କରୋନାଠୁ ଯଦି ବଞ୍ଚିବାକୁ ଚାହାନ୍ତି ୩ ଟି କଥା ଗଣ୍ଠି ବାନ୍ଧି ଦିଅନ୍ତୁ- Health Tips

ବନ୍ଧୁଗଣ ପୁଣି କାରୋନା ବଢିବାରେ ଲାଗିଛି ଏମିତି ପରିଷ୍ଟିତିରେ ଯଦି ଆପଣ ସୁସ୍ଥ ରହିବାକୁ ଚାହାନ୍ତି, ତେବେ ଏହି ଲେଖାଟିକୁ ନିଶ୍ଚିନ୍ତ ପଢନ୍ତୁ । ଆୟୁଷ ମନ୍ତଣାଲୟ କୁହାଯାଇଥିବା କିଛି ଘରୋଇ ଉପଚାର ଆମେ ଆପଣଙ୍କ ସହିତ ସେଯାର କରିବୁ । ଆଜି ଆପଣଙ୍କୁ ତିନୋଟି ଘରୋଇ ଉପଚାର ବନାଇକି ଦେଖାଇବୁ । ଯାହାର ସେବନ ଦ୍ଵାରା ଏହି ସଙ୍କ୍ରମଣରୁ ବଞ୍ଚିକି ରହିବେ । ପ୍ରଥମତଃ ଆପଣ ଦିନର ଆରମ୍ଭ ଗୋଲ୍ଡେନ ପାଣିରୁ କରନ୍ତୁ । ଗୋଲ୍ଡେନ ୱାଟର ବନାଇବା ପାଇଁ ଗୋଟେ ଗ୍ଲାସ ଉଷୁମ ପାଣିରେ ଅଧା ଚାମଚ ହଳଦୀ ମିଶାନ୍ତୁ ।

ଏବେ ଆପଣ ଏଥିରେ ଅଧା ଚାମଚ ଲୁଣ ମିଶାନ୍ତୁ । ଏବେ ଆପଣଙ୍କ ଗୋଲ୍ଡେନ ୱାଟାର ପ୍ରସ୍ତୁତ । ଏବେ ଆପଣ ଏହି ପାଣିରେ ଗର୍ଗେଲିଙ୍ଗ କରନ୍ତୁ । କାରଣ କାରୋନା ଜୀବାଣୁ ଆମ ଆଖିବାଟେ, ନାକ, ଓ ପାଟି ବାଟେ ଆମ ଦେହ ଭିତରକୁ ଯାଇଥାଏ । ଏହା ଯାଇ ଆମ ଗଳାରେ ଅଟକି ଥାଏ । ଚାରିଦିନ ପର୍ଯ୍ୟନ୍ତ ଏହା ଆମ ଗଳାରେ ଲାଗିକି ରହିଥାଏ । ଆପଣଙ୍କ ଗଳା ଫୁଲି ବହୁତ ଅଧିକ କାସ ହୋଇଥାଏ । ଯଦି ଆପଣ ଉଷୁମ ପାଣିରେ ହଳଦୀ ଓ ଲୁଣ ମିଶାଇ ଗର୍ଗେଲିଙ୍ଗ କରିବେ ତେବେ ହଲଦିର ଆଣ୍ଟି ଭାଇରାଲ ପ୍ରପର୍ଟି ଏବଂ ଲୁଣର ଆଣ୍ଟି ବ୍ୟକ୍ଟେରିଆ ପ୍ରପାର୍ଟି ଦ୍ଵାରା ତାହା ମରିଯାଏ ।

ସକାଳେ ଆପଣ ଥରେ ଏହାର ବ୍ୟବାହାର କରନ୍ତୁ । ଗୋଟେ ଗ୍ଲାସ କ୍ଷୀରରେ ଅଧା ଚାମଚ ହଳଦୀ ପକାଇ ସକାଳେ କିମ୍ବା ସନ୍ଧ୍ୟାରେ ନିହାତି ସେବନ କରନ୍ତୁ । କ୍ଷୀର ଶରୀରକୁ ଶକ୍ତି ଦେଇଥାଏ । ଆଉ ହଳଦୀ ସହିତ ମିଶିଲେ ଇମ୍ୟୁନିଟି ଦେଇଥାଏ । ଗଳାରେ କଷ୍ଟ ମଧ୍ୟ ଦୂର କରିଥାଏ । ଏହା ଏକ ବହୁତ ଭଲ ଇମ୍ୟୁନିଟି ବୁଷ୍ଟର ଅଟେ । ଅନେକ ରିସର୍ଚରୁ ଜଣା ପଡିଛି ଏହା ଆଣ୍ଟି ଭାଇରାଲ ଅଟେ, ତୃତୀୟରେ ଆପଣ ଗିଲୋୟେର ସେବନ ନିଶ୍ଚିତ ରୂପରେ କରନ୍ତୁ ।

ଏହାର ପତ୍ରର ରସ କିମ୍ବା ଡାଳକୁ କଢାରେ ପକାଇ ଏହାର ସେବନ କରିପାରିବେ । ଯଦି ଆପନ୍ନକ ଘରେ ଗିଲୋୟେ ଗଛ ନହିଁ ତେବେ ଏହାର ଜୁଷ ବା ଟ୍ୟାବଲେଟ ବଜାରରେ ବହୁତ ସହଜରେ ମିଳିଯିବ । ଗୋଟିଏ ଗ୍ଲାସ ପାଣିରେ ଆପଣ ଏହାର ପନ୍ଦର ରୁ କୋଡିଏ ଏମେଲ ର ରସ ମିଶାଇ ପ୍ରତିଦିନ ସେବନ କରନ୍ତୁ । ଯଦି ଆପଣ ପ୍ରତିଦିନ ଏହାର ସେବନ କରିବେ ତେବେ କୌଣସି ପ୍ରକାରର ଜ୍ଵର ଆପଣଙ୍କୁ ହୋଇନଥାଏ । ଏହା ଆଣ୍ଟି ଭାଇରାଲ ଅଟେ ।ଏହା ଆପଣଙ୍କ ଇମ୍ୟୁନିଟିକୁ ବହୁତ ଅଧିକ ବଢାଇ ଦେଇଥାଏ ।

Leave a Reply

Your email address will not be published. Required fields are marked *