ଦେଶୀ ବାଇକ, ୧୦ ଟଙ୍କାରେ ଗଡିବ ୧୩୦ କିମି! ଜାଣନ୍ତୁ ଏହି ଦେଶୀ ବାଇକର ପୂରା ଫିଚର୍ସ କଣ?

ଆପଣ ଜାଣିଥିବେ କି ଏବେ କାରୋନା ପାଇଁ ସବୁ ଜିନିଷର ଦରଦାମ ବଢିବା ରେ ଲାଗିଛି । ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଆମେ ଜାଣି ପାରିବା କି ଆମେ ଚାରି ପାଖରେ ଥିବା ସବୁ ଜିନିଷ ଦରଦାମ ବଢିବାରେ ଲାଗିଛି । ଏହା ସହ ପେଟ୍ରୋଲ ଦର ଆକାଶ ଛୁଇଁ ଲାଣି ୧୦୦ ଟଙ୍କା ଉପରେ ହୋଇ ଗଲାଣି ତେଲ ଦର ।

ଏହି ଭଳି ପରିସ୍ଥିତି ରେ ୩ ଭାଇ ବାହାର କରିଛନ୍ତି ଏକ ଏଭଳି ଗାଡି ଯାହାକୁ ଚଳାଇବା ଦ୍ଵାରା ତାଙ୍କୁ ପେଟ୍ରୋଲ ଖର୍ଚ୍ଚ ପଡୁନି । ଏହି ଘଟଣା ହେଉଛି ବାଲେଶ୍ଵର ଜିଲ୍ଲାର ୩ ଭାଇଙ୍କ ସାହାଶ ଓ ଚତୁରତାର ପରିଣାମ । ସେମାନେ ନିଜେ ୩ ଟି ଅଲଗା ଅଲଗା ମଡେଲ ର ବାଇକ ଚଲାଉ ଛନ୍ତି । ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହେବବେ କି ଏହା କୁ ସେମାନେ ନିଜେ ବନାଇଛନ୍ତି । ଏହା ଇଲେକ୍ଟ୍ରିସିଟି ରେ ଚାଲେ ।

ଏହା ପାଇଁ ସେ କହିଛନ୍ତି କି ଏହା ଆମର ଭବିଷ୍ୟତ । ଏହା ଖୁବ ଶୀଘ୍ର ଆମ ବଜାରରେ ଆସିବା ପାଇଁ ଯାଉଛି । ଏହା କିଛି ପ୍ରକାର ପ୍ରଦୂଷଣ ମଧ୍ୟ କରୁନି । ଯାହା ଦ୍ଵାରା ଆପଣ ଏହାକୁ ଖୁବ ଭଲରେ ଚଳାଇ ପାରିବେ । କେବଳ ସେତିକି ନୁହେଁ ଆପଣ ଏହାକୁ ୨ ୟୁନିଟ ର ଚାର୍ଜ କରିକି ଆପଣ ଏହାକୁ ଚଳାଇ ପାରିବେ । ଯଦି ଆପଣ ପେଟ୍ରୋଲ ବାଇକ କିଣିକି ଚଳେଇବେ ଆପଣଙ୍କ ତେଲ ଖର୍ଚ ଖୁବ ହେବ ।

ଏହାକୁ ନିର୍ମାଣ କରିବା ପାଇଁ ବୋଧେ ହୁଏ ତାଙ୍କୁ ୪ ବର୍ଷ ଲାଗିଥାନ୍ତା କିନ୍ତୁ ସେ ଏହାକୁ ମାତ୍ର ୬ ମାସରେ ତିଆରି କରି ନେଇଛନ୍ତି । ତେଣୁ କରି କହିବ ପାଇ ଗଲେ ଏହା ସବୁ ସୁବିଧା ଦେଇ ପାରିବ । ଏହି ସବୁ ବାଇକ କୁ ସେମାନେ ଖୁବ କମ ଖର୍ଚ୍ଚରେ ତିଆରି କରିଛନ୍ତି । ଏହି ବାଇକ ବ୍ୟବହାର କରି ୧ ବର୍ଷ ହେବ ସେ ପେଟ୍ରୋଲ ଟାଙ୍କି ଯାଇ ନାହାନ୍ତି ବୋଲି କହିଛନ୍ତି । ସେ କହିଛନ୍ତି କି ଏହା ୧୦୦ କିମି ଯାଇ ଚାଲୁଅଛି କିନ୍ତୁ ଏହାକୁ ଆହୁରି ବାଧା ଯାଇ ପାରିବ କିଛି ନାଇ ଏଥିରେ ଅଧିକା ବ୍ଯାଟେରୀ ଲଗାଇ ବା ପାଇଁ ପଡିବ ।

ସେ କହିଛନ୍ତି କି ଏଥିରେ ଲିଥିୟମ ଫେରସ ଏକ ନୂଆ ବ୍ଯାଟେରୀ ବାହାରିଛି । ତେଣୁ ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣ ୭ ବର୍ଷ ରୁ ୮ ବର୍ଷ ଯାଏ ଆରାମରେ ଚଳାଇ ପାରିବେ । ଆପଣ ଏହାକୁ ଅଧିକ ଖର୍ଚ୍ଚ ମଧ୍ୟ କରିବା ଦରକାର ନାହି ମାତ୍ର ୧୦ ଟଙ୍କା ଭଳି ଇଲେକ୍ଟ୍ରିସିଟି ଆପଣ ବ୍ୟବହାର କରିବେ କିନ୍ତୁ ଏହାକୁ ଆପଣ ଖୁବ ଦୂର ଯାଏ ଚଳାଇ ପାରିବେ ।

ଏହି ସବୁ ଭିତରେ କିଛି ଯୁବକ ମାନେ ଏହା ପାଇଁ ଆଦର ମଧ୍ୟ ଦିଆ ଯାଉଛି । କିନ୍ତୁ ସରକାର ଙ୍କ ପାଖରୁ କିଛି ସାହାଜ୍ଯ ମିଳିଲେ ସେମାନେ ଏହି ଗାଡି ତିଆରି କରି ପାରିବେ । କିନ୍ତୁ ଯେଉଁ ଗାଡି ଗୁଡିକ ବଡ ଅଛି ଶେଥି ପାଇଁ ସରକାର ସାହାଜ୍ଯ କରି ପାରିବେ । ଆପଣ ଏହାକୁ ଆରମରେ ବ୍ୟବହାର କରିବେ ଅନେକ ଲୋକମାନେ ଏହାକୁ ଦାବି କରିଛନ୍ତି ଏହା ପାଇଁ ।

Leave a Reply

Your email address will not be published. Required fields are marked *