କଫ, କାଶ, ଗଳାରେ କଷ୍ଟ ଥରକରେ ଭଲ ହେବାର ଘରୋଇ ଉପଚାର- Health Tips

ଗଳାରେ କଫ, କାଶ, ଥ୍ରୋଟ ଇନଫେକସନ ଭଳି ସମସ୍ଯା ପାଇଁ ଆଜି ଆମେ ଏମିତି ଘରୋଇ ଉପଚାର ବିଷୟରେ ଆଲୋଚନା କରିବା ।

ଯାହାର ସେବନ ଦ୍ଵାରା ପ୍ରଥମ ଥର ଗଳାରେ ଆରାମ ମିଳିବା ଆରମ୍ଭ ହୋଇଯାଇଥାଏ । ଅଳ୍ପ ଋତୁ ପରିବର୍ତନ ହେବ ଦ୍ଵାରା କିଛି ଲୋକ ରୋ-ଗା ଗ୍ରସ୍ତ ହୋଇଯାଆନ୍ତି । ଗଳାରେ ଇନଫେକସନ, ଭା-ଇ-ର-ସ, ଜର୍ମ ଓ ଲଂସକୁ ଆଟାକ ଭଳି ବିଭିନ୍ନ ସମସ୍ଯା ଉତ୍ପନ ହୋଇଥାଏ । ଗଳାରେ ଟଂସିଲ ଦେଖାଯାଇଥାଏ । ଅନେକ ସମସ୍ୟାରେ କାଶୀ କାଶୀ ଆମ ଗଳା ଛେଲି ହୋଇଯାଏ । ଏମିତି ସମସ୍ଯା ହେଲେ ଲୋକ ବିଭିନ୍ନ ପ୍ରକାରର ଔଷଧର ସେବନ କରିଥାନ୍ତି । ହେବି ଆଣ୍ଟିବାଟିକ୍ସ ଖାଇବାକୁ ପଡିଥାଏ ।


ଆଜିର ଏହି ଘରୋଇ ଉପଚାରକୁ କରିବା ଦ୍ଵାରା ଆପଣଙ୍କୁ କୌଣସିବି ଔଷଧର ଆବଶ୍ୟକ ପଡିବ ନହିଁ । ଏହି ଉପଚାର ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକ ପଡିବ ତାହା ହେଉଛି ହଳଦୀ । ଖଣ୍ଡ ହଲଦିକୁ ପେଶୀ ଏହି ପରି ହଳଦୀ ଗୁଣ୍ଡା ବନାଇ ଷ୍ଟୋର କରି ରଖନ୍ତୁ । ଏହାକୁ ବନାଇବା ପାଇଁ ପ୍ରଥମେ ଗୋଟିଏ ଗ୍ଲାସ ପାଣି ନେଇ ସେଥିରେ ଗୋଟିଏ ଚାମଚ ହଳଦୀ ପକାନ୍ତୁ । ପାଞ୍ଚରୁ ସାତ ମିନିଟ ଏହି ପାଣିକୁ ଫୁଟାନ୍ତୁ ।

ଏହା ଭଲରେ ଫୁଟିଲା ପରେ ଆପଣ ଏହାକୁ ଗୋଟିଏ ଗ୍ଲାସକୁ ଛାଣି ନିଅନ୍ତୁ । ତା ପରେ ଏହି ପାଣିରେ ଦଶ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ଏବେ ତାକୁ ଭଲଭାବରେ ମିଶାଇବେ , ଏବେ ଥ୍ରୋଟ ଇନଫେକଶଙ୍କୁ ଦୂର କରିବା ପାଇଁ ଏହା ହେଲା ସବୁଠୁ ବଡ ଉପାୟ ଅଟେ । ଆପଣ ଏହାକୁ ହଳଦୀ ବାଲା ଚାହା ମଧ୍ୟ କହିପାରିବେ । ଏବେ ଆପଣ ଚାହା ପିଇଲା ଭଳି ଧୀରେ ଧୀରେ ପିଆନ୍ତୁ । ଆପଣଙ୍କ ଗଳା ସଙ୍ଗେ ସଙ୍ଗେ ଭଲ ହୋଇଯିବ । ଗଳାରେ ଫୁଲା କମ ହୋଇଯିବ।

ଗଳାରେ ବସିଥିବ ଜର୍ମ ବ୍ୟକ୍ଟେରିଆ କି ଆପଣଙ୍କ ସ୍ଵର ଚେଞ୍ଜ ହୋଇଯାଇଛି । ଛାତିରେ ଯଦି କଫ ଜମି ଯାଇଛି କି ଯଦି ଆପଣ ଠିକ ଭାବରେ ନିଶ୍ଵାସ ନେଇପାରୁନାହାନ୍ତି । ତେବେ ଏହି ସମସ୍ତ ସମସ୍ଯା ଧୀରେ ଧୀରେ ଭଲ ହେବାକୁ ଲାଗିବ । ପ୍ରଥମ ଦିନର ସେବନ ଦ୍ଵାରା ଆପଣଙ୍କୁ ଏହାର ଫରକ ଦେଖିବାକୁ ମିଳିବ । ସକାଳେ ଦୁଇ ପ୍ରହରେ ରାତିରେ ଏହାକୁ ଦୁଇରୁ ତିନିଥର ଏହାର ସେବନ କରିପାରିବେ । ସମ୍ପୂର୍ଣ ରୂପରେ ଠିକ ହେବା ପାଇଁ ଆପଣ ଏହାର ସେବନ କରି ଚାଲନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *