କଥା ଦେଇ କଥା ରଖିଲେ Ollywood ଅଭିନେତା Swaraj Barik, କଲେ କିଛି ଏମିତି କାମ, ଜାଣି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

କ-ରୋ-ନା ଯୋଗୁ ସମସ୍ତଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି । ସମସ୍ତଙ୍କୁ କୌଣସି ନା କୌଣସି ଅସୁବିଧାର ସାମ୍ନା କରିବାକୁ ପଡୁଛି । କାହାର ପରିବାର ଉଜୁଡି ଗଲାଣି ତ କାହାକୁ ନିଜ ଚାକିରିରୁ ବାହାର କରି ଦିଆଯାଇଛି । କହିବାକୁ ଗଲେ କ-ରୋ-ନାରେ ଆ-କ୍ରା-ନ୍ତଙ୍କ ହେବା ପରେ କେତେକ ଲୋକମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ତ ଅନ୍ୟ ପଟେ କେତେକ ଲୋକମାନଙ୍କର ଜୀବନ ଚାଲି ଯାଉଛି ।

ଏମିତିରେ ସେହି ପରିବାର ଉପରେ କଣ ବିତୁଥିବ ଏହା କେବଳ ସେମାନେ ହିଁ ଜାଣିଛନ୍ତି । ବହୁତ ପିଲାମାନେ କ-ରୋ-ନାରେ ନିଜର ବାପା ମାଙ୍କୁ ମଧ୍ୟ ହରାଇଛନ୍ତି । ଓଡିଶାରେ ମଧ୍ୟ ଏହିଭଳି କିଛି ଘଟଣା ଦେଖିବାକୁ ମିଳିଛି ।

କିଛି ଦିନ ପୂର୍ବରୁ ଏକ ଭି-ଡି-ଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ବାପା ମାକୁ କ-ରୋ-ନାରେ ହରାଇଥିବା ୭ ବର୍ଷର ଝିଅ ନିଜର ୩ ମାସର ଭାଇର ଲାଳନ ପାଳନ କରୁଛି । ଏହି ଭି-ଡି-ଓ ବହୁତ ଭା-ଇ-ରା-ଲ ମଧ୍ୟ ହୋଇଥିଲା । ଏହି ଭି-ଡି-ଓକୁ ଦେଖି ଓଲିଉଡ ଅଭିନେତା ସ୍ଵରାଜ ବାରିକ ଏହି ଭାଇ ଭଉଣୀଙ୍କୁ ଆପଣାଇବେ ବୋଲି ଏକ ଭି-ଡି-ଓ ମାଧ୍ୟମରେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ସେ ଭି-ଡି-ଓରେ କହିଥିଲେ କି ସେ କ୍ରିଷ୍ଣା ଓ ତାହାର ଭାଇର ସମସ୍ତ କଥା ବୁଝିବେ ଓ ଭୋଗରାଇ ଗଲେ ତାଙ୍କ ସହ ସାକ୍ଷାତ କରିବେ । ବର୍ତ୍ତମାନ ସ୍ଵରାଜ ବାରିକ ନିଜର ପ୍ରତିଶ୍ରୁତି ପୁରା କରିଛନ୍ତି । କହିଦେଉଛୁ କି ସ୍ଵରାଜ ବାରିକ ଭୋଗରାଇ ଅଞ୍ଚଳକୁ ଯାଇ

ଏହି ୭ ବର୍ଷର ଝିଅ କ୍ରିଷ୍ଣା ଓ ତାହାର ୩ ମାସର ଭାଇ ସହ ସାକ୍ଷାତ କରିଛନ୍ତି ସେମାନଙ୍କ ବିଷୟରେ ପଚାରି ବୁଝିଛନ୍ତି । ସେ ଏହି ଭାଇ ଭଉଣୀଙ୍କ ସାକ୍ଷାତ୍କାରର କିଛି ଫଟୋ ନିଜର ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଯେମିତି କି ଆପଣମାନେ ଜାଣିଛନ୍ତି ଏହି ଭାଇ ଭଉଣୀ ବହୁତ ଅଳ୍ପ ବୟସରେ ନିଜର ପିତା ମାତାଙ୍କୁ ହରାଇଛନ୍ତି ଏମିତିରେ ସ୍ଵରାଜ ବାରିକ ତାଙ୍କୁ ସାହାସ ଦେଇଛନ୍ତି । ସେ ସେମାନଙ୍କୁ କହିଛନ୍ତି କି ଆଜି ଠାରୁ ସେମାନେ ହେଉଛନ୍ତି ତାହାର ଭାଇ ଓ ଭଉଣୀ । ଆଜି ଠାରୁ ସେମାନଙ୍କର ସମସ୍ତ ଦୁଃଖ ଓ କଷ୍ଟ ସେ ବୁଝିବେ । ସ୍ଵରାଜ ଏହି ପଦକ୍ଷେପ ଆପଣ ସମସ୍ତଙ୍କୁ ମଧ୍ୟ ପ୍ରେରିତ କରିଥିବ । ସ୍ଵରାଜ ନିଜର ପ୍ରତିଶ୍ରୁତି ପୁରା କରିଥିବାରୁ ବର୍ତ୍ତମାନ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି ।

ସ୍ଵରାଜଙ୍କ ଏହି ମହାନ ନିଷ୍ପତି ପାଇଁ ସମସ୍ତେ ତାଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି । କହିବାକୁ ଗଲେ ସ୍ଵରାଜଙ୍କ ଏହି ମାନବିକତା ସମସ୍ତଙ୍କୁ ପସନ୍ଦ ଆସୁଛି । ତାଙ୍କର ଏହି ପଦକ୍ଷେପ ଦ୍ଵାରା କ୍ରିଷ୍ଣା ଓ ତାହାର ଭାଇ ବର୍ତ୍ତମାନ ନିଜକୁ ଏକୁଟିଆ ମନେ କରିବେ ନାହିଁ । ନିଜର ବାପା ମାଙ୍କୁ ହରାଇବା ପରେ ଏହି ଭାଇ ଭଉଣୀ ପୂରାପୂରି ବେସାହାରା ହୋଇ ଯାଇଥିଲେ ଏମିତିରେ ତାଙ୍କୁ ସ୍ଵରାଜଙ୍କ ସାହାରା ମିଳିବା ଦ୍ଵାରା ତାଙ୍କ ମନରେ ଏକ ନୂତନ ଉତ୍ସାହ ଜାଗ୍ରତ ହୋଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *