କେବଳ ୬ମାସ ଖାଆନ୍ତୁ ଏହି ଜିନିଷ, ବ୍ଲଡ ପ୍ରେସର କମିବ ଓ ହୃଦୟ ରହିବ ସୁସ୍ଥ- କଣ ଏହି ଜିନିଷ ଜାଣନ୍ତୁ

ହାଇ ବ୍ଲଡ ପ୍ରେସର ଏକ ଭୟଙ୍କର ରୋଗ ଅଟେ, ଏହାକୁ ଅବହେଳା କଲେ ଲୋକ ଜୀବନ ବି ଯାଇ ପାରେ । ବୟସ ଅନୁଯାଇ ବ୍ଲଡ ପ୍ରେସର ବି ବଢି ବଢି ଯାଏ ସେଥିପାଇଁ ବୟସ ଅନୁଯାଇ ଶରୀର କୁ ଅତ୍ୟଧିକ ଧ୍ୟାନ ଦବା କଥା । ହାଇ ବ୍ଲଡ ପ୍ରେସର ସେତେବେଳେ ହୋଇଥାଏ ଯେତେବେଳେ ଶରୀର ଭିତରେ ରକ୍ତ ପ୍ରବାଃ ବଢିଥାଏ ଏବଂ ଏହା ଦ୍ଵାରା ଭଲ ଟିସୂ ନଷ୍ଟ ହୋଇଥାନ୍ତି ।  ଆମ ଶରୀର ପାଇଁ ଏହି ଟିସୂ ଆବଶ୍ୟକ ଅଟେ କିନ୍ତୁ ଏହି ରୋଗ ରେ ଏହି ଟିସୂ ଗୁଡିକ ନଷ୍ଟ ହୋଇଥାନ୍ତି ।

ୟୂରୋପିଆ ଏବଂ ଏଶିୟା ଦେଶମାନଙ୍କ ରେ ଅଲସୀ ବା ପେଶୁ ବହୁତ ସମୟ ପୂର୍ବରୁ ଉପଯୋଗ ହୋଇ ଆସୁଛି, ଜର୍ନାଲ ହାଇପରଟେନସନ ରେ ପ୍ରକାଶିତ ଗୋଟେ ଅଧ୍ୟୟନ ଅନୁଯାଇ ଯେଉଁ ଲୋକ ୬ମାସ ଯାଏ ପ୍ରତି ଦିନ ୩୦ଗ୍ରାମ ଅଲସୀ ବିହନ ର ସେବନ କରନ୍ତି ତାଙ୍କ ହାଇ ବ୍ଲଡ ପ୍ରେସର  ୧୫ଏମଏମ ଏଚଜି କମି ଥାଏ ଏବଂ ଲୋ ବ୍ଲୋଡ ପ୍ରେସର ରେ ୮ଏମଏମ ଏଚଜି ବଢି ଥାଏ ।

ଅଧ୍ୟୟନ ଅନୁଯାଇ ଅଲସୀ (ପେଶୁ) ବିହନ ସେବନ ରୁ ହାଇ ବ୍ଲଡ ପ୍ରେସର କମି ଥାଏ ଏବଂ ଲୋ ବ୍ଲଡ ପ୍ରେସର ବଢି ଥାଏ ଯାହା ପରିଣାମ ସ୍ୱରୂପ ଷ୍ଟ୍ରୋକ ରେ ମରୁଥିବା ଲୋକଙ୍କ ସଂଖ୍ୟା ୫୦% କମି ଯାଇ ଥାଏ ଏବଂ ହାର୍ଟ ଆଟାକ  ୩୦% କମି ଯାଇ ଥାଏ ।

ଅଲସୀ (ପେଶୁ) ବିହନ ଲାଭ :

-ଅଲସୀ ବିହନ ସେବନ କଲେ ଆପଣଙ୍କ ଓଜନ କମିବ, ଚେହେରା ସୁନ୍ଦର, ଚୁଟି, ପେଟ ସମ୍ବନ୍ଧୀୟ ସମସ୍ଯା, ହୃଦୟ ରୋଗ, ହାର୍ଟ ବ୍ଲକେଜ କେତେ ପ୍ରକାର ରୋଗ ରୁ ମୁକ୍ତି ଦେଇ ଥାଏ ।

-ଅଲସୀ ବିହନ ରେ ଆୟରନ, ପୋଟାସିୟମ, ଫୋସ୍ଫୋରସ, କେଳ୍ସିଅମ, ସୋଡିଅମ, ଫାଇବର, ଓମେଗା-୩ ଏସିଡ ଏବଂ ଅନ୍ୟ ପୋଷାକ ତତ୍ଵ ହୋଇଥାଏ ।

–  ଅଲସୀ ବିହନ ପେଟ ପାଇଁ ଲାଭ କାରି ଜୀବାଣୁ ବଢାଇ ଥାଏ ଯାହା ଦ୍ଵାରା ଖାଦ୍ୟ ଭଲ ଭାବ ରେ ଡାଇଜେଷ୍ଟ ହୁଏ ଏବଂ ପେଟ ସମସ୍ୟା ଦୂର କରିଥାଏ ।

– ଅଲସୀ ବିହନ କୋଲେଷ୍ଟ୍ରୋଲ କୁ ନିୟନ୍ତ୍ରଣ ରେ ରଖି ଥାଏ ।

– ଅଲସୀ ବିହନ ବ୍ଲଡ ପ୍ରେସର କଣ୍ଟ୍ରୋଲ କରି ଥାଏ ଏବଂ ହାର୍ଟ ଆଟକ ରୁ ବଞ୍ଚାଇ ଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *