କେବେଠାରୁ ସୃଷ୍ଟି ହୋଇଥିଲା କିନ୍ନରଙ୍କର- ଜାଣନ୍ତୁ ଭୟଙ୍କର କଥା  

କିନ୍ନର ମାନଙ୍କର ସୃଷ୍ଟି କିପରି ହୋଇଥିଲା । ଆପଣ ମାନେ କିନ୍ନର ମାନଙ୍କ ବିଷୟରେ ଶୁଣିଥିବେ କିନ୍ନର ମାନଙ୍କ ଭଳି କିନ୍ନର ଦୁଇ ପ୍ରକାର ହୋଇଥାନ୍ତି । ପ୍ରଥମଟି ହେଉଛି କିନ୍ନର ଯାହାକୁ କିଂ ପୁରୁଷ କୁହାଯାଏ, ଦିତୀୟଟି ହେଉଛି କିନ୍ନରୀ ଯାହାକୁ କିଂ ପୁରୁଷି କୁହାଯାଏ । ଏହି କିନ୍ନର ମାନଙ୍କର ସୃଷ୍ଟି କିପରି ହେଲା ଓ କେଉଁ କାରଣ ପାଇଁ ହୋଇଥିଲା ଆସନ୍ତୁ ଜାଣିବା ଗୋଟେ କାହାଣୀ ମାଧ୍ୟମରେ । ବହୁ ପୁରାତନ କାଳରୁ ପ୍ରଜାପତି କର୍ଦମଙ୍କର ଇଲ୍ଲ ନାମକ ପୁତ୍ର ଥିଲେ । ସେ ଜେନ ଧରତ୍ମା ରାଜା ଥିଲେ, ଗୋଟିଏ ଦିନ ରାଜା ତାଙ୍କ ସୈନିକ ମାନଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ ।

କିଛି ପଶୁ ପକ୍ଷୀଙ୍କର ଶିକାର କରିବା ପରେ ମଧ୍ୟ ରାଜା ଇଲ୍ଲଙ୍କର ମନ ଭରିଲା ନହିଁ । ତେଣୁ ସେ ଶିକାର କରି କରି ଗୋଟେ ପର୍ବତ ପାଖରେ ପହଞ୍ଚି ଗଲେ, ଯେଉଁ ଠାରେ ଭଗବାନ ଶିବ ନଦି ପାଖରେ ନିଜ ପତ୍ନୀଙ୍କ ସହିତ ବିଳାସ ବ୍ୟାସନରେ ବୁଡି ରହିଥିଲେ । ସେତେବେଳେ ସେ ନିଜ ପତ୍ନୀଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ନିଜକୁ ସ୍ତ୍ରୀ ରୂପ ଧାରଣ କରିଥିଲେ ।


ଶିବ ସ୍ତ୍ରୀ ରୂପ ନେଲା ପରେ ସେହି ପର୍ବତରେ ଥିବା ସମସ୍ତପ ପୁଲିଙ୍ଗ ପଶୁପକ୍ଷୀ ସ୍ତ୍ରୀଲିଙ୍ଗ ପାଲଟି ଯାଇଥିଲେ । ଶେଠୀ ପାଇଁ ସେଇ ବନକୁ ଶିକାର କରିବାକୁ ଯାଇଥିବା ରାଜା ଇଲ୍ଲ ଓ ତାଙ୍କର ସମସ୍ତ ସୈନିକ ସ୍ତ୍ରୀ ବନିଯାଇଥିଲେ । ନିଜକୁ ସ୍ତ୍ରୀ ରୂପରେ ଦେଖି ରାଜଙ୍କର ବହୁତ ମନ ଦୁଃଖ ହୋଇଥିଲା । ସେ ଯେତେବେଳେ ଜାଣି ପଡ଼ିଥିଲେ ଏହି ସବୁ କଥା ଭଗବାନ ଶିବଙ୍କ ଇଛାରୁ ହୋଇଛି ସେ ସେତେବେଳେ ହୋଇଛି ସେ ବହୁତ ଭୟଭୀତ ହୋଇଥିଲେ ।

ତା ପରେ ସେ ଭଗବାନ ଶିବଙ୍କ ସରଣରେ ପହଞ୍ଚିଲେ, ଭଗବାନ ଶିବ ରାଜା ଇଲ୍ଲଙ୍କୁ ସ୍ତ୍ରୀ ବନିଥିବାର ଦେଖି କହିଲେକି ପୁରୁଷତ୍ଵ ଛାଡି ଯେଉଁ ବର ଚାହୁଁଥିବ ତାହା ମାଗିପାରିବ । ଯେତେବେଳେ ଭଗବାନ ଶିବ ଯେତେବେଳେ ରାଜାଙ୍କୁ ପୁରୁଷତ୍ଵ ବାର ଦେବାକୁ ମନା କରିଥିଲେ ସେତେବେଳେ ରାଜା ତାଙ୍କୁ ଆଉ କିଛି ବର ମାଗିଲେ ନହିଁ । ତା ପରେ ସେ ଦେବୀ ପାର୍ବତୀଙ୍କୁ ପ୍ରସନ୍ନ କରିବାକୁ ଲାଗିଲେ ତେବେ ଦେବୀ ପାର୍ବତୀ ରାଜା ଇଲ୍ଲଙ୍କ ଦ୍ଵାରା ପ୍ରସନ୍ନ ହୋଇ କହିଲେକି ଯଦି ତମେ ପୁରୁଷତ୍ଵ ବର ପ୍ରାପ୍ତ କରିବାକୁ ଚାହୁଁଚ ତେବେ ତାହାର ଅଧା ଭାଗ ଦାତା ହେଉଛନ୍ତି ମହାଦେବ ।

ମୁଁ ତୁମକୁ କେବଳ ଅଧା ଭାଗର ବରଦାନ ଦେଇପାରିବି ମାନେ ତୁମର ଅଧା ଜୀବନ ପୁରୁଷ ବନିକି ରହି ପାରିବ । ଆଉ ଅଧା ଜୀବନ ସ୍ତ୍ରୀ ବନିକି ରହିବ । ତା ପରେ ମାତା ପାର୍ବତୀ ରାଜା ଇଲ୍ଲଙ୍କୁ କହିଲେ ତୁମେ କଣ ଚାହୁଁଚ କୁହ ଏହା ସୂନୀ ରାଜା ଇଲ୍ଲ ବହୁତ ଭାବିଛିନ୍ତି କହିଲେକି ମୁଁ ଗୋଟେ ମାସ ସ୍ତ୍ରୀ ରୂପରେ ଆଉ ଗୋଟେ ରୂପ ସ୍ତ୍ରୀ ରୂପରେ ରହିବାକୁ ଚାହୁଁଛି ରାଜାଙ୍କ କଥା ସୂନୀ ଦେବୀ ପାର୍ବତୀ ତଥାସ୍ତୁ କହିବା ସହିତ ରାଜା ଇଲ୍ଲଙ୍କୁ ଏହା ମଧ୍ୟ କହିଲେକି ଯେତେବେଳେ ତୁମେ ପୁରୁଷ ରୂପରେ ରହିବ ସେତେବେଳେ ତୁମର ସ୍ତ୍ରୀ ଜୀବନର କିଚିବି କଥା ମନେ ରହିବ ନାହିଁ ।

ଆଉ ଯେତେବେଳେ ସ୍ତ୍ରୀ ରୂପରେ ରହିବା ସେତେବେଳେ ପୁରୁଷ ଜୀବନର କିଚିବି କଥା ମନେ ରହିବ ନହିଁ । ତାପରେ ରାଜା ଇଲ୍ଲ ଗୋଟେ ମାସରେ ସତରେ ଇଲା ଓ ଆଉ ଗୋଟେ ମାସରେ ରାଜା ଇଲ୍ଲ ବରଦାନ ପାଇଥିଲେ । କିନ୍ତୁ ରାଜାଙ୍କ ସୈନିକ ସେହିପରି ଭାବରେ ରହି ଯାଇଥିଲେ । ତାଙ୍କର ସମସ୍ତ ସୈନିକ ଇଲାଙ୍କ ସହିତ ବିଚରଣ କରୁଥିବା ବେଳେ ଚନ୍ଦ୍ର ମାଙ୍କ ପୁତ୍ର ବୁଧ ଆଶ୍ରମରେ ପହଞ୍ଚି ଯାଇଥିଲେ ।

ତେବେ ବୁଦ୍ଧ ସେହି ସ୍ତ୍ରୀ ରୂପୀ ସୈନିକ ମାନଙ୍କୁ କହିଲେକି ତୁମେ ସବୁ କିଂ ପୁରୁଷି ଏହି ପର୍ବତରେ ନିଜର ନିବାସ ସ୍ଥଳ ବନାଇ ଦିଅ । ଆଗକୁ ଯାଇ ତୁମେ ସବୁ କିଂ ପୁରୁଷ ପତିଙ୍କୁ ପ୍ରାପ୍ତ କରିବ । ବୁଦ୍ଧଙ୍କର ଏହି କଥା ସୂନୀ ସ୍ତ୍ରୀ ରୂପୀ ସୈନିକ ସେହି ପର୍ବତ ଉପରେ ରହିବାକୁ ଲାଗିଲେ । କିନ୍ନରଙ୍କ ଉତ୍ପତିର ସବୁ ବିବରଣୀ ବାଲ୍ମୀକି ରାମାୟଣର ଉତ୍ତରା କାଣ୍ଡରେ ବହୁତ ସ୍ପଷ୍ଟ ଭାବରେ ଲେଖାଯାଇଛି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *