ଗୋଟେ ମୁଠା ଲୁଣ ଆପଣଙ୍କ ଘର ଟୟଲେଟରେ ପାକାୟ ଦିଅନ୍ତୁ ଓ ଦେଖନ୍ତୁ ଚମତ୍କାର

ଲୁଣ ଏମିତି ଗୋଟେ ଜିନିଷ ଯାହା ବିନା ଚଳିବା ବହୁତ କଷ୍ଟକର କାହିଁକିନା ଲୁଣ ବିନା କୌଣସି ଖାଦ୍ୟ ମଣିଷ ଅଧିକ ଦିନ ସେବନ କରି ପାରିବ ନାହିଁ । ମିଠା ଗୋଟେ ଏମିତି ଖାଦ୍ଯ ଯାହା ବିନା ଲୁଣରେ ହୋଇଥାଏ କିନ୍ତୁ ବହୁତ ଲୋକ ମିଠାରେ ମଧ୍ୟ ଲୁଣ ବ୍ୟବହାର କରିଥାନ୍ତି ଏହା ଛଡା ଖଟା ରାଗ କୌଣସି ପ୍ରକାର ଖାଦ୍ଯ ପାଇଁ ଲୁଣ ଆବଶ୍ୟକ ହୋଇଥାଏ ।

ତେବେ ବିପି ରୋଗୀ ମାନଙ୍କୁ ଲୁଣ ସେବନ କରିବା ପାଇଁ ମନା କରା ଯାଇଥାଏ କିନ୍ତୁ ବିନା ଲୁଣ କୌଣସି ଖାଦ୍ୟ ନାହିଁ ସେଥିପାଇଁ ତାଙ୍କୁ ଏହାକୁ କମ ମାତ୍ରାରେ ସେବନ କରିବା ପାଇଁ କୁହା ଯାଇଥାଏ । ଆଜି ଆମେ ଆପାନଙ୍କୁ ଲୁଣ ବିଷୟରେ ଅନ୍ୟ ଗୋଟେ କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ସୁଆଦ ନୁହ କିନ୍ତୁ ଆପଣଙ୍କ ଭାଗ୍ୟ ନିଶ୍ଚିନ୍ତ ବଦଳିଯିବ ଓ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତ ହବ ।

Image Courtesy: Google

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ଏହି କଥା ମାନନ୍ତି ଯେ ଲୁଣ ଦ୍ଵାରା ନଜର ଲାଗିଥିବା ଲୋକକୁ ଛାଡିଲେ ନଜର ସମାପ୍ତ ହୋଇଥାଏ । ଠିକ ସେମିତି ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ ଲୁଣ ଦ୍ଵାରା କହିବାକୁ ଯାଉଛୁ ଯାହା କରିବା ପରେ ଆପଣଙ୍କ ସବୁ ଅଟକିଥିବା କାର୍ଯ୍ୟ ପୂର୍ଣ ହବ ଓ ଆପଣଙ୍କୁ ବହୁତ ଲାଭ ମଧ୍ୟ ପ୍ରାପ୍ତ ହବ । ତେବେ ଆସନ୍ତୁ ଜାଣିବା କେମିତି ଲୁଣ ବ୍ୟବହାର କରିବା ଯାହା ଦ୍ଵାରା ଆପଣଙ୍କ କାର୍ଯ୍ୟ ସଫଳ ହବ ।

Image Courtesy: Google

୧. ଯଦି ଆପଣଙ୍କୁ ଏହା ଅନୁଭବ ହେଉଛି ଯେ ଆପଣଙ୍କ ଘର ଉପରେ କାହାର ନଯାର ଲାଗିଛି ତେବେ ଆପଣଙ୍କ ପାଣିରେ ଦୁଇ ଚାମଚ ଲୁଣ ପକାଇ ସେହି ପାଣି ଦ୍ଵାରା ଘରେ ପୋଛା ଲଗାନ୍ତୁ ଦେଖିବେ ଆପଣାଙ୍କ ଘର ଉପରେ ଲାଗିଥିବା ସବୁ ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ ଓ ଆପଣାଙ୍କ ଘରେ ସୁଖ ଶାନ୍ତି ବାସ କରିଥାଏ ।

୨. ଯଦି ଆପଣଙ୍କୁ ଏହା ଅନୁଭବ ହେଉଛି ଯେ ଆପଣଙ୍କ କାର୍ଯ୍ୟ ଜାଗାରେ ନଜର ଲାଗିଛି ତେବେ ଆପଣ ଲୁଣ ଦ୍ଵାରା ନିଜ କାର୍ଯ୍ୟ ଜାଗା ପୋଛା ମାରିବାକୁ କୁହନ୍ତୁ ଏହା ଛଡା ଗୋଟେ ଡବାରେ କିଛି ଲୁଣ ରଖନ୍ତୁ ଓ ଗୋଟେ ସପ୍ତାହ ପରେ ଶନିବାର ବା ରବିବାର ଦିନ ଏହାକୁ ପାଣିରେ ପ୍ରବାହିତ କରନ୍ତୁ ଆପଣ ଯେ କୌଣସି ପାଣିରେ ଏହିଲୁନକୁ ପ୍ରବାହିତ କରି ପାରିବେ ।

Image Courtesy: Google

୩. ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଉପରେ କେହି ନଜର ଲଗେଇଛନ୍ତି ବା ଆପଣଙ୍କ କୌଣସି କାର୍ଯ୍ୟ ନଜର ପାଇଁ ଖରାପ ହେଉଛି ତେବେ ଆପଣ ଲୁଣ ନିଜ ରାଇଟ ହାତରେ ରଖନ୍ତୁ ଓ ମୁଠା କରନ୍ତୁ ଆପଣ କୌଣସି ଜାଗାରେ ବସି ଯାନ୍ତୁ ଓ ଲୁଣକୁ ଜାବୁଡି ରଖନ୍ତୁ, ଏହି ସମୟରେ ଆପଣ କେବଳ ଏହା ଚିନ୍ତା କରନ୍ତୁ ଯେ ଆପଣଙ୍କ ଜୀବନ ସବୁ ନକାରାତ୍ମକ ଊର୍ଜା ଆପଣଙ୍କ ମୁଠା ରେ ଅଛି ଓ ୫ ମିନିଟ ପରେ ଏହାକୁ ନିଜ ଟୟଲେଟ ସିଟରେ ପ୍ରବାହିତ କରନ୍ତି, ଏହି ଟୋଟକା ଆପଣଙ୍କ ଜୀବନ ବଦଳି ଦବ ଆପନାଙ୍କୁ ତାହା ପ୍ରାପ୍ତ ହବ ଯାହା ଆପଣ କେବେ ଭାବି ନଥିବେ ।

Leave a Reply

Your email address will not be published. Required fields are marked *