯାଏଁ ୧୧ ଜଣଙ୍କୁ ପୋଲିସ ଗି-ର-ଫ କରି ସାରିଛି ।

ଏହି ବର୍ଷ ଫେଦୃଆରି ମାସରେ ରାଜ କୁନ୍ଦ୍ରା ଓ ଅନ୍ୟ କେତେ ଜଣଙ୍କୁ ନେଇ ପ-ନୋ-ଗ୍ରା-ଫି-କ କଣ୍ଟେଣ୍ଟ ତିଆରି କରିବା ନେଇ ଅ-ଭି-ଯୋ-ଗ ହୋଇଥିଲା । ଏ ଘଟଣା କୁ ନେଇ ରାଜ କୁନ୍ଦ୍ରାଙ୍କ ବ୍ୟତିତ ଅନ୍ୟ ୧୧ ଜଣ ଲୋକଙ୍କୁ ଆ-ରେ-ଷ୍ଟ କରା ଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଯାସମୀନ ଖାନ, ପ୍ରତିଭା ନଲାୱଡେ, ମୋନୁ ଯୋଶୀ, ଭାନୁ ସୂୟମ ଠାକୁର, ମୋହମ୍ମଦ ସୌଫି, ବନ୍ଦନା ତିଵାରୀ, ଉମେଶ କାମତ,ଦୀପଙ୍କର ଖାସନବିସ, ତନବୀର ହାସମୀ, ରାୟନ ଜନ ଥୋରପେଙ୍କୁ ଗି-ର-ଫ କରା ଯାଇଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *