ଏହି 5ଟି ନାମର ଯୋଡି କେବେ ବି ହୁଅନ୍ତି ନାହି ଅଲଗା- Jyotisha Shastra

ଜୀବନରେ ପ୍ରେମର ସ୍ଥାନ ନ ରହିଲେ ଜୀବନ ଅଧୁରା ରହିଥାଏ । ପ୍ରେମର ଅନେକ ମହତ୍ଵ ରହିଛି କିନ୍ତୁ ସେମାନଙ୍କ ମଧ୍ୟରୁ ଏକ ସମ୍ପର୍କ ହେଉଛି ଜୀବନ ସାଥିର । ଜୀବନରେ ଜୀବନ ସାଥି ସହ ମାରିବା ବଞ୍ଚିବା ପାଇଁ ଲୋକେ ବଚନ ନେଇଥାନ୍ତି । ଜୀବନରେ ସବୁ ସମ୍ପର୍କ ଭାଙ୍ଗିଗଲେ ବା ବିଚ୍ଛେଦ ହେଲେ ମଧ୍ୟ ଆଶା ରହିଥାଏ କି ଜୀବନ ସାଥି ପ୍ରତେକ ମୁହୂର୍ତ୍ତରେ ସାଥ ଦେବେ । କୁହାଯାଏ ଯୋଡି ଉପରୁ ତିଆରି ହୋଇଥାଏ । ଏଭଳି ଯୋଡି ହୋଇଥାନ୍ତି ବେଷ୍ଟ ଲାଇଫ ପାର୍ଟନର । ଆଜି ଆମେ ଆପଣଙ୍କୁ ଏମିତି ୫ଟି ନାମର ଯୋଡ଼ିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କେବେ ଅଲଗା ହୁଅନ୍ତି ନାହି ।

୧- H ଓ M ନାମର ଯୋଡି : ଏହି ଦୁଇଟି ନାମର ଯୋଡି ମାନେ ନିଜର ସାଥୀଙ୍କୁ ବହୁତ ଭଲ ପାଇବା ସହ ସାଥ ମଧ୍ୟ ଦେଇଥାନ୍ତି । ଏହି ଦୁଇ ନାମର ବ୍ୟକ୍ତିଙ୍କ ମଧ୍ୟରେ ଝଗଡାର ସ୍ଥିତି କେବେ ଦେଖାଯାଏ ନାହି । ଏମାନେ ଦୁହେଁ ପରସ୍ପରକୁ ବେଶ ଭଲ ଭାବେ ବୁଝିବା ପାଇଁ ପରଫେକ୍ଟ ହୋଇଥାନ୍ତି । ଏମାନଙ୍କର ସମ୍ପର୍କ ସର୍ବଦା ମଜବୁତ ରହିଥାଏ ଯାହା କାରଣରୁ ଏମାନେ ପରଫେକ୍ଟ କପଲ ହୋଇଥାନ୍ତି ।

୨- A ଓ S ନାମର ଯୋଡି : ଏହି ଦୁଇଟି ନାମର ଯୋଡି ପରସ୍ପର ହାତ ଧରିଲେ ଜୀବନ ସାରା ସାଥ ନିଭାଇଥାନ୍ତି । ପ୍ରେମ ମାମଲାରେ ଏମାନେ ବହୁତ ଭଲ ସାବ୍ୟସ୍ତ ହୋଇଥାନ୍ତି । ଏମାନେ ସାରା ଜୀବନ ପରସ୍ପରର ସାଥ ନିଭାଇବା ପାଇଁ ଆଗେଇ ଆସିଥାନ୍ତି । ଏହି କାରଣରୁ ଏମାନେ ପ୍ରଫେକ୍ଟ କପଲ ହୋଇଥାନ୍ତି । ଏମାନେ ନିଜ ସାଥି ଙ୍କୁ ସବୁ କଥା ସେୟାର କରିଥାନ୍ତି ।

୩- B ଓ M ନାମର ଯୋଡି : ଏହି ଦୁଇଟି ନାମର ଯୋଡି କେବେ ବି ପରସ୍ପରକୁ ଧୋକା ଦିଅନ୍ତି ନାହି । ଏମାନଙ୍କ ଜୀବନରେ କେବେ ବି ଇମାନନ୍ଦାରି ର କମି ରୁହେ ନାହି । ଜୀବନର ସାରା ସାଥ ନିଭାଇବାର କଥା ଆସିଲେ ଏମାନେ ପରସ୍ପରର ହାତ କେବେ ଛାଡନ୍ତି ନାହି । ଏହି କାରଣରୁ ଏମାନେ ପରଫେକ୍ଟ ଲାଇଫ ପାର୍ଟନର ହୋଇଥାନ୍ତି ।

୪- K ଓ T ନାମର ଯୋଡି : ଏହି ଦୁଇଟି ନାମର କପଲ ପ୍ରେମ ପୁରା ଇମାନ୍ଦାରୀ ସହ କରିଥାନ୍ତି । ଏମାନେ ନିଜ ସାଥିଙ୍କର ଅବୁ ପରିସ୍ଥିତି ରେ ସାଥ ଦେବାକୁ ରେଡି ରହିଥାନ୍ତି । ଯଦି ଏମାନଙ୍କ ମଧ୍ୟରୁ ଜଣେ କେହି ସାଥି କମଜୋର ପଡିଥାନ୍ତି ତେବେ ଦୁହିଙ୍କ ମଧ୍ୟରେ ଥିବା ପ୍ରେମେ ଏମାନଙ୍କୁ ସର୍ବଦା ବାନ୍ଧି ରଖିବାରେ ମୁଖ୍ୟ ଭୂମିକା ନିଭାଇଥାଏ । ତେଣୁ ଏମାନେ ପରଫେକ୍ଟ ଯୋଡି ହୋଇଥାନ୍ତି ।

୫- R ଓ P ନାମର ଯୋଡି : ଏହି ଦୁଇଟି ନାମର ଯୋଡି ଦୁହେଁ ପରସ୍ପରର ଖୁସି ପାଇଁ ସବୁ କାମ କରିବାକୁ ରେଡି ରହିଥାନ୍ତି । ଏମାନେ ଦୁହେଁ ସନ୍ଦେହ ପରସ୍ପର ପ୍ରତି କରନ୍ତି ନାହି । ଦୁହେଁ ପରସ୍ପରର ସାତ ଜୀବନ ସାର ଦେଇଥାନ୍ତି ଯାହା ପାଇଁ ଏମାନେ ପ୍ରଫେକ୍ଟ ଯୋଡି ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *